-+91-9937148622 |

prerana_bgr@rediffmail.com |

  Saturday 20th June 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ    (19-Jun-2026)       ||      ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ    (19-Jun-2026)       ||      ବାହାର ଜିଲ୍ଲାରୁ ଆସୁଛି ଧାନ !   (19-Jun-2026)       ||      *ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   (19-Jun-2026)       ||      ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   (19-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   (19-Jun-2026)       ||      *ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   (19-Jun-2026)       ||      ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା    (19-Jun-2026)       ||      ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   (19-Jun-2026)       ||      ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ    (19-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ    (18-Jun-2026)       ||      ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   (18-Jun-2026)       ||      ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   (18-Jun-2026)       ||      *ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   (18-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   (18-Jun-2026)       ||      ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   (18-Jun-2026)       ||      ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   (18-Jun-2026)       ||      ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ    (18-Jun-2026)       ||     

HOME    ଅନ୍ୟାନ୍ୟ

ସଂକ୍ଷେପରେ ମୁଖ୍ୟ ଖବର

28-Oct-2020



୧.ଡିସେମ୍ବର ୩୧ ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ ।

୨.କାର୍ କି ବାଇକରେ ଏକୁଟିଆ ଯାଉଥିଲେ ଏବେ ପିନ୍ଧିବାକୁ ହେବ ମାସ୍କ। ବେଙ୍ଗାଲୁରୁ ମହାନଗର ନିଗମ ଏ ନେଇ ମଙ୍ଗଳବାର ଏକ ନୋଟିଫିକେସନ ଜାରି କରିଛି। ଗାଡିରେ ଏକୁଟିଆ ଥିଲା ବେଳେ ଯଦି ମାସ୍କ ବ୍ୟବହାର ନ କରିବେ ତେବେ ୨୫୦ ଟଙ୍କା ଜରିମାନା ଦେବାକୁ ହେବ।

୩.ଖରିଫ୍‌ ଧାନ ସଂଗ୍ରହ ସକାଶେ ଜିଲ୍ଲା ସ୍ତରୀୟ ବୈଠକ: ୧,୩୯,୬୪୮ ଜଣ ଚାଷୀ କଲେ ପଞ୍ଜିକରଣ ।

୪.ଆଜି ବିହାର ଉପନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି । କୋଭିଡ କଟକଣାକୁ ମାନି ସମସ୍ତ ଭୋଟର ମତଦାନ କରିବାକୁ ଟ୍ୱିଟ କରି ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 ୫.ବିହାରରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ବିହାରବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ।

 ୬. ବଦଳିଲା ଇଣ୍ଡେନ ଗ୍ୟାସ ସିଲିଣ୍ଡର ବୁକିଂ ନମ୍ବର ।

 ୭.ଚକ୍ରବୃଦ୍ଧି ସୁଧ ଛାଡ଼ : ନଭେମ୍ବର ୫ ସୁଦ୍ଧା ଗ୍ରାହକଙ୍କୁ ମିଳିବ ଟଙ୍କା ।

୮.୨୦ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୨,୧୨,୦୧୦ଟଙ୍କା ଜବତ କଲା ଗଞ୍ଜାମ ପୁଲିସ, ୧୪୨ଜଣ ଗିରଫ ।

 ୯.ଭାରତ-ଅଷ୍ଟ୍ରେଲିଆ ସିରିଜର ଖେଳସୂଚୀ ଘୋଷଣା!

 ୧୦.ବାରିପଦା::ଆସନ୍ତା ନଭେମ୍ବର ୧ ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ।

 ୨୧.ଜମ୍ମୁ କଶ୍ମୀର ସହ ବିଶ୍ୱାସଘାତ କରିଛି କେନ୍ଦ୍ର: ଓମାର ଅବଦୁଲ୍ଲା!

 ୨୨.ବାଲେଶ୍ୱରରେ ଅପରାଜିତା; ଚା’ ପିଇଲେ, ମୁଖ୍ୟମନ୍ତ୍ରୀଙ୍କୁ ତେର୍ଚ୍ଛା ତୀର ମାରିଲେ!

 ୨୩.ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିଶ୍ମାଙ୍କ ଘରୁ ମିଳିଲା ଡ୍ରଗ୍ସ, ସମନ ପଠାଇଲା ଏନସିବି!

 ୨୪.ସୁନ୍ଦରଗଡ଼ରେ ନାବାଳିକାଙ୍କୁ ୫ ମାସ ବନ୍ଦ ଘରେ ରଖି ଦୁଷ୍କର୍ମ ଅଭିଯୋଗ!

 ୨୫.୨ରୁ ପୁଣି ବର୍ଷା, ଆଜି ଓଡ଼ିଶା ଛାଡ଼ିବ ମୌସୁମୀ, ବଢ଼ିବ ଶୀତ!

 ୨୬.୨୦୨୦-୨୧ ଶିକ୍ଷାବର୍ଷକୁ ନେଇ ଦ୍ୱନ୍ଦ୍ୱ : ୭ ମାସ ହେଲା ସ୍କୁଲ, କଲେଜ ବନ୍ଦ ; ସିଲାବସ୍‌ କମିବ ନା ଶିକ୍ଷାବର୍ଷ ବଢ଼ିବ ?

 ୨୭.CBSE ଦଶମ ଓ ଦ୍ବାଦଶ ପରୀକ୍ଷା ୨୦୨୧: ଫେଲ୍‌ ହୋଇଥିବା ଏହି ପରୀକ୍ଷାର୍ଥୀଙ୍କୁ ମିଳିବ ପାସ୍ ହେବାର ଆଉ ଏକ ସୁଯୋଗ ।

 ୨୮.ପହିଲାରୁ ଖରିଫ ଧାନ କିଣା*ଚାଷୀଙ୍କୁ ୪୮ଘଣ୍ଟାରେ ଦେୟ ପ୍ରଦାନ ନିର୍ଦେଶ, ପଞ୍ଜିକୃତ ଚାଷୀ ସଂଖ୍ୟା ୧୪.୯୭ଲକ୍ଷ ।

 ୨୯.ମାଲ୍ୟାଙ୍କ ଋଣ ସୁଝିବାକୁ ବିକ୍ରି ହେବ ୟୁବିଏଚଏଲର ୧୧ ହଜାର କୋଟିର ସମ୍ପତ୍ତି : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।

 ୩୦.ଉପନିର୍ବାଚନ ପାଇଁ କମ୍ପୁଛି ବାଲେଶ୍ବର ଓ ତିର୍ତ୍ତୋଲ , ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ।

 ୩୧. ଛାତ୍ରବୃତ୍ତି ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ମେଧାବୀ ଛାତ୍ରଛାତ୍ରୀମାନେ ସହଜରେ କରି ପାରିବେଆବେଦନ:
www.scholarship.odisha.gov.in।

୩୨.କଟକ ବଡ଼ ଡାକ୍ତରଖାନା : ଖୋଲିଲା ୫୦୦ ଶଯ୍ୟାର କୋଭିଡ ହସ୍ପିଟାଲ।

୩୩.ଶ୍ରୀମନ୍ଦିରରେ ରୁପା ଦ୍ୱାର କାମ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।୮ଟି ଦ୍ୱାରରେ ମୋଟ ଅଢ଼େଇ ଟନ ରୁପା ଲାଗିବ ବୋଲି ଅଜୟ ଜେନାଙ୍କ ସୂଚନା ।

୩୪.ପୁସ୍ତକ 'ସେତେବେଳକୁ ନ ଥିବି' ପାଇଁ କବି ନିତ୍ୟାନନ୍ଦ ନାୟକଙ୍କୁ ମିଳିଲା ଶାରଳା ପୁରସ୍କାର।

୩୫.୨ରୁ ପୁଣି ବର୍ଷା ସମ୍ଭାବନା, ଆଜି ଓଡ଼ିଶା ଛାଡ଼ିବ ମୈ।ସୁମୀ, ବଢ଼ିବ ଶୀତ।

୩୬.ଖାଲି ପେଟରେ  ରସୁଣ ଖାଆନ୍ତୁ  , ଡାଇବେଟିସ୍‌ ହେବ ନିୟନ୍ତ୍ରିତ ଏବଂ କ୍ୟାନ୍‌ସର ରହିବ ଦୂରରେ।

୩୭.IAS ଅଦଳ ବଦଳ:ପରାଗ ଗୁପ୍ତାଙ୍କୁ ବନ ନିଗମ ଓ ସୁରେନ୍ଦ୍ର କୁମାରଙ୍କୁ ଖଣି।

୩୮.ନୂଆ ଅମଳକୁ ଆହୁରି ମାସେ। ଦୀପାବଳି ଯାଏଁ ଖସିବନି ପିଆଜ ଦର।

୩୯.ଭିଜିଲାନ୍ସ ଜାଲରେ ସିଡିପିଓ, ୧ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହେଲେ କୋରାପୁଟ ସ୍ନିଗ୍ଧାରାଣୀ ମିଶ୍ର।

୪୦.ଲଣ୍ଡନ:କୁକୁର ବୁଲାଇବା ଚାକିରି! ବର୍ଷକୁ ଦରମା ୨୯ ଲକ୍ଷ ଟଙ୍କା ସାଙ୍ଗକୁ ଜୀବନ ବୀମା, ଅବସର ପରେ ପେନସନ!!

୪୧. ବ୍ରିଟେନ:କୋଭିଡ଼ ସଙ୍ଗରୋଧ ନିୟମ ଉଲ୍ଲଙ୍ଘନ: ଛାତ୍ରୀଙ୍କୁ ୬.୩୪ ଲକ୍ଷ ଟଙ୍କା ଜୋରିମାନା।

 ୪୨.ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ୍ । ବିହାର ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ : ପ୍ରଥମ ପର୍ଯ୍ୟାୟରେ ୭୧ ଟି ଆସନ ପାଇଁ ମତଦାନ , କଟକଣା ଭିତରେ ୧୬ ଜିଲ୍ଲାର ୧ ହଜାର ୬୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ।

 ୪୩.ନୂଆଦିଲ୍ଲୀ: ହାଥରସ ଘଟଣାର ଶୁଣାଣି ରାଜ୍ୟ ବାହାରେ କରିବାକୁ ନେଇ ହୋଇଥିବା ଆବେଦନକୁ ରଦ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ ଏବେ ସିବିଆଇ ଘଟଣାର ତଦନ୍ତ କରୁଛି।

 ୪୪.ସମ୍ୱଲପୁର: ଚାରମାଲ ଥାନା କେଉଟିବାହାଲ ଗାଁର ଏକ ଦମ୍ପତି ଶିଶୁକନ୍ୟାକୁ ୧୫ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ!

 ୪୫.ପୂର୍ବରୁ ଏ ମାମଲାରେ ଦୀପିକା ପାଦୁକୋନଙ୍କୁ ମଧ୍ୟ ଜେରା କରିସାରିଛି। ଏପରିକି କରିଶ୍ମା ଓ ତାଙ୍କୁ ସାମ୍ନାସାମ୍ନି କରାଇପଚରାଉଚରା କରାଯାଇଥିଲା। କରିଶ୍ମାଙ୍କ ଘରୁ ୧.୮ ଗ୍ରାମ ଡ୍ରଗ୍ସ ଜବତ କରିଛି ଏନସିବି!

 ୪୬.ପ୍ରାଇଭେଟ୍ ପରୀକ୍ଷାର୍ଥୀ ନଭେମ୍ବର ୧୧ ପର୍ଯ୍ୟନ୍ତ ଫର୍ମ ପୂରଣ କରିପାରିବେ। ଏ ପାଇଁ ତାଙ୍କୁ ୧୫ ଶହ ଟଙ୍କା ଦେବାକୁ ପଡ଼ିବ। ଏହା ସହ ବିଳମ୍ବିତ ଶୁକ୍ଳ ସହ ନଭେମ୍ବର ୨୧ ସୁଦ୍ଧା ଫର୍ମ ପୂରଣ କରିବାର ସୁବିଧା ରହିଛି।

 ୪୭.ଲେଉଟାଣି ନେଉଛି ମୌସୁମୀ: ଜୁନ ପହିଲାରୁ ଅକ୍ଟୋବର ୨୭ ମଧ୍ୟରେ ୧୩୦୨.୯ ମିମି ବର୍ଷା ରେକର୍ଡ, ୧୮ ଜିଲ୍ଲାରେ ହୋଇଛି ଅତିପ୍ରବଳ ବର୍ଷା ।

 ୪୮.ସେପ୍ଟେମ୍ବର ମାସର ଜାରି ହୋଇଥିବା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନକୁ ନଭେମ୍ବର ଶେଷ ପର୍ଯ୍ୟନ୍ତ ବୃଦ୍ଧି କଲେ କେନ୍ଦ୍ର ସରକାର।

 ୪୯.ଇଡି-ସିବିଆଇ-ଇନକମ୍‌ ଟ୍ୟାକ୍ସ ବିଭାଗ ସ୍କାନରରେ ବୈଜୟନ୍ତ-ଜଗି, ଓଟିଭି ଏବଂ ଓରଟେଲରେ ଲାଗିଛି କଳାଧନ!

 ୫୦.ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ପଛପଟ ଝରକା ଭାଙ୍ଗି ଚୋରି ହୋଇଥିବା ସୂଚନା ମିଳିଛି।

 ୫୧.ଉଦଳା: କପ୍ତିପଦା ଥାନା ବେଲଡିହା ଗାଁରେ ଘର ଭିତରେ ଜଣେ ବୃଦ୍ଧାଙ୍କ ମୃତଦେହ ଠାବ; ହତ୍ୟା ସନ୍ଦେହ!

 ୫୨.ରାଫେଲକୁ ନେଇ ଖୁସି ଖବର । ଆସନ୍ତା ଏପ୍ରିଲ ମାସ ସୁଦ୍ଧା ଭାରତକୁ ଆସିବ ଆଉ ୧୬ଟି ରାଫେଲ୍ ଜେଟ୍ ବିମାନ । ଆସନ୍ତା ନଭେମ୍ୱର ୫ ରେ ପହଁଞ୍ଚିବ ୩ଟି ବିମାନ ।

 ୫୩.ସ୍ମିତାଲି ପ୍ରଧାନଙ୍କୁ ମିଳିଲା ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ । ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମିଳିଲା ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ । ସାର୍ଟିଫିକେଟ ହଜିବା କାରଣରୁ ଆଡମିଶନ କରିପାରୁନଥିଲେ ସ୍ମିତାଲି । ସାର୍ଟିଫିକେଟ ପାଇଁ ୩ବର୍ଷ ହେଲା ପାଠପଢାରୁ ବଞ୍ଚିତ ହୋଇଥିଲେ ।

 ୫୪.ପାକିସ୍ତାନ ପେଶାୱାର ଠାରେ ଥିବା ଏକ ମଦ୍ରାସାରେ ଭୟଙ୍କର ବିସ୍ଫୋରଣ ହୋଇଛି।ଏହି ଘଟଣାରେ ପାଖାପାଖି ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ଜଣ ଆହତ ହୋଇଛନ୍ତି।

 ୫୫.ନଦୀକୁ ଯାଇଥିବା ଗାଁ ରାସ୍ତା ଖୋଳି ହଟହଟା ମୟୂରଭଞ୍ଜ ଜିଲ୍ଲା ମୋରଡା ତହସିଲଦାର : ମନମୁଖୀ କାର୍ଯ୍ୟର ପ୍ରତିବାଦରେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ତହସିଲଦାର!

 ୫୬.ରେଭେନ୍ସା ବିକାଶ ଅଭିଯାନ ପକ୍ଷରୁ ଓ ପି ଏସ ସି ଅଫିସ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବା ସହ ଅଧ୍ୟାପକ ନିଯୁକ୍ତି ପାଇଁ ଓପିଏସସି କୁ ଦେଇଥିବା ଅଧିକାରରୁ ନିବୃତ୍ତ ରହିବା ପାଇଁ ଚେୟାରମ୍ୟାନ ଙ୍କୁ  ସ୍ମାରକପତ୍ର ପ୍ରଦାନ କରାଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ   19-Jun-2026
  ଜିଲ୍ଲା  
ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ   19-Jun-2026
  ଜିଲ୍ଲା  
ବାହାର ଜିଲ୍ଲାରୁ ଆସୁଛି ଧାନ !   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   19-Jun-2026
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   19-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   19-Jun-2026
  ଜିଲ୍ଲା  
ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା   19-Jun-2026
  ଅପରାଧ  
ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   19-Jun-2026
  ଜିଲ୍ଲା  
ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ   19-Jun-2026

You Might Also Like