-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
28-Oct-2020
କଲାହାଣ୍ଡି, (ତ୍ରିନାଥ ବେଶ୍ରା )କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଅଦ ଭୂତ ଶିଶୁର ଜନ୍ମ ହେଇଛି।ସୂଚନା ମତେ ସର୍ଗିଗୁଡା ଗ୍ରାମର ଦୁର୍ମିଳା ପୋଟା ଙ୍କ ଦ୍ଵିତୀୟ ଗର୍ଭ ରୁ ଏକ ଗୋଡ଼ ବିହୀନ ଶିଶୁ ଜନ୍ମ ହୋଇଥିବା ଦେଖିବାକୁ ମିଳିଛି।ମଧ୍ୟାହ୍ନ ବେଳକୁ ଗର୍ଭ ଯନ୍ତ୍ରଣା ହେବା ଫଳରେ ପର୍ଲା ସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଗୋଡ଼ ବିହୀନ ଜୀବିତ ଜାତ ଶିଶୁ ଜନ୍ମ ହୋଇ ମାତ୍ର କେଇ ମିନିଟ ପରେ ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି l