-+91-9937148622 |

prerana_bgr@rediffmail.com |

  Thursday 15th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||      *ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   (14-Oct-2026)       ||      ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ    (14-Oct-2026)       ||      ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   (14-Oct-2026)       ||      ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    (14-Oct-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   (14-Oct-2026)       ||      *ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   (14-Oct-2026)       ||      ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   (14-Oct-2026)       ||      ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   (14-Oct-2026)       ||      ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   (14-Oct-2026)       ||      ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||     

HOME   ଜିଲ୍ଲା

ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ଅନ୍ତର ହାତ ଓ ଗୋଡରେ ପଡିଛି ଲୁହାଶିକୁଳି

08-Jul-2021



ବିନିକା (ହିମାଂଶୁ ଶେଖର ପୁଟେଲ) : ଦିନେ ନୁହେଁ କି ମାସେ ନୁହେଁ ଦୀର୍ଘ ୧୦ ବର୍ଷ ହେଲା ଜଣେ ଯୁବକର ହାତ ଓ ଗୋଡ଼କୁ ଲୁହାଶିକୁଳିରେ ବାନ୍ଧି ଘର ବାଡିପଟ ଗଛ ମୁଲେ ରଖିବାକୁ ବାଧ୍ୟ ହୋଇଛନ୍ତି ପରିବାର l ଦେଖିବାକୁ ମିଳିଛି ବିନିକା ବ୍ଲକ ମହଦା ପଞ୍ଚାୟତ ଅଧିନସ୍ଥ ଶିଆଳି ଗ୍ରାମରେ l ଖବର ନେବାରୁ ଜଣାପଡିଛି ଯେ ଉକ୍ତ ଗ୍ରାମର ଜିବର୍ଦ୍ଧନ କୁମ୍ଭାର ଓ ଅମ୍ବିକା କୁମ୍ଭାରଙ୍କ ପୁଅ ଅନ୍ତ କୁଆଡେ ମାନସିକ ରୋଗରେ ଆକ୍ରାନ୍ତ l ଯେତେବେଳେ ଅନ୍ତର ସ୍ବାସ୍ଥ୍ୟ ଠିକ ଥିଲା ସେତେବେଳେ ତାର ଚାଲିଚଳନ ଠୁଁ ଆରମ୍ଭ କରି ସମସ୍ତଙ୍କ ସହିତ ମିଶି ରହୁଥିଲା l କିନ୍ତୁ ହଠାତ ଦଇବ ତା ଉପରେ ଦାଉ ସାଧିଲା l ଧୀରେ ଧୀରେ ତା ମନରେ ପରିବର୍ତ୍ତନ ଘଟିଲା ମୁଣ୍ଡ କାମ କଲାନାହିଁ l ପୁଅର ଏପରି ଲକ୍ଷଣ ଦେଖି ବାପା,ମା ଓ ପରିବାରରେ ଚିନ୍ତା ବଢିଲା l ପୁଅ ଅନ୍ତ ଘରେ ନ ରହି ପ୍ରାୟ ବାହାରେ ବୁଲିଲା l ରାସ୍ତାରେ ପଡ଼ିଥିବା ମାଟିମୁଣ୍ଡl,ପଥର,ଗେଟି,ବାଲି ଯାହାବି ମିଳିଲା ତାକୁ ହାତରେ ଧରି ଯାହାକୁ ଦେଖିଲା ତା ଉପରକୁ ଫୋପାଡିଲା l ଏପରିକି ପଶୁ,ପକ୍ଷୀ ବି ତା ପଥର ମାଡ଼ର ଶିକାର ହେଲେ l ଦିନକୁ ଦିନ ପୁଅ ଅନ୍ତର କାର୍ଯ୍ୟକଳାପ ବଡ଼ିବାରୁ ସାଧାରଣ ଲୋକେ ତାର ଭାବଢଙ୍ଗ ଦେଖି ଅତିଷ୍ଠ ଓ ଭୟଭୀତ ହୋଇ ପଡ଼ିଲେ l ଘରକୁ ଅଭିଯୋଗ ଆସିଲା l କଲବଲ କୋଶଲ କ୍ରମେ ପୁଅ ଅନ୍ତକୁ ପରିବାର ଲୋକେ ଘରେ ରଖି ଜଗିରହିଲେ l ହେଲେ ସେ ମାନିଲା ନାହିଁ l ପରିବାର ସହିତ ହୋହାଲ୍ଲା କରି ଯେନେତେନେ ପ୍ରକାରେ ଘରୁ ବାହାରି ଚାଲିଯାଏ l ତାର ମାନସିକ ରୋଗର ସୁଧାର ପାଇଁ ପରିବାର ଲୋକେ ଡାକ୍ତରଖାନା ନେଇ ଚିକିତ୍ସା କରି ଔଷଧ ଖାଇବାକୁ ଦେଲେ l ହେଲେ କୋନସି ପରିବର୍ତ୍ତନ ଆସିଲା ନାହିଁ l ଅଧିକ ଚିକିତ୍ସା ନିମନ୍ତେ ଅର୍ଥର ଆବଶ୍ୟକତା ଥିବାରୁ ପରିବାର ପାଇଁ ଚିନ୍ତା ବଢ଼ିଛି l ଫଳରେ ପୁଅର କାର୍ଯ୍ୟକଳାପରେ ଲୋକଙ୍କ ଠୁଁ ବଦନାମ ନ ଶୁଣିବାକୁ ବାଧ୍ୟ ହୋଇ ଶେଷରେ ପରିବାର ଲୋକେ ତାର ହାତ ଓ ଗୋଡ଼ରେ ଲୁହାଶିକୁଳି ପକାଇ ଘର ବାଡ଼ି ପଛପଟ ଏକ ଗଛମୂଳେ ବାନ୍ଧି ରଖିବାକୁ ପଡୁଛି ବୋଲି ଦୁଃଖଭରା କଣ୍ଠରେ ଆଖିରୁ ଲୁହ ଗଡ଼ାଇ ବାପା ମା କହନ୍ତି l ସରକାର ଯଦି ପୁଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତେ ତେବେ ମାନସିକ ଆକ୍ରାନ୍ତ ପୁଅ ଅନ୍ତ ଭଲ ହୋଇଯିବ ବୋଲି ଆଶା କରାଯାଉଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   15-Oct-2026
  ଜିଲ୍ଲା  
ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   15-Oct-2026
  ଜିଲ୍ଲା  
ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   15-Oct-2026
  ଜିଲ୍ଲା  
ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   14-Oct-2026
  ଜିଲ୍ଲା  
ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   14-Oct-2026
  ଜିଲ୍ଲା  
*ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   14-Oct-2026
  ଜିଲ୍ଲା  
୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ   14-Oct-2026
  ଜିଲ୍ଲା  
ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   14-Oct-2026
  ଜିଲ୍ଲା  
ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    14-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   14-Oct-2026
  ଜିଲ୍ଲା  
*ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   14-Oct-2026
  ଜିଲ୍ଲା  
ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   14-Oct-2026

You Might Also Like