-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
08-Jul-2021
ଟିଟିଲାଗଡ,(ପ୍ରେରଣା ଖବର) : ରାଜ୍ୟରେ ଦୁର୍ନୀତି ର ଚେର ବଢିବାରେ ଲାଗିଛି । ଏହାରି ମଧ୍ୟରେ ଜଣେ ଅବସରପ୍ରାପ୍ତ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ ହୋଇଛି । ଟିଟିଲାଗଡ଼ ୱେୟାର ହାଉସର ଅବସରପ୍ରାପ୍ତ ଅଧୀକ୍ଷକ ଗଣପତି ପୁରୋହିତଙ୍କୁ ଘରେ ଭିଜିଲାନ୍ସ ରେଡ଼୍ ହୋଇଥିବା ଜଣାପଡିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଣପତିଙ୍କ ପ୍ୟାଲେସ ଲାଇନ୍ ଘରେ ରେଡ଼୍ ହୋଇଛି । ଘଟଣାକୁ ନେଇ ଅଧିକ ଖୋଳତାଡ଼ ଜାରି ରହିଛି ବୋଲି ସୂଚନା ମିଳିଛି।