-+91-9937148622 |

prerana_bgr@rediffmail.com |

  Thursday 15th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||      *ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   (14-Oct-2026)       ||      ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ    (14-Oct-2026)       ||      ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   (14-Oct-2026)       ||      ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    (14-Oct-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   (14-Oct-2026)       ||      *ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   (14-Oct-2026)       ||      ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   (14-Oct-2026)       ||      ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   (14-Oct-2026)       ||      ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   (14-Oct-2026)       ||      ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||     

HOME   ଜିଲ୍ଲା

ସାହିତ୍ୟ ଜୀବନ ସହ ଓ ଜୀବନ ବନ ସହ ଜଡିତ: ସମ୍ବାଦ ସାହିତ୍ୟ ଘର ବଲାଙ୍ଗୀର ତରଫରୁ ବନ ମହୋତ୍ସବ

07-Jul-2021



ବଲାଙ୍ଗିର (ପ୍ରେରଣା ଖବର) : ସାହିତ୍ୟ  ଜୀବନ ର କଥା କହେ। ଜୀବନ ସହ ଜଙ୍ଗଲ  ବା ବନ ର ସଂପର୍କ ନିବିଡ ।  ସମସ୍ତେ  ପରିବେଶ ପ୍ରଦୂଷଣ ରୁ  ଆମ ପୃଥିବୀକୁ ବଂଚାଇବାକୁ ଗଛ ଲଗାଇବା  ଓ ତାର ଯତ୍ନ ନେବା ଦରକାର । ଏହି ମର୍ମରେ  ଆଜି ବଲାଙ୍ଗୀର  ସାହିତ୍ୟ ଘର ତରଫରୁ  ବୃକ୍ଷ ରୋପଣ କାର୍ଯ୍ୟକ୍ରମ  ଆୟୋଜିତ ହୋଇଥିଲା । ବଲାଙ୍ଗୀର  ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି  ବନ

ମହୋତ୍ସବରେ  ବଲାଙ୍ଗୀର  ବନଖଣ୍ଡ ଅଧିକାରୀ ସମୀର ଶତପଥୀ  ଓ ଆୟୁର୍ବେଦ ମହାବିଦ୍ୟାଳୟ ର ଅଧ୍ୟକ୍ଷ  ପ୍ରଫେସର ଡକ୍ଟର  ଅରୁଣ କୁମାର ଦାସ ଅତିଥି ଭାବରେ ଯୋଗଦେଇ  ସାହିତ୍ୟ ଘର  ସଦସ୍ୟ ସଦସ୍ୟା ମାନଙ୍କ ସହ  ବୃକ୍ଷ ରୋପଣ କରିଥିଲେ । ପରେ ଅନ୍ୟ ଉପସ୍ଥିତ  ସଦସ୍ୟ ମାନେ ଅଁଳା,ପଣସ,ପିଜୁଳି ଆତ ପରି ଫଳଗଛ ସହିତ   ବିଭିନ୍ନ  ଔଷଧୀୟ ବୃକ୍ଷ  ମୋଟ ୬୮ଟି ବୃକ୍ଷ  ରୋପଣ କରିଥିଲେ । ପରେ ବନଖଣ୍ଡ ଅଧିକାରୀ ସମୀର ଶତପଥୀ ଓ ଆୟୁର୍ବେଦ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଅରୁଣ କୁମାର ଦାସ  ସାହିତ୍ୟ ଘର ସଦସ୍ୟ ମାନଙ୍କୁ ଫଳ ଓ ଔଷଧୀୟ ବୃକ୍ଷ  ପ୍ରଦାନ କରି ତାକୁ ରୋପଣ ସହ ଯତ୍ନ ନେବାକୁ ଅନୁରୋଧ କରିଥିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବଲାଙ୍ଗୀର ବନକ୍ଷେତ୍ର ଅଧିକାରୀ  ବିଜୟ କୁମାର ଖୁଣ୍ଟିଆ, ବନପାଳ  ବ୍ୟାସଦେବ ସାହୁ,ଆୟୁର୍ବେଦ ମହାବିଦ୍ୟାଳୟ ର ପ୍ରଫେସର ଡକ୍ଟର  ନିଗମାନନ୍ଦ ବଳ,ଡକ୍ଟର ଗୋପବନ୍ଧୁ ଆଚାର୍ଯ୍ୟ,ଡକ୍ଟର ମନୋଜ କୁମାର ସାହୁ, ଡକ୍ଟର ଅମ୍ବୁଜ କୁମାର ବିଶ୍ବାଳ, ଡକ୍ଟର ବିନୋଦ ସିଂଙ୍କ ସହ ସାହିତ୍ୟ ଘର ବଲାଙ୍ଗୀର ସଭାପତି ସନ୍ଦୀପ କୁମାର କୁଅଁର,ସଂଗଠନ ସଂପାଦକ  ରଂଜିତ ମିଶ୍ର, ସଦସ୍ୟ  ଅର୍ଜୁନ କୁମାର ସାହୁ,ପ୍ରକୃତିବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ  ,ଲକ୍ଷ୍ମୀ ନାରାୟଣ ସାହୁ,କସ୍ତୁରୀ ରଥ, ବଳିଷ୍ଠ ପ୍ରଧାନ, ବୈଦ୍ୟ  ଝସକେତନ ଗୁରୁ, ଜଗବନ୍ଧୁ ପଟେଲ,  ଉପସ୍ଥିତ ରହି  ବୃକ୍ଷ ରୋପଣ ସହ 

ଉପହାର ବୃକ୍ଷ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ  ବଲାଙ୍ଗୀର  ବନକ୍ଷେତ୍ର ର ଅନ୍ୟ ଅଧିକାରୀ,  କର୍ମଚାରୀ ଙ୍କ ସହ  ଆୟୁର୍ବେଦ ମହାବିଦ୍ୟାଳୟ ର କର୍ମଚାରୀମାନେ  ସହଯୋଗ କରିଥିଲେ । ଆସନ୍ତା ସପ୍ତାହ ମଧ୍ୟରେ  ବଲାଙ୍ଗୀର  ସହର ପାଖରେ  ଥିବା  ବିଭିନ୍ନ  ପୁଷ୍କରିଣୀ 

କୂଳରେ ବର ଓ ଅଶ୍ବତଥ ବୃକ୍ଷ  ସହ ଅନ୍ୟାନ୍ୟ ବୃକ୍ଷ ରୋପଣ କରାଯିବା ପାଇଁ  ଯୋଜନା  ହୋଇଥିବା  ସାହିତ୍ୟ ଘର ତରଫରୁ ସୂଚନା ଦିଆଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   15-Oct-2026
  ଜିଲ୍ଲା  
ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   15-Oct-2026
  ଜିଲ୍ଲା  
ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   15-Oct-2026
  ଜିଲ୍ଲା  
ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   15-Oct-2026
  ଜିଲ୍ଲା  
ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   15-Oct-2026
  ଜିଲ୍ଲା  
ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   15-Oct-2026
  ଜିଲ୍ଲା  
ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   14-Oct-2026
  ଜିଲ୍ଲା  
ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   14-Oct-2026
  ଜିଲ୍ଲା  
*ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   14-Oct-2026
  ଜିଲ୍ଲା  
୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ   14-Oct-2026
  ଜିଲ୍ଲା  
ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   14-Oct-2026

You Might Also Like