-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
06-Jul-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ) : ବିଜେପିର ବରିଷ୍ଠ ନେତା ତଥା ବିଶିଷ୍ଟ ହିନ୍ଦୁବାଦୀ, ରାଷ୍ଟ୍ରବାଦୀ ସମାଜସେବକ ଶ୍ରୀ କେଦାର ଦାସଙ୍କୁ "ଜନସଂଖ୍ୟା ସମାଧାନ ଫାଉଣ୍ଡେସନ" ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଛି l ରାଜ୍ୟ ଶାଖା ସଭାପତି ଶ୍ରୀ ବିପିନ ଦାସ ଏହି ନିଯୁକ୍ତି ଦେଇଛନ୍ତି। ଆଗାମୀ ଦିନରେ ସମଗ୍ର ଜିଲ୍ଲାର ଗ୍ରାମ ପଞ୍ଚାୟତ ସ୍ତରରେ ସମିତି ଗଠନ କରାଯିବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି।