-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
29-Jun-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ ସଦର ପଂଚାୟତର ଜାମପାଲି ଗାଁର ଅବସର ପ୍ରାପ୍ତ ଶିକ୍ଷକ କାଲିଆ କାହ୍ନୁ ଆଚାର୍ଯ୍ୟଙ୍କ କରୋନାରେ ମୃତ୍ୟୁ ହୋଇଛି । ପ୍ରକାଶ ଯେ ଗତ ୧୨ ତାରିଖ ଦିନ କରୋନାରେ ଆକ୍ରାନ୍ତ ହେବା ପରେ ସୋନପୁର ଦାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ଅବସ୍ଥା ସଙ୍କଟା ପନ୍ନ ହେବାରୁ ବରଗଡ ବିକାଶ ଦାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ଗତକାଲି ବିଲମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ କାଲିଆଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁର ଖବର ପ୍ରସାରିତ ହେବାପରେ ଅଂଚଲରେ ଶୋକର ଛାୟା ଖେଲିଯାଇଛି । କୋଭିଡ ନିୟମ ଅନୁସାରେ ବରଗଡ ସ୍ଥିତ ଶବ ଶକ୍ତାର କରାଯାଇଥିଲା । ପ୍ରକାଶ ଥାଉକି କରୋନା ଟିକା ପ୍ରଥମ ଏବଂ ଦ୍ୱୀତୀୟ ଡୋଜ ନେଇଥିଲେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି ।
ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ