-+91-9937148622 |

prerana_bgr@rediffmail.com |

  Saturday 9th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଜଗହଃଜ୍ଜ    (09-May-2026)       ||      ସେଣ୍ଟସ୍ ଭେଲି ହାଇସ୍କୁଲ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   (09-May-2026)       ||      ପଞ୍ଚାୟତ ସମିତି ବୈଠକ ରେ ତରଭା କୁ ଉପ ଖଣ୍ଡ ମାନ୍ୟତା ଦାବି ଉଠିଲା   (09-May-2026)       ||      ବଲାଙ୍ଗୀର : ଜୀବନ ସହ ଲଢ଼ୁଛନ୍ତି କୁଡ଼ସିଂହାର ଗୋପାଳ ସାହୁ   (09-May-2026)       ||      ବଲାଙ୍ଗୀର ସିଭିଲ୍ କୋର୍ଟ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର    (09-May-2026)       ||      ଜଗତସିଂହପୁର ଥାନାରେ ଭର୍ଚୁଆଲ ଜରିଆରେ ଯୁଭେନ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-May-2026)       ||      ବିନା ୟୁନିଫର୍ମରେ ପିସିଆର୍‌ ମଧ୍ୟ ପିଟିଥିଲା   (09-May-2026)       ||      ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର    (09-May-2026)       ||      ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର    (09-May-2026)       ||      *ଜାମୁଗୁଡା ଠରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ଅଷ୍ଟମ ସାମ୍ବତ୍ସରିକ ନାମଯଜ୍ଞ ଅନୁଷ୍ଠିତ*   (09-May-2026)       ||      ଡ. ସଂଗୀତା ମିଶ୍ରଙ୍କୁ ଓଡିଶା ଗୌରବ ସମ୍ମାନ   (09-May-2026)       ||      ପିକେଏସ୍ ଫାଉଣ୍ଡେସନ୍ ର ବାର୍ଷିକୋତ୍ସବ♦️ ଡଃ. ମଞ୍ଜୁବାଳା ପଣ୍ଡା ଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ: ସମାଜରେ ଉଦାରବାଦୀ ଲୋକଙ୍କର ଆବଶ୍ୟକତା ରହିଛି- ଲିଙ୍ଗରାଜ    (09-May-2026)       ||      *ନବରଙ୍ଗପୁର ଜିଲ୍ଲାରେ କେନ୍ଦୁପତ୍ର ଦେଉଛି ଆଦିବାସୀ ଲୋକଙ୍କୁ ରୋଜଗାର*   (09-May-2026)       ||      ଲୋକ ମାଳ ମାଳ ମଦ ପ୍ରବଳ , ଜଗତସିଂହପୁର ଥାନା କବଜାରେ ପୁଣି ବଡ଼ ମଦ ବେପାରୀ    (09-May-2026)       ||      Mm   (09-May-2026)       ||      ପଞ୍ଚାୟତ ସମିତି ବୈଠକରେ ତରଭାକୁ ଉପଖଣ୍ଡ ମାନ୍ୟତା ଦାବୀ ଉଠିଲା    (09-May-2026)       ||      ରାଜ୍ୟ ସରକାର ନିୟମକୁ ଫୁ କରି ଯନ୍ତ୍ରୀ,ଠିକାଦାର ଶ୍ରମିକଙ୍କୁ ଦ୍ୱିପ୍ରହରରେ କାମ କରାଉଛନ୍ତି ♦️ଏବେ ଶ୍ରମିକ ଛାତରୁ ପଡ଼ି ମୃତ୍ୟୁ ହେବା ପଛରେ ଦାୟୀ କିଏ ?   (09-May-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ   (08-May-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ରେଡ୍ କ୍ରସ ଦିବସ ପାଳିତ   (08-May-2026)       ||      ମା ଛେଲିଆପାଟ ସେବା ସଂଗଠନ ପକ୍ଷରୁ ନିଆରା ପ୍ରୟାସ, ପଶୁପକ୍ଷୀ ଙ୍କ ପାଇଁ ଜଲଛତ୍ର ର ସୁ ବ୍ୟବସ୍ଥା    (08-May-2026)       ||     

HOME   ଜିଲ୍ଲା

ମାଷ୍ଟରଙ୍କୁ ସ୍କୁଲ କୋଠରୀରେ ଅଟକ ରଖି ଅଧ୍ୟୟନ ଛାତ୍ରଛାତ୍ରୀଙ୍କୁ ଚାଉଳ,କୁକିଂ ଟଙ୍କା ଓ ଡ୍ରେସ ଦେବା ଦାବିରେ ଅଭିଭାବକଙ୍କ ପ୍ରତିବାଦ

29-Jun-2021



ବିନିକା (ହିମାଂଶୁ ଶେଖର ପୁଟେଲ) : ମାସେ ନୁହେଁ କି ଦୁଇ ମାସ ନୁହେଁ ଦୀର୍ଘ ୨୭ମାସ ହେଲା ସ୍କୁଲରେ ଅଧ୍ୟୟନ ରତ ଛାତ୍ରଛାତ୍ରୀଙ୍କୁ ଚାଉଳ, କୁକିଂ ଟଙ୍କା ଓ ଡ୍ରେସ ମିଳି ନ ଥିବାରୁ ଆଜି ମଙ୍ଗଳବାର ସକାଳେ ସ୍କୁଲର ଶିକ୍ଷକ ଚତୁରୁ ଭୋଇଙ୍କୁ ଅଭିଭାବକ ମାନେ ସ୍କୁଲ କୋଠରୀରେ ଅଟକ ରଖି ହକ ପାଇଁ ପ୍ରତିବାଦ ଜାରି ରଖିଛନ୍ତି l ଘଟଣାଟି ଘଟିଛି ବିନିକା ବ୍ଲକ ମହଦା ପଞ୍ଚାୟତ ଶିଆଳି ମନୋରଂଜନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ l ଖବର ନେବାରୁ ଜଣା ପଡ଼ିଛିଯେ ମହାମାରୀ କରୋନା ଯୋଗୁଁ ସ୍କୁଲ ବନ୍ଦ ରହିଛି l ହେଲେ ଏଠାରେ ପଡୁଥିବା ପ୍ରାୟ ୩୦ଜଣ ଛାତ୍ରଛାତ୍ରୀଙ୍କ ଚାଉଳ, କୁକିଂ ଟଙ୍କା ଓ ଡ୍ରେସ ଗଲା କୁଆଡେ ସେ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚି ସୃଷ୍ଟି କରିଛି l ଶିକ୍ଷା ପ୍ରତି ଆକର୍ଷିତ ହେବାପାଇଁ ସରକାର ମାଗଣାରେ ଦେଉଥିବା ଖାଦ୍ୟ ଯଦି ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ତେବେ ସେହି ଖାଦ୍ୟ କିଏ ଖାଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରୁଛି l  ମିଳିଥିବା ସୂଚନା ଅନୁସାରେ ସ୍କୁଲ ବନ୍ଦ ହୋଇଥିଲେ ମଧ୍ୟ ସ୍କୁଲ ମାଷ୍ଟର ଅଭିଭାବକଙ୍କୁ ଡାକି କିମ୍ବା ନିଜେ ଘରଘର ବୁଲି ପ୍ରତି ଛାତ୍ରଛାତ୍ରୀ ପିଛା(ପ୍ରଥମ ଶ୍ରେଣୀରୁ ପଞ୍ଚମ ଯାଏ) ଦିନକୁ ୧୦୦ଗ୍ରାମ ଚାଉଳ ଓ କୁକିଂ ବାବଦରେ ୪ ଟଙ୍କା ୮୦ପଇସା ଦେବାର ବ୍ୟବସ୍ଥା ରହିଛି l ବ୍ଲକର ଅନେକ ସ୍କୁଲ ମାଷ୍ଟରଙ୍କ ତରଫରୁ ମଧ୍ୟ ବଣ୍ଟନ ହୋଇଛି l କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ ମନୋରଂଜନପୁର ସ୍କୁଲରେ କାହିଁକି ଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କ ମାଗଣା ଖାଦ୍ୟ ଓ ଟଙ୍କା ମିଳିପାରି ନାହିଁ ତାହା ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚିତ ହେବା ସାଙ୍ଗକୁ ଯିଏ ପିଲାଙ୍କ ଦାନାକୁ ହରିଲୁଟ କରିଛି ତାର ପ୍ରକୃତ ମୁଖା ଖୋଲିବ ବୋଲି ସାଧାରଣରେ ଦାବି ହେଉଛି l ହକ ପାଇଁ ପ୍ରତିବାଦ ଜାରି ରଖିଥିବା ଗ୍ରାମର ୨୩ଜଣ ଅଭିଭାବକ ଜିଦରେ

ଅଟଳ ରହିଥିବା ଜଣାପଡିଛି l ତେବେ ଘଟଣାସ୍ଥଳକୁ ସିଆରସିସି ଭରତ ଝାଙ୍କର ପହଞ୍ଚି ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ହେଁ ଛାତ୍ରଛାତ୍ରୀଙ୍କ ହକ ଆମର ଦାବି ବୋଲି କହିଛନ୍ତି l ତେବେ ଏନେଇ ବିନିକା ଗୋଷ୍ଟି ଶିକ୍ଷା ଅଧିକାରୀ ଶଶୀଭୂଷଣ ସେଠୀଙ୍କ ମୋବାଇଲ କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ l ଦେଖିବାକୁ ବାକି ରହିଲା ଛାତ୍ରଛାତ୍ରୀଙ୍କ ହକ ଦାବି ଚାଉଳ,କୁ କିଂ ଟଙ୍କା ଏବଂ ଡ୍ରେସ କେବେ ମିଳିବ ?


News Comment




Photo in News

Advertisment
Lastest News
  ଜିଲ୍ଲା  
ଜଗହଃଜ୍ଜ   09-May-2026
  ଜିଲ୍ଲା  
ସେଣ୍ଟସ୍ ଭେଲି ହାଇସ୍କୁଲ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   09-May-2026
  ଜିଲ୍ଲା  
ପଞ୍ଚାୟତ ସମିତି ବୈଠକ ରେ ତରଭା କୁ ଉପ ଖଣ୍ଡ ମାନ୍ୟତା ଦାବି ଉଠିଲା   09-May-2026
  ଜିଲ୍ଲା  
ବଲାଙ୍ଗୀର : ଜୀବନ ସହ ଲଢ଼ୁଛନ୍ତି କୁଡ଼ସିଂହାର ଗୋପାଳ ସାହୁ   09-May-2026
  ଜିଲ୍ଲା  
ବଲାଙ୍ଗୀର ସିଭିଲ୍ କୋର୍ଟ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର   09-May-2026
  ରାଜ୍ୟ  
ଜଗତସିଂହପୁର ଥାନାରେ ଭର୍ଚୁଆଲ ଜରିଆରେ ଯୁଭେନ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   09-May-2026
  ଅପରାଧ  
ବିନା ୟୁନିଫର୍ମରେ ପିସିଆର୍‌ ମଧ୍ୟ ପିଟିଥିଲା   09-May-2026
  ଜିଲ୍ଲା  
ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର   09-May-2026
  ଜିଲ୍ଲା  
ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର   09-May-2026
  ଜିଲ୍ଲା  
*ଜାମୁଗୁଡା ଠରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ଅଷ୍ଟମ ସାମ୍ବତ୍ସରିକ ନାମଯଜ୍ଞ ଅନୁଷ୍ଠିତ*   09-May-2026
  ଜିଲ୍ଲା  
ଡ. ସଂଗୀତା ମିଶ୍ରଙ୍କୁ ଓଡିଶା ଗୌରବ ସମ୍ମାନ   09-May-2026
  ଜିଲ୍ଲା  
ପିକେଏସ୍ ଫାଉଣ୍ଡେସନ୍ ର ବାର୍ଷିକୋତ୍ସବ♦️ ଡଃ. ମଞ୍ଜୁବାଳା ପଣ୍ଡା ଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ: ସମାଜରେ ଉଦାରବାଦୀ ଲୋକଙ୍କର ଆବଶ୍ୟକତା ରହିଛି- ଲିଙ୍ଗରାଜ   09-May-2026

You Might Also Like

  ଜିଲ୍ଲା  

ଜଗହଃଜ୍ଜ