-+91-9937148622 |

prerana_bgr@rediffmail.com |

  Saturday 9th May 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ସିଭିଲ୍ କୋର୍ଟ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର    (09-May-2026)       ||      ଜଗତସିଂହପୁର ଥାନାରେ ଭର୍ଚୁଆଲ ଜରିଆରେ ଯୁଭେନ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-May-2026)       ||      ବିନା ୟୁନିଫର୍ମରେ ପିସିଆର୍‌ ମଧ୍ୟ ପିଟିଥିଲା   (09-May-2026)       ||      ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର    (09-May-2026)       ||      ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର    (09-May-2026)       ||      *ଜାମୁଗୁଡା ଠରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ଅଷ୍ଟମ ସାମ୍ବତ୍ସରିକ ନାମଯଜ୍ଞ ଅନୁଷ୍ଠିତ*   (09-May-2026)       ||      ଡ. ସଂଗୀତା ମିଶ୍ରଙ୍କୁ ଓଡିଶା ଗୌରବ ସମ୍ମାନ   (09-May-2026)       ||      ପିକେଏସ୍ ଫାଉଣ୍ଡେସନ୍ ର ବାର୍ଷିକୋତ୍ସବ♦️ ଡଃ. ମଞ୍ଜୁବାଳା ପଣ୍ଡା ଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ: ସମାଜରେ ଉଦାରବାଦୀ ଲୋକଙ୍କର ଆବଶ୍ୟକତା ରହିଛି- ଲିଙ୍ଗରାଜ    (09-May-2026)       ||      *ନବରଙ୍ଗପୁର ଜିଲ୍ଲାରେ କେନ୍ଦୁପତ୍ର ଦେଉଛି ଆଦିବାସୀ ଲୋକଙ୍କୁ ରୋଜଗାର*   (09-May-2026)       ||      ଲୋକ ମାଳ ମାଳ ମଦ ପ୍ରବଳ , ଜଗତସିଂହପୁର ଥାନା କବଜାରେ ପୁଣି ବଡ଼ ମଦ ବେପାରୀ    (09-May-2026)       ||      Mm   (09-May-2026)       ||      ପଞ୍ଚାୟତ ସମିତି ବୈଠକରେ ତରଭାକୁ ଉପଖଣ୍ଡ ମାନ୍ୟତା ଦାବୀ ଉଠିଲା    (09-May-2026)       ||      ରାଜ୍ୟ ସରକାର ନିୟମକୁ ଫୁ କରି ଯନ୍ତ୍ରୀ,ଠିକାଦାର ଶ୍ରମିକଙ୍କୁ ଦ୍ୱିପ୍ରହରରେ କାମ କରାଉଛନ୍ତି ♦️ଏବେ ଶ୍ରମିକ ଛାତରୁ ପଡ଼ି ମୃତ୍ୟୁ ହେବା ପଛରେ ଦାୟୀ କିଏ ?   (09-May-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ   (08-May-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ରେଡ୍ କ୍ରସ ଦିବସ ପାଳିତ   (08-May-2026)       ||      ମା ଛେଲିଆପାଟ ସେବା ସଂଗଠନ ପକ୍ଷରୁ ନିଆରା ପ୍ରୟାସ, ପଶୁପକ୍ଷୀ ଙ୍କ ପାଇଁ ଜଲଛତ୍ର ର ସୁ ବ୍ୟବସ୍ଥା    (08-May-2026)       ||      ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ   (08-May-2026)       ||      ଧାନ ମଣ୍ଡିକୁ ଆସିଲା ମାତ୍ରେ କିଣାଯାଉ   (08-May-2026)       ||      ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ♦️ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରିତା ବିଷୟରେ ଆଲୋଚନା   (08-May-2026)       ||      ବିଜେପି ଆଇଟି ସେଲ ସଂଯୋଜକ ନିଳାଞ୍ଚଳ ଦରୁଆନଙ୍କୁ ରାତି ଅଧରେ ଘରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ: ପୁଣି ବିରୋଧ ରେ ଲେଖିଲେ ମାରି ଦେବାର ଧମକ    (08-May-2026)       ||     

HOME   ଜିଲ୍ଲା

କଳାହାଣ୍ଡି : ଜୈ ଭବାନୀ ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

29-Jun-2021



କଳାହାଣ୍ଡି (ପ୍ରେରଣା ଖବର) : ଆଜି କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହ ଦେଓ, ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ ସଭା ସାଂସଦ ସୁଜିତ କୁମାର ଏବଂ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଜ୍ୟ ପରିଷଦ ସଦସ୍ୟ ବିଜୁ ଜନତା ଦଳ ଭବାନୀ ଶଙ୍କର ନିଆଲଙ୍କ ଆହ୍ୱାନ ଏବଂ ସହଯୋଗରେ ଟିମ ଜୈ ଭବାନୀ ତରଫରୁ ସଦର ବ୍ଳକ ଭବାନୀପାଟଣା ଅନ୍ତର୍ଗତ ସେଁପୁର ଗ୍ରାମ ପଞ୍ଚାୟତରେ ମାସ୍କ ବଣ୍ଟନ କରାଯାଇଛି। ଏହାସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ ନିୟମକୁ ପାଳନ କରିବା ପାଇଁ ଲୋକଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଛନ୍ତି ଜୈ ଭବାନୀ ଟିମ୍।ଜୈ ଭବାନୀ ଅନୁଷ୍ଠାନ ଦ୍ୱାରା ଆୟୋଜିତ ମାସ୍କ ବଣ୍ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସେଁପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ରାଜେଶ ପ୍ରସାଦ ସାହୁ ( ମୁନ୍ନା ) ଏବଂ ସମ୍ମାନିତ ଅତିଥି ଭାବେ ସେଁପୁର ଗ୍ରାମ ପଞ୍ଚାୟତର ସମିତି ଶ୍ରୀଯୁକ୍ତ ଲିଙ୍ଗରାଜ ଯୁଆଡ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ l ଏଥିରେ ଜୈ ଭବାନୀ ଟିମର ସଂଯୋଜକ ଖୁସିରାମ ସାହୁଙ୍କ ସମେତ  ୟୁଥ ମାସ ସେଁପୁର ର ସଭାପତି ଦିଲୀପ କୁମାର ବାଗ, ସମ୍ପାଦକ ରମେଶ ବାଗ, ହରି ବାଗ, ସହ ସମ୍ପାଦକ ମାନଗୋବିନ୍ଦ ମାଝୀ ଏବଂ ୟୁଥ ମାସ ସେଁପୁର ର ସମସ୍ତ ସଦସ୍ୟ ଏଥିରେ ସାମିଲ ରହି ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ସିଭିଲ୍ କୋର୍ଟ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର   09-May-2026
  ରାଜ୍ୟ  
ଜଗତସିଂହପୁର ଥାନାରେ ଭର୍ଚୁଆଲ ଜରିଆରେ ଯୁଭେନ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   09-May-2026
  ଅପରାଧ  
ବିନା ୟୁନିଫର୍ମରେ ପିସିଆର୍‌ ମଧ୍ୟ ପିଟିଥିଲା   09-May-2026
  ଜିଲ୍ଲା  
ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର   09-May-2026
  ଜିଲ୍ଲା  
ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର   09-May-2026
  ଜିଲ୍ଲା  
*ଜାମୁଗୁଡା ଠରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ଅଷ୍ଟମ ସାମ୍ବତ୍ସରିକ ନାମଯଜ୍ଞ ଅନୁଷ୍ଠିତ*   09-May-2026
  ଜିଲ୍ଲା  
ଡ. ସଂଗୀତା ମିଶ୍ରଙ୍କୁ ଓଡିଶା ଗୌରବ ସମ୍ମାନ   09-May-2026
  ଜିଲ୍ଲା  
ପିକେଏସ୍ ଫାଉଣ୍ଡେସନ୍ ର ବାର୍ଷିକୋତ୍ସବ♦️ ଡଃ. ମଞ୍ଜୁବାଳା ପଣ୍ଡା ଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ: ସମାଜରେ ଉଦାରବାଦୀ ଲୋକଙ୍କର ଆବଶ୍ୟକତା ରହିଛି- ଲିଙ୍ଗରାଜ   09-May-2026
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାରେ କେନ୍ଦୁପତ୍ର ଦେଉଛି ଆଦିବାସୀ ଲୋକଙ୍କୁ ରୋଜଗାର*   09-May-2026
  ଜିଲ୍ଲା  
ଲୋକ ମାଳ ମାଳ ମଦ ପ୍ରବଳ , ଜଗତସିଂହପୁର ଥାନା କବଜାରେ ପୁଣି ବଡ଼ ମଦ ବେପାରୀ    09-May-2026
  ଜିଲ୍ଲା  
Mm   09-May-2026
  ଜିଲ୍ଲା  
ପଞ୍ଚାୟତ ସମିତି ବୈଠକରେ ତରଭାକୁ ଉପଖଣ୍ଡ ମାନ୍ୟତା ଦାବୀ ଉଠିଲା   09-May-2026

You Might Also Like

                               
  ଜିଲ୍ଲା  

Mm