-+91-9937148622 |

prerana_bgr@rediffmail.com |

  Tuesday 18th August 2026 |

| | | |

R.N.I. Regd No. ODIODI/2010/46693

Breaking News

*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||      *କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   (17-Aug-2026)       ||      ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (17-Aug-2026)       ||      *ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   (17-Aug-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   (17-Aug-2026)       ||      ଶିକ୍ଷକ ଯୋଗାଇବାର ପ୍ରତିଶ୍ରୁତି ପରେ ସ୍କୁଲ ଗେଟରୁ ଖୋଲିଲା ତାଲା   (17-Aug-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ବେଲପଡ଼ା ବ୍ଲକ ସଂଘର ସମ୍ମିଳନୀ ଅନଷ୍ଠିତ ଓ ନୂତନକର୍ମକର୍ତ୍ତାଙ୍କୁ ନେଇ କାର୍ଯକାରୀ କମିଟି ଗଠନ    (17-Aug-2026)       ||     

HOME   ଜିଲ୍ଲା

ତିନି ଦିନ ଧାରଣା ଓ ଦିନେ ବିନିକା ବନ୍ଦ ପାଳନ ସତ୍ତ୍ବେ ବି ଚାଷୀଙ୍କ ଧାନବିକ୍ରି ସମସ୍ୟା ସମାଧାନ ହେଲା ନାହିଁ କି ଧନ୍ୟ ପ୍ରଶାସନ ବି ଶୁଣିଲା ନାହିଁ, ଧାରଣାରତ ଚାଷୀ ଓ କଂଗ୍ରେସ କର୍ମୀ ଧାନବସ୍ତା ସବୁ ତହସିଲ କାର୍ଯ୍ୟାଳୟରେ ଭର୍ତି କଲେ l ଯଦି ଆସନ୍ତାକାଲି ସମାଧାନ ନ ହୁଏ ୩୦ରେ ରାସ୍ତାରୋକ ଆନ୍ଦୋଳନ ଓ ତହସିଲକୁ ତାଲା ଦିଆଯିବ

28-Jun-2021



ବିନିକା (ହିମାଂଶୁ ଶେଖର ପୁଟେଲ) : ଦୁନିଆକୁ ଯୋଗାଉଥିବା ଆହାର ଚାଷୀଙ୍କ ପାଇଁ ସରକାର କାହୁଁ କେତେ ଯୋଜନା ପ୍ରଣୟନ କରିଥିବା ଡେଙ୍ଗୁରା ପିଟୁଥିବା ବେଳେ ଚଳିତ ରବିରିତୁରେ ଦୀର୍ଘ ୫ ମାସ ଧରି କ୍ଷେତରେ ଝାଳ ନିଗାଡି ହାଡ଼ଭଙ୍ଗା ପରିଶ୍ରମ କରି ବହୁ କଷ୍ଟରେ ଆହାର ସଂଗ୍ରହ କରିଥିବା ଚାଷୀ ତାର କଷ୍ଟପାର୍ଜିତ ଧାନବିକ୍ରି କରି ନ ପାରି ହତାଶ ହୋଇଥିବା ବେଳେ ବର୍ତ୍ତମାନ ସରକାର ଚାଷୀଙ୍କ ଦରଦ ନ ବୁଜିବା ଓ ସମସ୍ୟା ସମାଧାନ କରିବାରେ ନୀରବଦ୍ରଷ୍ଟା ସାଜିବା ସଂପ୍ରତି ବିନିକା ଅଞ୍ଚଳର ଚାଷୀକୁଳ ଓ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ରବି ଯାଇ ଖରିଫ ଚାଷ ପାଇଁ ପ୍ରସ୍ତୁତ ହେଉଥିବା ଚାଷୀ ମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀ ଏବେବି ତାଙ୍କ ଧାନବିକ୍ରି କରିପାରି ନ ଥିବାରୁ ଆଗକୁ କିପରି ଚାଷ କରିବେ ସେ ଚିନ୍ତାରେ ଘାରି ହେଲାଣି l କେତେକ ଚାଷୀଙ୍କ ଟୋକନ ଲେପସ ହୋଇ ଯାଇଥିବାବେଳେ ଆଉ କେତେକଙ୍କ ନାମ ପଞ୍ଜିକରଣରେ ତ୍ରୁଟି ଯୋଗୁଁ ଚାଷୀ ଧାନ ବିକିବାରେ ସମସ୍ୟା ଭୋଗୁଛି l ଚାଷୀଙ୍କ ସମସ୍ୟା ସମାଧାନ ନେଇ ଚାଷୀ ଓ ବିନିକା କଂଗ୍ରେସ ଦଳ ତରଫରୁ ପ୍ରଶାସନ ଠାରେ ଲିଖିତ/ମୌଖିକ ଭାବେ ଗୁହାରି କରିଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ ନୀରବଦ୍ରଷ୍ଟା ସାଜିିବା ଚାଷୀକୁଳକୁ ଘୋର ଆଘାତ ଦେଇଛି l ଫଳରେ ସମସ୍ୟାର ସମାଧାନ ପାଇଁ ତିନି ଦିନ ହେଲା ତହସିଲ ଅଫିସ ସମ୍ଭୁଖରେ ଧାନରଖି ଚାଷୀ ଓ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବାବେଳେ ଦିନେ ବିନିକା ବନ୍ଦ ପାଳନ ମଧ୍ୟ କରାଯାଇଛି l ତଥାପି ମଧ୍ୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନଥିବାରୁ ଚାଷୀକୁଳ ପାଇଁ କରୋଡ଼ା ମାଡ଼ ସଦୃଶ ହୋଇଛି l ଧାନକିଣା ପର୍ବ ଆଉ ଦିନକ ପରେ ଅର୍ଥାତ୍ ୩୦ତାରିଖରେ ସରୁଥିବାରୁ ବଞ୍ଚିତ ଚାଷୀ ଧାନକୁ ନେଇ କଣ କରିବେ ସେନେଇ ଚିନ୍ତାରେ ପଡ଼ି ଯାଇଛନ୍ତି l ତେବେ ସେ ଯାହାବି ହେଉ ଟୋକନ ନ ଆସିବା,ଧାନ ବିକ୍ରି ନ ହେବା କି ପ୍ରଶାସନିକ ଅଧିକାରୀ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ନ କରିବା ଆଦି ପ୍ରତିବାଦରେ ଆଜି ଧାରଣା ରତ ଚାଷୀ ଓ କଂଗ୍ରେସ କର୍ମୀ ମାନେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଭିତରେ ଧାନ ବସ୍ତା ଭର୍ତି କରିଛନ୍ତି l ଆସନ୍ତାକାଲି ସକାଳୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦିଆଯିବା ସହ ଯଦି ସନ୍ଧ୍ୟା ୫ଘଣ୍ଟା ମଧ୍ୟରେ ସମସ୍ୟା ସମାଧାନ ନ ହୁଏ ତେବେ ପୁଣିଥରେ ଚାଷୀ ଓ କଂଗ୍ରେସ କର୍ମୀ ରାଜରାସ୍ତାକୁ ଅବରୋଧ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି l ବିନିକା ବ୍ଲକ କଂଗ୍ରେସ ସଭାପତି ରବିନ୍ଦ୍ର କୁମାର ହୋତାଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଟିତ ଏହି ଧାରଣାରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୌରିଶ୍ୟାମ ପଣ୍ଡା,ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ,ଜିଲ୍ଲା କୃଷକ ସେଲ ସଭାପତି ନରେନ୍ଦ୍ର ପଣ୍ଡା,ମହିଳା ସଭାନେତ୍ରୀ ସୂର୍ଯ୍ୟକନ୍ତୀ ବାଗ, ବରିଷ୍ଠ କଂଗ୍ରେସ ନେତା ବାଳକୃଷ୍ଣ ଦଣ୍ତସନl,ରାଘବ ଦାସ,ସୁଧାଂଶୁ ପଣ୍ଡା,ସପନେଶ୍ୱର ପୃଷ୍ଟି,ଗୋବିନ୍ଦା ଝାଙ୍କର,ବିଜୟ ଭୋଇ,ସଂଗ୍ରାମ କେଶରୀ ନାୟକ,ଗୋପୀନାଥ ପଣ୍ଡା, ଟିକୁ ହୋତା,ସୁରେଶ ବଢେଇ,ଟିକୁନ ମହାଳୀଙ୍ଗ,ରବିନ୍ଦ୍ର ଭଇନା,ବାବୁଲୁ ବେହେରା,ନରେନ୍ଦ୍ର ସାହୁ,ଶିବ ପ୍ରସାଦ ଖମାରୀ,ପ୍ରଦୀପ ସେଠୀ,ସୁମନ୍ତ ସାହୁ, ହଜାରୁ ସାହୁ,କୁଷ

ଭୋଇ,ରୁଦ୍ର ନାରାୟଣ ସାହୁ,ମହେନ୍ଦ୍ର ଥାନାପତି,ମାର୍କଣ୍ଡ ଭୋଇ,ସୁରେନ୍ଦ୍ର ବଗର୍ତ୍ତି,ହରିହର ଛନ୍ଦ,ଜନାର୍ଦ୍ଦନ ଦଣ୍ଡସନl,ପ୍ରବୀଣ ବିଶି,ସୁବାସ ମହାକୁର,ପବନ ଅଗ୍ରୱାଲ,ସମିତ୍ରି ତରିଆ, ରାଜ କିଶୋର,ନାଗେଶ୍ଵର ବାଗ,ଶିବ ପର୍ଡ଼ିଆ, ମାଲପୁଡି ସାଇ ରାଓ ପ୍ରମୁଖଙ୍କ ସମେତ ବହୁ ଚାଷୀ ସାମିଲ ହୋଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   18-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!   18-Aug-2026
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   18-Aug-2026
  ଜିଲ୍ଲା  
*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   18-Aug-2026
  ଜିଲ୍ଲା  
କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   18-Aug-2026
  ଜିଲ୍ଲା  
ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   17-Aug-2026
  ଜିଲ୍ଲା  
ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   17-Aug-2026
  ଜିଲ୍ଲା  
ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   17-Aug-2026
  ଜିଲ୍ଲା  
ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   17-Aug-2026

You Might Also Like