-+91-9937148622 |

prerana_bgr@rediffmail.com |

  Thursday 7th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୀର୍ଘଦିନ ଧରି ହୋଟେଲରେ ଚାଲିଥିଲା ଜୁଆଖେଳ   (07-May-2026)       ||      ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ମହୋତ୍ସବ ହେବ ଜୁନ ୨୮ ରେ    (07-May-2026)       ||      ପୁଇଁନ୍ତଲା ବ୍ଲକ ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା    (07-May-2026)       ||      ସାମାଜିକ ସୁରକ୍ଷା ଯୋଜନା ପ୍ରତି ଧ୍ୟାନ ଦିଅନ୍ତୁ ପ୍ରଶାସନ - ନରସିଂହ   (07-May-2026)       ||      ପ୍ରେମରେ ଅସଫଳ ହେବାରୁ ପ୍ରେମୀ ଯୁଗଳ ଙ୍କ ଆତ୍ମହତ୍ୟା l   (07-May-2026)       ||      ଓବିସି ଜାତିଭିତ୍ତିକ ଜନଗଣନା କରନ୍ତୁ ସରକାର   (07-May-2026)       ||      ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ଓ ଛକ ନାମକରଣ ପାଇଁ ଏକତ୍ରିତ ହେଲେ ଲଳିତ ପ୍ରେମୀ    (07-May-2026)       ||      ନାବାଳକ ନିଖୋଜକୁ ୯ଦିନ ୫୦ ହଜାର ପୁରସ୍କାର ଘୋଷଣା କଲା ପୁଲିସ   (07-May-2026)       ||      ବଲାଙ୍ଗିର ସହରରେ ପିଇବା ପାଣି ସମସ୍ୟାକୁ ନେଇ ପ୍ରତିବାଦ   (07-May-2026)       ||      *ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ*   (07-May-2026)       ||      ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ମହିଳାଙ୍କ ବିରାଟ କଳସ ଶୋଭାଯାତ୍ରା    (07-May-2026)       ||      ସ୍ବର୍ଗତ ଘେନୁରାମ ନିଆଲ ଓ ସ୍ବର୍ଗୀୟା କୌଶଲ୍ୟା ନିଆଲଙ୍କ ଗଙ୍ଗାଶ୍ରାଦ୍ଧ ଉପଲକ୍ଷେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା   (07-May-2026)       ||      କଶୀସ ଅଗ୍ରୱାଲ ନାଁ ରଖିଲେ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ବୟସ ଦୁଇ ବର୍ଷ ନଅ ମାସ   (07-May-2026)       ||      ସୁନ୍ଦରଗଡ଼ରେ ରାସ୍ତା ସମସ୍ୟା, ଗ୍ରାମବାସୀ ଅସୁବିଧାରେ   (07-May-2026)       ||      ଶିକ୍ଷା ସହିତ ପ୍ରତିଭା ବିକାଶ ଶିଶୁ ମାନଙ୍କୁ ସଂସ୍କାରିତ କରେ    (07-May-2026)       ||      କୁରସୁଡରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ   (06-May-2026)       ||      ବନ ବିଭାଗ ଚଢ଼ଉ ବଦଳରେ ଚୁପ୍ ରହିବା ନେଇ ସନ୍ଦେହ   (06-May-2026)       ||      *ଉଲୁଣ୍ଡା ଅଞ୍ଚଳ ରେ ଗଞ୍ଜେଇ ଓ ମଦ ଜବତ*-   (06-May-2026)       ||      ପାର୍ବତୀଗିରି ମହିଳା କଲେଜ, ବରଗଡ଼ରେ ସୁସଂଗଠିତ ପୂର୍ବ ଛାତ୍ରୀ ତଥ୍ୟଭଣ୍ଡାର ଆରମ୍ଭ   (06-May-2026)       ||      ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ   (06-May-2026)       ||     

HOME   ଜିଲ୍ଲା

ଆରମ୍ଭ ହେଲା ସପ୍ତାହବ୍ୟାପି ଶୀତଳଷଷ୍ଠୀ ଉତ୍ସବ : ବାଲୁଙ୍କେଶ୍ୱର ବାବାଙ୍କ ପତ୍ରପେଣ୍ଡି ସମ୍ପନ୍ନ

12-Jun-2021



ସମ୍ବଲପୁର(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ଲୌକିକ ସପ୍ତାହବ୍ୟାପି ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ଭବ୍ୟ ବିବାହ ଉତ୍ସବ ଶୀତଳଷଷ୍ଠୀ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଯାଇଛି। ପ୍ରାୟ ୪୦୦ ବର୍ଷ ହେବ

ପିଢ଼ି ପରେ ପିଢ଼ି ଚାଲି ଆସୁଥିବା ଧାର୍ମିକ ପରମ୍ପରା ଅନୁଯାୟୀ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସର୍ବ ପୁରାତନ ନନ୍ଦପଡ଼ାର ବମ୍‍ ବମ୍‍ ବରାଡ ବାଲୁଙ୍କେଶ୍ୱର ଙ୍କର ପତ୍ରପେଣ୍ଡି (କନ୍ୟା ଖୋଜା) ନୀତି ସହିତ ଦେବ ବିବାହ ଉତ୍ସବର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ପୁଜାର୍ଚ୍ଚନା ପରେ ଅପରାହ୍ନ ପ୍ରାୟ ୬ଟା ସମୟରେ ଶ୍ରୀ ଶ୍ରୀ ବମ୍‍ ବମ୍‍ ବରାଡ ବାଲୁଙ୍କେଶ୍ୱରଙ୍କର ପାଇଁ ପାତ୍ରୀ ।

ଅନ୍ୱେଷଣ ପାଇଁ ବରପିତା ରାମଚରଣ ମିଶ୍ର, ସପ୍ତର୍ଷି ଏବଂ ପଡ଼ାର ମୁରବୀ ମାନଙ୍କ ସହିତ ଶଙ୍ଖ ଧ୍ୱନି ମଧ୍ୟରେ ନିରାଡମ୍ବର ଭାବରେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରି ମନ୍ଦିରରୁ ବାହାରିଥିଲେ l


News Comment




Photo in News

Advertisment
Lastest News
  ରାଜ୍ୟ  
ଦୀର୍ଘଦିନ ଧରି ହୋଟେଲରେ ଚାଲିଥିଲା ଜୁଆଖେଳ   07-May-2026
  ରାଜ୍ୟ  
ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ମହୋତ୍ସବ ହେବ ଜୁନ ୨୮ ରେ   07-May-2026
  ରାଜ୍ୟ  
ପୁଇଁନ୍ତଲା ବ୍ଲକ ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା   07-May-2026
  ଜିଲ୍ଲା  
ସାମାଜିକ ସୁରକ୍ଷା ଯୋଜନା ପ୍ରତି ଧ୍ୟାନ ଦିଅନ୍ତୁ ପ୍ରଶାସନ - ନରସିଂହ   07-May-2026
  ଜିଲ୍ଲା  
ପ୍ରେମରେ ଅସଫଳ ହେବାରୁ ପ୍ରେମୀ ଯୁଗଳ ଙ୍କ ଆତ୍ମହତ୍ୟା l   07-May-2026
  ରାଜ୍ୟ  
ଓବିସି ଜାତିଭିତ୍ତିକ ଜନଗଣନା କରନ୍ତୁ ସରକାର   07-May-2026
  ଜିଲ୍ଲା  
ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ଓ ଛକ ନାମକରଣ ପାଇଁ ଏକତ୍ରିତ ହେଲେ ଲଳିତ ପ୍ରେମୀ   07-May-2026
  ଜିଲ୍ଲା  
ନାବାଳକ ନିଖୋଜକୁ ୯ଦିନ ୫୦ ହଜାର ପୁରସ୍କାର ଘୋଷଣା କଲା ପୁଲିସ   07-May-2026
  ଜିଲ୍ଲା  
ବଲାଙ୍ଗିର ସହରରେ ପିଇବା ପାଣି ସମସ୍ୟାକୁ ନେଇ ପ୍ରତିବାଦ   07-May-2026
  ଜିଲ୍ଲା  
*ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ*   07-May-2026
  ଜିଲ୍ଲା  
ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ମହିଳାଙ୍କ ବିରାଟ କଳସ ଶୋଭାଯାତ୍ରା   07-May-2026
  ଜିଲ୍ଲା  
ସ୍ବର୍ଗତ ଘେନୁରାମ ନିଆଲ ଓ ସ୍ବର୍ଗୀୟା କୌଶଲ୍ୟା ନିଆଲଙ୍କ ଗଙ୍ଗାଶ୍ରାଦ୍ଧ ଉପଲକ୍ଷେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା   07-May-2026

You Might Also Like