-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
10-Jun-2021
ଦେଓଗାଁ, (ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ କୁକୁର ଖାଇ ଗ୍ରାମର ଜଣାଶୁଣା ସମାଜସେବୀ ତଥା ଜଣେ ଦରଦୀ ମଣିଷ ଶ୍ରୀ ଅନିରୁଦ୍ଧ ପରୁଆଙ୍କ ଅକାଳ ବିୟୋଗ ଘଟିଛି। ସେ ଜଣେ ସମାଜସେବୀ ଏବଂ ପରୋପକାରୀ ବ୍ଯକ୍ତି ଭବରେ ସମସ୍ତଙ୍କ ପରିଚିତ ଥିଲେ । ଗାଁ ଏବଂ ପଞ୍ଚାୟତର ଆନେକ ଲୋକଙ୍କ ସୁଖଦୁଃଖରେ ଛିଡା ହୋଇ ଲୋକଙ୍କୁ ସାହାଯ୍ୟ କରୁଥିଲେ। ତାଙ୍କର ଏହି ଅକାଳ ବିୟୋଗରେ ଗ୍ରାମବାସୀ ତଥା ତାଙ୍କ ଶୁଭଚିନ୍ତକ ମହଲରେ ଶୋକ ଛାୟା ଖେଳିଯାଇଛି। ଶବ ସତ୍କାର ସମୟରେ ମଧ୍ୟ ଗ୍ରାମର ବହୁ ଲୋକ ଜମା ହୋଇ ତାଙ୍କର ଅମର ଆତ୍ମା ର ସତଗତି ପାଇଁ କାମନା କରିଥିଲେ।