-+91-9937148622 |

prerana_bgr@rediffmail.com |

  Monday 2nd November 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା   (02-Nov-2026)       ||      *ପାପଡାହାଣ୍ଡି ବ୍ଲକ କ୍ଷତ୍ରିୟ ଧାକଡ ସମାଜ ବୈଠକ*   (02-Nov-2026)       ||      ବୁଦ୍ଧିଜୀବୀ ସମ୍ମିଳନୀ ଏବଂ ଆଲୋଚନା ଚକ୍ର ଲୋଇସିଂହା ଅଗ୍ରେସନ ଭବନ ଠାରେ ଅନୁଷ୍ଠିତ    (02-Nov-2026)       ||      ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   (01-Nov-2026)       ||      *ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   (01-Nov-2026)       ||      ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ    (01-Nov-2026)       ||      ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   (01-Nov-2026)       ||      ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ    (01-Nov-2026)       ||      ୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   (01-Nov-2026)       ||      ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   (01-Nov-2026)       ||      “୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   (01-Nov-2026)       ||      ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁରରେ ଆର. ଏସ ଏସ ଓ ସେବା ଭାରତୀ ପକ୍ଷରୁ ମାଗଣା ଅକ୍ସିଜେନ ଓ କୋଭିଡ ଔଷଧ ଆୟୁଷ 64 ର ସେବା ଆରମ୍ଭ

03-Jun-2021



ସୋନପୁର, (ମନୋରଞ୍ଜନ ତ୍ରିପାଠୀ):  ଗତ କାଲି ସନ୍ଧ୍ୟାରେ ସୁବର୍ଣ୍ଣପୁର ଶିଶୁ ବିଦ୍ୟା ମନ୍ଦିର ଠାରେ ସେବା ଭାରତୀ ପକ୍ଷରୁ ଏକ ମାଗଣା ଅକ୍ସିଜେନ ଓ କୋଭିଡ ଔଷଧ ଆୟୁଷ 64 ର ଲୋକାର୍ପଣ ହୋଇଛି l କିଛି ଡାକ୍ତର ଓ ସଂଘ ର ବରିଷ୍ଠ ସଭ୍ୟ ଙ୍କୁ ନେଇ ଏଥିପାଇଁ ଏକ ସ୍ୱତନ୍ତ୍ର ପରିଚାଳନା କମିଟି ଗଠନ ହୋଇଛି l   ସ୍ୱଦେଶୀ କାଢା ବଣ୍ଟନ, ଖାଦ୍ୟ ବଣ୍ଟନ ଓ କୋଭିଡ ରୋଗୀଙ୍କ ସହାୟତା ସକାଶେ ସୋନପୁର ସହରରେ  ୨୪ ଘଣ୍ଟା ସେବା  ଯୋଗାଉ ଥିବା  ବଜରଙ୍ଗି ଭାଈ ତଥା ସମସ୍ତ ରାଷ୍ଟ୍ରପ୍ରେମୀଙ୍କ ସକାଶେ ଗତ କାଲି  ଏକ ସ୍ମରଣୀୟ ଦିବସ ଥିଲା l   ଏଇ କରୋନା ମହାମାରୀ ସଙ୍କଟ ବେଳେ ସହର ତଥା ଜ଼ିଲ୍ଲାବାସୀଙ୍କ ପାଇଁ  ଏହା ଖୁସି ଓ ଆଶ୍ୱସ୍ଥିକର ଖବର ଥିଲା l   ବିଶ୍ୱ ର ସବୁଠୁ  ବଡ଼ ସେବା ସଂଗଠନ  ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ(RSS) ଓ ସେବା ଭାରତୀ  ତରଫରୁ ସୁବର୍ଣ୍ଣପୁର ସହରକୁ କୋରୋନା ରୋଗୀଙ୍କ ବ୍ୟବହାର ପାଇଁ ଅମ୍ଳଜାନ(OXYGEN) ପ୍ରସ୍ତୁତି ଯନ୍ତ୍ର(OXYGEN CONCENTRATOR) ଯୋଗାଇ ଦିଆଯାଇଛି, ଯାହା କି  ବାୟୁମଣ୍ଡଳରୁ ସିଧାସଳଖ ଅମ୍ଳଜାନ ସଂଗ୍ରହ କରି ରୋଗୀକୁ ସେବା ଦେବାରେ  ସକ୍ଷମ ଅଟେ l ଏହା ସହିତ କିଛି  ଅମ୍ଳଜାନ ସିଲିଣ୍ଡର ଓ  ଆୟୁର୍ବେଦ ଔଷଧ ଆୟୁଷ ୬୪ ମଧ୍ୟ ଗତ କାଲି  ଜିଲ୍ଲାବାସୀଙ୍କ ଉଦ୍ଦେଶ୍ଯରେ ସମର୍ପଣ  କରାଯାଇଛି l ଘରେ ଆଇସୋଲେସନ ରେ ରହି ଚିକିତ୍ସା ହେଉଥିବା  ଯେ କୌଣସି କରୋନା  ପୀଡିତ ରୋଗୀଙ୍କ ଏହି ଔଷଧ ଓ  ଅମ୍ଳଜାନ ର ଆବଶ୍ୟକ ହେଲେ  ଆର. ଏସ. ଏସ ପକ୍ଷରୁ ତୁରନ୍ତ ଏ ସେବା ଵା ସୁବିଧା ମିଳି ପାରିବ ବୋଲି ସଂଘ କର୍ମକର୍ତା ପ୍ରକାଶ କରିଛନ୍ତି l ସେବା ଭାରତୀର ଏଇ ସମର୍ପିତ ସେବା ଓ ବଦାନ୍ୟତା କୁ ସହରବାସୀ ପ୍ରଶଂସା କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା   02-Nov-2026
  ଜିଲ୍ଲା  
*ପାପଡାହାଣ୍ଡି ବ୍ଲକ କ୍ଷତ୍ରିୟ ଧାକଡ ସମାଜ ବୈଠକ*   02-Nov-2026
  ଜିଲ୍ଲା  
ବୁଦ୍ଧିଜୀବୀ ସମ୍ମିଳନୀ ଏବଂ ଆଲୋଚନା ଚକ୍ର ଲୋଇସିଂହା ଅଗ୍ରେସନ ଭବନ ଠାରେ ଅନୁଷ୍ଠିତ   02-Nov-2026
  ଜିଲ୍ଲା  
ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   01-Nov-2026
  ଜିଲ୍ଲା  
*ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   01-Nov-2026
  ଜିଲ୍ଲା  
ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ   01-Nov-2026
  ଜିଲ୍ଲା  
ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   01-Nov-2026
  ଜିଲ୍ଲା  
ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ   01-Nov-2026
  ଜିଲ୍ଲା  
୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   01-Nov-2026
  ଜିଲ୍ଲା  
“୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   01-Nov-2026
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026

You Might Also Like