-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
03-Jun-2021
କଳାହାଣ୍ଡି-(ସଞ୍ଜୀବ କୁମାର ଦାସ) କର୍ଲାପାଟ ଅଭୟାରଣ୍ୟ ଘୁଷୁରୀଗୁଡି ଅଂଚଳ ରୁ ଏକ ହାତୀ ଛୁଆ ର ମୃତ ଦେହ ଉଦ୍ଧାର। ମୃତକ ହାତୀ ଛୁଆ ର ଵୟସ 3 ରୁ 6 ମାସ ହେବ । ପ୍ରାଣୀ ସମ୍ପଦ ଦ୍ବାରା ହାତୀ ଛୁଆ ର ମୃତ ଦେହ ଶବ ବ୍ୟବଚ୍ଛେଦ କରାଯାଇଛି । ହେଲେ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି। ଗତ ଫେବୃଆରୀ ମାସରେ ଅଭୟାରଣ୍ୟ ମଧ୍ୟରେ 7 ଗୋଟି ହାତୀ ର ମୃତ୍ୟୁ ଘଟଣା ଚହଳ ସୃଷ୍ଟି କରିଥିଲା। ସେତେବେଳେ ହାତୀ ମୃତ୍ୟୁ ର କାରଣ ସାହାଣରୋଗ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଥିଲେ।