-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
28-May-2021
ସାଲେପୁର: କିଛି ଦିନ ତଳେ କଟକ ଜିଲ୍ଲା ସାଲେପୁର ବ୍ଲକ ଜପକୁଦ ଫାଣ୍ଡି ଅଞ୍ଚଳ କଟରପା ପଞ୍ଚାୟତରେ ଅନାଦି ଚରଣ ଦାସଙ୍କ ରହୁଥିବା ଚାରି ବଖରା ଘର ପୋଡି ଯାଇ ଭସ୍ମିଭୁତ ହୋଇଯାଇଥିଲା lଏହି ଖବର ଆମ ନିୟୁଜ ଚ୍ୟନେଲ ମାଧ୍ୟମରେ ପସ୍ରାରଣ କରାଯାଇଥିଲା, ଏହି ଖବର ପାଇ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଗତକାଲି ଅନାଦିଙ୍କ ପରିବାରକୁ ଭେଟି ପୋଡିଯାଇଥିବା ଘର ବୁଲି ଦେଖିଥିଲେ l ଅନାଦିଙ୍କ ସୁବିଧା ଅସୁବିଧା କଥା ବୁଝିବା ସହ ଆଗକୁ କିପରି ଘରଭଙ୍ଗା ସହାୟତା ମିଳିବ ସେଦିଗରେ ଆଲୋଚନା କରିଥିଲେ l କିଛି ରାସନ ସାମଗ୍ରୀ ଦେଇ ଅନାଦି ପରିବାରକୁ ଆଶ୍ୱସନା ଦେଇଥିଲେ l (ଦୀପକ କୁମାର ଷଡଙ୍ଗୀଙ୍କ ରିପୋର୍ଟ)