-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
27-May-2021
ସାଲେପୁର (ପ୍ରେରଣା ଖବର) ସୁଦ୍ଧଖଣ୍ଡ ପଂଚାୟତ ସ୍ଥିତ ସୁରେନ୍ଦ୍ର ବିଦ୍ୟାପୀଠ ତୋଟାପଡା ଠାରେ ହୋଇଥିବା ବାତ୍ୟା ଆଶ୍ରୟ ସ୍ଥଳୀ ରେ ଲୋକ ମାନଙ୍କୁ ସିଦ୍ଧେସ୍ୱର ଫାଉଣ୍ଡେସନ ତରଫରୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇ ଥିଲା। ଏଥିସହ ଗୋମାତା ମାନଙ୍କୁ ମଧ୍ୟ ଖାଦ୍ୟ ପ୍ରଦାନ କରାଯାଇ ଥିଲା ଏହି କାର୍ଯ୍ୟକ୍ରମ ରେ ଅନନ୍ତ କର, ଶରତ ନାୟକ, ସୁବଳ ରାଉତରାୟ,ଗୌରବ ସାମଲ, କାର୍ତିକ ଚନ୍ଦ୍ର ଦାସ,ମିହିର କାନ୍ତ ଚଇନି, ଚୌ. ପ୍ରମୋଦ ରାଉତରାୟ, ବିକାଶ ରଞ୍ଜନ ବରାଳ, ପ୍ରତି ଶ୍ରୁତି ବରାଳ, ଚନ୍ଦନ ଦାସ ହରିହର ସ୍ୱାଇଁ ଓ ଅନୁଷ୍ଠାନ ରକର୍ମକର୍ତା ମନେ ସହାୟତା କରିଥିଲେ।