-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||     

HOME   ଜିଲ୍ଲା

ସୋନପୁର ଜ଼ିଲ୍ଲା ମୁଖ୍ୟ ଡାକ୍ତର ଖାନା ରେ ପୋଲିସ ଫାଣ୍ଡି ପୁନଃ ସ୍ଥାପନା ଦାବୀ

27-May-2021



  ସୁବର୍ଣ୍ଣପୁର -(ରିପୋର୍ଟ :ମନୋରଞ୍ଜନ ତ୍ରିପାଠୀ ): ଦୀର୍ଘ ବର୍ଷ ଆଗରୁ ସୁବର୍ଣ୍ଣପୁର ଜ଼ିଲ୍ଲା ମୁଖ୍ୟ ଡାକ୍ତରଖାନାରେ  ଅସାମାଜିକ ଓ ନିଶାଖୋର ବ୍ୟକ୍ତି  ମାନଙ୍କର ଏଭଳି ଭାବେ ପ୍ରାଦୁର୍ଭାବ  ଦେଖା ଯାଇଥିଲା ଯେ, ରୋଗୀ ଓ ତାଙ୍କ ଏଟେନଡେଣ୍ଟ ସମେତ ନର୍ସ, ଡାକ୍ତର ଓ କର୍ମଚାରୀ ଏପରିକି କିଛି  ଏଜେନ୍ସି  ଦ୍ୱାରା  ନିଯୁକ୍ତ ଘରୋଇ ସୁରକ୍ଷା କର୍ମୀ ମାନେ ମଧ୍ୟ ଚୋରି, ଦଲାଳି, ଦାଦାବଟି, ଧମକ ଚମକ, ଦୁର୍ବ୍ୟବହାର ଯୋଗୁଁ ନିଜକୁ  ଅସୁରକ୍ଷିତ ମଣୁଥିଲେ l ଏସବୁ ଜାଣି ବି ଅଜଣା ଭଳିଆ ରହୁଥିଲା ସ୍ୱାସ୍ଥ୍ୟ ବିଭାଗ ଓ ଜ଼ିଲ୍ଲା ପ୍ରଶାସନ l ପରିସ୍ଥିତି ଅସମ୍ଭାଳ ହେବା ପରେ ସହରର କିଛି ବୁଦ୍ଧିଜୀବୀ, ସଚେତନ ନାଗରିକଙ୍କ ଅଭିଯୋଗ ପରେ ରୋଗୀ, କର୍ମଚାରୀ ଓ ଜନସାଧାରଣଙ୍କ ସୁରକ୍ଷାl ପାଇଁ  ପ୍ରାକ୍ତନ ଏସ ପି  ଦେବୀ ପ୍ରସାଦ ଦାସ 2019 ରେ ମେଡିକାଲ କ୍ୟାମ୍ପସରେ ଏକ ବିଟ ହାଉସ ଅସ୍ଥାୟୀ ପୋଲିସ ଫାଣ୍ଡିକୁ ଶୁଭାରମ୍ଭ କରିଥିଲେ l    ଏଠାରେ ଅନେକ ସମସ୍ୟାର ସୁଧାର ମଧ୍ୟ ଆସିଥିଲା l ରାଜ୍ୟ ସରକାରଙ୍କ 5- ଟି  ଶାସନ ଲାଗୁ ପରେ ରାଜ୍ୟର ପ୍ରତ୍ୟେକ ମେଡିକାଲରେ ପୋଲିସ ବିଟ ହାଉସ ସେବା  ରହିଛି l ଗତ ମାସରେ ସୋନପୁର ନୁଆଁ ଏସ ପି ସାହେବ  କେଜାଣି କାହିଁକି  ହଠାତ ଏହି ଫାଣ୍ଡି କୁ ଉଠାଇ ଦେଇ ଥିବା ଘଟଣା ସହରବାସୀ ଙ୍କ  ଯେଉଁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ଯେଉଁ ଫାଣ୍ଡି ଓ  ପୋଲିସ କର୍ମଚାରୀ ମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଜ଼ିଲ୍ଲା ପୋଲିସର  ଭାବମୂର୍ତ୍ତୀ ବଢ଼ିଥିଲl, କିଛି ଘଟଣା ଦୁର୍ଘଟଣା ଖବର ସବୁ  ଜ଼ିଲ୍ଲା  ପୋଲିସ , ପ୍ରେସ, ଓ ପବ୍ଲିକ କୁ  ତୁରନ୍ତ ସୂଚନା ମିଳୁଥିଲା,  ମେଡିକାଲ ରୁ ବାଇକ ଓ ମୋବାଇଲ  ଚୋରି ଉଦ୍ୟମ ବେଳେ ଅନେକ ଚୋରଙ୍କୁ ଚି଼ହ୍ନଟ ଓ ଧରାଯାଇଥିଲା,  ଡାକ୍ତର ଓ ଅନ୍ୟ କର୍ମଚାରୀ ନିର୍ଭିକ ଭାବେ ରାତି ଦିନ  କାର୍ଯ୍ୟ କରୁଥିଲେ, ଦୂରଦୂରlନ୍ତର  ରୋଗୀ ଓ ବରିଷ୍ଠ ନାଗରିକ ଚିକିତ୍ସା ପାଇଁ  ସମସ୍ତ ସୂଚନା ପାଇ ଅନେକ ଭରସା ପାଇ  ପାରୁଥିଲେ,  ରକ୍ତ ଦଲାଲ,  ଟ୍ୟାକ୍ସି ଗାଡି, ଓ ବିଭିନ୍ନ ଦଲାଳି ଙ୍କ  ଅସାମାଜିକ କାର୍ଯ୍ୟ ଓ ଚାପ କୁ ନିୟନ୍ତ୍ରଣ କରାଯାଇ ପାରୁଥିଲା, ଅସହାୟ,  ଦୁର୍ଘଟଣାଗ୍ରସ୍ତ,  ଗୁରୁତର ରୋଗୀ ଓ  ରକ୍ତ ଅଭାବ ଥିବା ରୋଗୀ ଙ୍କୁ ରକ୍ତଦାନ ଭଳି ସୁ ବ୍ୟବସ୍ଥା  ଯୋଗାଇ ରୋଗୀଙ୍କ ଜୀବନ ବଞ୍ଚାଇ  ଆସୁଥିଲା   ଜ଼ିଲ୍ଲାପାଳ, ଓ ପ୍ରାକ୍ତନ ଏସପି ମେଡିକାଲକୁ ଅନେକ ଥର ଅଚାନକ ପରିଦର୍ଶନ  ବେଳେ  କାର୍ଯ୍ୟରତ ପୋଲିସଙ୍କୁ    ପ୍ରଶଂସା କରିଥିବା ଘଟଣା ସମସ୍ତେ ଜାଣନ୍ତି l  ଏପରି କି ଗତ ବର୍ଷ 5T ସଚିବ ଶ୍ରୀ ପାଣ୍ଡିଆନ  ଓ  ମୁଖ୍ୟ ଶାସନ ସଚିବଙ୍କ ମେଡିକାଲ ପରିଦର୍ଶନ ବେଳେ ଫାଣ୍ଡି  ର ଉତ୍ତମ ସେବାକୁ  ମୁକ୍ତକଣ୍ଠରେ ପ୍ରଶଂସା କରି ଥିଲେ l 

ତେବେ ଏହି ଜରୁରୀ କାଳୀନ ସେବା ପାଇଁ  ଉତ୍ସର୍ଗୀକୃତ ଥିବା  ପୋଲିସ ଅସ୍ଥାୟୀ କ୍ୟାମ୍ପ କୁ ଉଠାଇଦେଵାକୁ ସୋନପୁରର ନୂତନ ଏସ ପି  ମହୋଦୟ କେମିତି ମନସ୍ତ କଲେ ତାହା ସହର ବୁଦ୍ଧିଜୀବୀ ମହଲରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏ ନେଇ ଜ଼ିଲ୍ଲାର ବରିଷ୍ଠ ଆଇନଜ୍ଞ ତଥା ବିଜେପି ନେତା ବଳଦେବ ବେଦବlକ ଗଣମାଧ୍ୟମକୁ ସୂଚନା ଦେଇ ଏହି ପୋଲିସ ବିଟ ହାଉସ କୁ ପୁନଃସ୍ଥାପନ କରିବା ପାଇଁ ଦାବୀ କରିଛନ୍ତି ।  କୋଭିଡ ଟୀକାକରଣରେ ଲୋକଙ୍କ  ପ୍ରବଳ ଭିଡ଼, ବିଶୃଙ୍ଖଳା  ଓ ଗୋଷ୍ଟି ସଂକ୍ରମଣ ଭଳି ଅପ୍ରୀତିକର ସ୍ଥିତିକୁ  ଏହି  ପୋଲିସ ଫାଣ୍ଡି  ଦ୍ୱାରା ନିଶ୍ଚିତ ଭାବେ ନିୟନ୍ତ୍ରଣ କରାଯାଇପାରିଥାନ୍ତା ବୋଲି ନିଜ ପ୍ରତିକ୍ରିୟାରେ ଶ୍ରୀ ବେଦବାକ୍ ପ୍ରକାଶ କରିବା ସହିତ ଆଗାମୀ ଦିନରେ ସୁବର୍ଣପୁରରେ ପୋଲିସ ଫାଣ୍ଡି ପ୍ରତିଷ୍ଠା ନହେଲେ ଆନ୍ଦୋଳନକୁ ଜୋରଦାର୍ କରାଯିବ ବୋଲି ଚେତାବନୀ ଦେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026

You Might Also Like