-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||     

HOME   ଜିଲ୍ଲା

ଟିଟିଲାଗଡ଼ : ଏବେ ମହିଳା ଓ ଯୁବତୀ ଙ୍କ ସାଇବର ଠକେଇ ରେକେଟ ସକ୍ରିୟ, ନିଜେ ଜାଲ ଫେକ ଆଇଡି କରି ଅନ୍ୟ କୁ ବ୍ଲକମ୍ୟାଲିଂ କରିବା ନେଇ ଗୁରୁତର ଅଭିଯୋଗ, ତଦନ୍ତ ଦାବି

23-May-2021



ଟିଟିଲାଗଡ଼ (ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଏବଂ ପଟଣାଗଡ଼ ଉପଖଣ୍ଡ   ଅଞ୍ଚଳରେ ସାଇବର ଠକେଇ ମାମଲା ରହିଥିବା ବେଳେ ବାରମ୍ବାର କିଛି ପେସାଦର ଅପରାଧୀ ଅର୍ଥ ଉପାୟର ପନ୍ଥା ଭାବେ କାର୍ଯ୍ୟ କରୁଥିବା  ଅଭିଯୋଗ ହେଉଛି lଅଭିଯୁକ୍ତଙ୍କୁ ପୋଲିସ  ଠାବ କରିବାରେ ସଫଳ ହୋଇ ପରିଥିବା  ବେଳେ ଏବେ କିଛି ନୂତନ ମହିଳା ଓ ଯୁବତୀ ଏହି ସାଇବର ଠକେଇରେ ସଂଶ୍ଲିଷ୍ଟ ଥିବା ଜଣା ପଡିଛି  । ପ୍ରକାଶ ଯେ ଗତ ମାର୍ଚ୍ଚ ଓ ଏପ୍ରିଲ ଦୁଇ ମାସ ଉକ୍ତ ମହିଳା ଓ ଯୁବତୀ ଗୋଷ୍ଠୀ ଟିଟିଲାଗଡ ବ୍ଲକ ଅଞ୍ଚଳର ଜଣେ ସ୍କୁଲ  ହେଡ ମାଷ୍ଟରଙ୍କୁ ନା ନା ଆଳରେ ବନ୍ଧୁତା ସ୍ଥାପନ କରି ଏପରି ଭିଡିଓ ଭାଇରଲ ଧମକ ଯୋଗୁଁ ସେ ମାନସିକ ଚାପ ରେ ପଡି ୬୦ ହଜାର  ନଗତ ଟଙ୍କା ଦେବାକୁ ପଡିଥିଲା l ଆଉ ୫୦ ହଜାର ଟଙ୍କା ଦାବୀ ଧମକ ଭୟରେ ଆତ୍ମହତ୍ୟା ଉଦ୍ୟମ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ଦିନ ଭର୍ତ୍ତି ହୋଇ ରହିଥିଲେ । ଏ ନେଇ ସେ ପରେ ଜିଲ୍ଲାର ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଅଭିଯୋଗ କରି ତାଙ୍କ ନିକଟରୁ ରକ୍ଷା ପାଇଥିଲେ । ଏବେ ଜିଲ୍ଲାର କଣ୍ଟାବାଞ୍ଜି,ଟିଟିଲାଗଡ,ପଟଣାଗଡ଼ ଓ ସଇଁତଲା ସମେତ ପଡୋଶୀ ଜିଲ୍ଲା କଳାହାଣ୍ଡି, କେସିଙ୍ଗା,ଭବାନୀପାଟଣା, ଜୁନାଗଡ଼ରେ ବେଶ ସକ୍ରିୟ ରହିଥିବା ଓ ଅନେକ ସର୍ବସ୍ୱାନ୍ତ ହେଉଥିବା ଘଟଣା  ସାମ୍ନା କୁ ଆସୁଛି । ଏହି ମହିଳା ବର୍ଗ ପ୍ରତାରଣା ର ଶିକାର ନ ହେବା ଓ ତାଙ୍କୁ ସ୍ୱତନ୍ତ୍ର ଭାରତୀୟ ସମ୍ବିଧାନିକ ନିୟମ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଉକ୍ତ ସରକାରୀ ଆଇନ ର ଏହି କିଛି ନିର୍ଦିଷ୍ଟ ମହିଳା ଓ ଯୁବତୀ ବେଆଇନ ବ୍ୟବହାର କରି ନିଜ ରେକେଟ ଚଳାଇଛନ୍ତି । ଏଣୁ ଏବେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଏକ ପ୍ରକାର ବାଧା ସୃଷ୍ଟି ହୋଇଆସୁଛି । ଏ ନେଇ ଜିଲ୍ଲା ସାଇବର କ୍ରାଇମ ବିଭାଗ ର ସ୍ୱତନ୍ତ୍ର ଟିମ ଗଠନ କରି ଉକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆବଶ୍ୟକ ବୋଲି ମତପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ବିଗତ ଦିନରେ ଟିଟିଲାଗଡର ଜଣେ ଯୁବତୀ  ସ୍ଥାନୀୟ ଜଣେ ଯୁବକ ସହ ପ୍ରେମ ସମ୍ପର୍କ ସ୍ଥାପନ କରିବା ନେଇ ଏହିପରି ଭିଡିଓ ଭାଇରଲ କରି ଧମକ ଦେବା ଘଟଣା ପୋଲିସ ନିକଟରେ  ଅଭିଯୋଗ ହୋଇ ଥିଲା । ପୋଲିସ  ପ୍ରେମିକ ବିରୋଧରେ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଥିଲା ।  ଉକ୍ତ ଯୁବକ ଜାମିନ ଆବେଦନ ନlମଞ୍ଜୁର ହେବାରୁ  ଜେଲ ରେ ବିଚାରଧୀନ ବନ୍ଦୀ ଭାବେ ରହିଛି । ଉକ୍ତ ଅନ୍ତରଙ୍ଗ ସମୟର ଭିଡିଓ  ନିଜ ପ୍ରେମିକ କରିବା ଅଭିଯୋଗ କରିଥିଲେ l ସେ ଜେଲ ରେ ଥିବା ବେଳେ ସହରର ଅନ୍ୟ ଜଣେ ଯୁବକ ଏମ ଡି ସୋହେଲ ର ଫଟୋ ସୋସିଆଲ ମିଡିଆରୁ ସଂଗ୍ରହ କରି କୀର୍ତି ସାହୁ ନାମରେ ଏକ ଫେସବୁକ ଉକ୍ତ ଝିଅ ତିଆରି କରି ବିଭିନ୍ନ ପୋଷ୍ଟ କରିଥିଲା । ଯାହା ଏମ ଡି ସୋହେଲ ଜାଣି ଉକ୍ତ ଯୁବତୀ ସହ ଯୋଗାଯୋଗ କରିବାରୁ ସେ ଅନୁରୂପ ଭାବେ ମହିଳା ସମିତି ଗୁଡିକ ସହ ମିଶି ଜେଲ କରିଦେବା ପରି ନା ନା ପ୍ରକାର ଧମକ ଦେବା ସହ ଉକ୍ତ ଝିଅ ଥାନାରେ ଅଭିଯୋଗ କରିଥିବାରୁ ପୋଲିସ ତଦନ୍ତ ପରିସରଭୁକ୍ତ କରିଛି । ଏମ ଡି ସୋଏଲ ର କୀର୍ତିସାହୁ ନାମରେ ଉକ୍ତ ଝିଅ ବିଭିନ୍ନ ପୋଷ୍ଟ କରି ବାରମ୍ବାର ଧମକ,ଚମକ ଦେଉଥିବା ନେଇ ଏମ ଡି ସୋଏଲ ପୋଲିସ ପ୍ରଶାସନ ନିକଟରେ ତା ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି ।  ଜାଲ ବା ନକଲି ଫେସବୁକ ରୁ ଶ୍ରୀ ସୋଏଲ ବିଭିନ୍ନ ଫଟୋ ଓ ଅନ୍ୟ ଜେଲ ରେ ଥିବା ଯୁବକଙ୍କ ଓକିଲଙ୍କ ନିକଟରୁ ତଥା ଉକ୍ତ ଝିଅ ପୋଷ୍ଟ କରିଥିବା ଫୋଟୋ ସବୁ ସଂଗ୍ରହ କରି ତାହା ଗଣମାଧ୍ୟମ ପ୍ରତିନିଧି ଓ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ଟିଟିଲାଗଡ ସବ ଡିଭିଜିନାଲ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରି ସବୁ ପୋଷ୍ଟ ବିଷୟରେ ସମ୍ପୁର୍ଣ୍ଣ ସୂଚନ ପ୍ରଦାନ କରିଥିଲେ ।  ଏହା ଜାଣି ପୂର୍ବରୁ ଧମକ ଦେଇଥିବା ଝିଅ ଏକ ନୂତନ ନଂ-୯୬୬୮୪୪୩୮୨୪ ରୁ  ଏମ ଡି ସୋଏଲ ର ନଂ-୮୬୫୮୦୮୭୭୪୭  ନଂ କୁ ଫୋନ କରି ବିଭିନ୍ନ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହି ମହିଳା ଗୋଷ୍ଠୀ  ବିଭିନ୍ନ  ପ୍ରକାର ମାନସିକ ଚାପ ପ୍ରୟୋଗ କରି ଆସୁଥିବା ବେଳେ ବ୍ଲ।କମ୍ୟାଲିଂ କରି ଟଙ୍କା ଆଦାୟ କରିବା ଯୋଜନା  ସ୍ପଷ୍ଟ ଅନୁମେୟ ହେଉଛି । ସୂଚନାଯୋଗ୍ୟ ଯେ, ଏଭଳି ଉପାୟ ରେ ଏହି ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରି ସବିଶେଷ ତଦନ୍ତ କରି ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚିତ କରିବା ନିମନ୍ତେ  ସାଧାରଣରେ ଦାବୀ ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026

You Might Also Like