-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
22-Oct-2020
*ଘର ନିର୍ମାଣ ବେଳେ ଖସି ପଡି ଜୀବନ ହାରିଲେ ରାଜମିସ୍ତ୍ରୀ । ଏଭଳି ଦୁଃଖଦ ଘଟଣା ଘଟିଛି ସାଲେଭଟା ଫାଣ୍ଡି ଲୁହୂରାମୁଣ୍ଡା ଗାଁରେ I ମୃତ ବ୍ୟକ୍ତି ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଶୁଖା ଗାଁର ସୁରେନ୍ଦ୍ର ନାଏକ (୪୮ )। ସୁରେନ୍ଦ୍ର ଘର ନିର୍ମାଣ କରୁଥିବା ସମୟରେ ବାଉଁଶ ତିଆରି ଭାଡ଼ିରୁ ଖସି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ I ଡୁଙ୍ଗୁରିପାଲି ପୁଲିସ୍ ଶବକୁ ଜବତ କରି ତଦନ୍ତ ଜାରି ରଖିଛି!!*