-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
22-Oct-2020
କଳାହାଣ୍ଡି- ଆସନ୍ତା 24 ତାରିଖ ରେ ଅନୁଷ୍ଠିତ ମାଣିକେଶ୍ବରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା, 22 ତାରିଖ ମଧ୍ୟ ରାତ୍ରି ରୁ 25 ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଭବାନୀପାଟଣା ସହରରେ 144 ଧାରା ଜାରି , କରୋନା ମହାମାରି କୁ ଦୃଷ୍ଟିରେ ରଖି 144 ଜାରି , ଅତି ଜରୁରୀ କାର୍ଯ୍ୟ କିମ୍ବା ମେଡିକାଲ କାର୍ଯ୍ୟ ରେ ଛଡାଯିବା ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି।