-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
21-Oct-2020
ନିକଟରେ ପ୍ରକାଶିତ ସମ୍ବଲପୁର ବିଶ୍ଵବିଦ୍ୟାଳୟ ସ୍ନାତକ କଳା ପରୀକ୍ଷା ରେ ଇମ୍ପେରିଆଲ କଲେଜର ରାଜନୀତି ବିଜ୍ଞନ(ସମ୍ମାନ) ର ଛାତ୍ର ବିବେକ ପ୍ରଧାନ ୭.୮୪ ସିଜିପିଏ ସହ ସମ୍ବଲପୁର ବିଶ୍ଵବିଦ୍ୟାଳୟ ରେ ସପ୍ତମ ସ୍ଥାନ ରଖିଛନ୍ତି | ଶିକ୍ଷା ସମ୍ମାନ ର ଅଜୁ ସାହୁ ୮.୦୬ , ସିଜିପିଏ ସହ COLLEGE ଟପ୍ପର ହୋଇଛନ୍ତି| ଦୀକ୍ଷା ପ୍ରଧାନ ୭.୪୭, ସେଜଳ ସାହୁ ୭.୮୦, ଲିପ୍ସା ପ୍ରଧାନ 7.୮୯, ଏସ୍ ଜିପିଏ ସହ ସଫଳତା ହାସଲ କରିଛନ୍ତି। ଛାତ୍ର ଛାତ୍ରୀ ମାନଙ୍କ ସଫଳତା ପାଇଁ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚlରୀ ବୃନ୍ଦ ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।