-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
17-May-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) ଓଡ଼ିଶାର କରୋନା ସଂକ୍ରମଣ ପିକକୁ ଆସିବା ଆଉ ଗୋଟେ ସପ୍ତାହ ଲାଗିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ପୂର୍ବାନୁମାନ କରିଛନ୍ତି l ଏହି 15ଦିନ ଲୋକମାନଙ୍କୁ ଅଧିକ ସତର୍କ ହୋଇଛି ରହିବାକୁ ପଡିବ l ବର୍ତମାନ ସଂକ୍ରମଣ ପ୍ଲାଟି ଷ୍ଠେଜରେ ଅଛି l ଗାଁକୁ ସରକାର ଅଧିକ ଫୋକସ କରିବାକୁ ନିରୋଜ ମିଶ୍ର କଲେ ସ୍ୱାଗତ l ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ସୁସ୍ଥ ହାର ବଢୁଛି l ଯାହାକୁ ଅଶ୍ଵସ୍ତିକର ଖବର l
ନୂଆ କରୋନା ଔଷଧ ନେଇ ଶ୍ରୀ ମିଶ୍ର ରଖିଲେ ମତ l ଏହି ଔଷଧ ଅଢେଇ ଦିନରେ ଶରୀରରେ କାମ ଦେଉଛି ବୋଲି ସର୍ଭେରୁ ଜଣାପଡି ଥିବା କଥା କହିଥିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର l