-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-May-2021
କଟକ::କରୋନା ର କରାଳ କାୟାରେ ଟଲିପଡିଲେ ଯୁବସାମ୍ବାଦିକ ବିଭୁପ୍ରସାଦ ଗତ କିଛିଦିନ ତଳେ ଅସୁସ୍ଥତା ଅନୁଭକରିବା ରୁ ସେ ଭୁବନେଶ୍ୱର ର କିମ୍ସ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା।ଆଜି ତାଙ୍କର ବିୟୋଗ ଘଟିଛି।ବିଭୁପ୍ରସାଦ ସନଷ୍ଟାର ଟିଭି ଅଫିସରେ କାର୍ଯ୍ୟ କରୁଥିଲେ।ତାଙ୍କର ବିୟୋଗରେ
ସନଷ୍ଟାର ଟିଭିର କର୍ମକର୍ତ୍ତା ଙ୍କ ସମେତ ସାଲେପୁର ପ୍ରତିନିଧି ଦୀପକ ଷଢଙ୍ଗୀ ଗଭୀର ଶୋକବ୍ୟକ୍ତ କରି।ଅମର ଆତ୍ମାର ସଦଗତି କାମନା କରିଛନ୍ତି। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)