-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
08-May-2021
ଖୋର୍ଦ୍ଧା (ପ୍ରେରଣା ଖବର) : ପିଇବାପାଣିପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି l ବାଣପୁର ବ୍ଲକ ଅନ୍ତର୍ଗତ ଆୟତପୁର ଗ୍ରାମପଂଚାୟତ ର ଆୟତପୁର ହରିଜଣ ସାହିରେ ଏହି ଘଟଣା ଦେଖିବାକୁ ମିଳିଛି ଗ୍ରାମରେ ଦୁଇଟି ନଳକୁ ଅଛି ଆଉ ଗୋଟିଏ ବିଦ୍ୟାଳୟରେ କିନ୍ତୁ ଏହି ନଳକୁ ରୁ ଲୁହାଗୁଣ୍ଡ ପାଣିରୁ ବାହାରୁଛି ଯାହା ପିବାପାଇଁ ଉପଯୁକ୍ତ ନୁହେଁ କିନ୍ତୁ ବାଧ୍ୟ ହୋଇ ଗାଁର ଲୋକେ ଏହି ପାଣିପିଉଛନ୍ତି ଏବଂ ଗ୍ରାମ ର ପୂର୍ବ ଦିଗରେ ଏକ ସୋଲାର ପାଣିର ବ୍ୟବସ୍ତା କରାଯାଇଛି ଏହି ସୋଲାର ପାଣି ବିର୍ଘଦିନ ହେବଅଚଳ ହୋଇ ପଡିଛି l ଗ୍ରାମବାସୀ ସରପଞ୍ଚ ଅଙ୍କୁ ବହୁବାର ଜଣାଇଆସୁଥିଲେ କିଛି ସୁଫଳ ମିଳୁନି l