-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
03-May-2021
ସୁବର୍ଣ୍ଣପୁର (ପ୍ରେରଣା ଖବର) ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳର ଶ୍ରୀମତୀ ଶ୍ରୁତକୀର୍ତ୍ତି ମିଶ୍ରଙ୍କୁ ନାଟ୍ୟ ମହର୍ଷି ପ୍ରଡକ୍ସନ୍ ୟୁଟୁବ୍ ଚ୍ୟାନେଲ୍,ପୁଡାପଦର,ଆଗଲପୁର,ବଲାଙ୍ଗିର ଅନୁଷ୍ଠାନ ଦ୍ବାରା "ରଘୁବଂଶୀ ସମ୍ମାନ"ରେ ସମ୍ମାନୀତ କରାଯାଇଛି ।
ଉକ୍ତ ଅନୁଷ୍ଠାନର ସଂପାଦକ ନାଟ୍ୟ ମହର୍ଷି ଭରତ ଧରୁଆ ମାନପତ୍ର ପ୍ରଦାନ କରିଛନ୍ତି । ତାଙ୍କର କବିତାର ଶୀର୍ଷକ - 'କୈକେୟୀ' ଉଚ୍ଚ ପ୍ରଶଂସିତ ହୋଇ ପାରିଛି । ସେ ଜଣେ ସୁଗୃହିଣୀ ଅଟନ୍ତି । ଛାତ୍ରୀ ଜୀବନରୁ ତାଙ୍କର ଲେଖା ଜାରି ରହିଛି । ତାଙ୍କର ଏହି ସଫଳତା ପରେ ଚାରିଆଡୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟୁଛି ।