-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
30-Nov--0001
ବରଗଡ଼ (ପ୍ରେରଣା ଖବର) : ଜିଲ୍ଲା ବରିଷ୍ଠ ନାଗରିକ କାର୍ଯ୍ୟାଳୟ ରେ କାର୍ଯ୍ୟକାରୀ ସଭାପତି କେଦାର ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସଭାପତି ମୋହନ ସାହୁ, ସଂପାଦକ ପ୍ରଦୀପ ଦେବତା, କାର୍ଯ୍ୟକାରୀ ସଭାପତି କେଦାର ମିଶ୍ର, ଲୁଲୁ ରବୀନ ଦାସ, ପ୍ରୀତମ ସିଂ, ଦଧିବାମନ ଶତପଥୀ,ମାମରାଜ ସ୍ବାଇଁ, ତରଣୀସେନ ବୁଧିଆ, ତେଜୁରୁ ବାରିକ,ଉଦ୍ଧବ ବେହେରା ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ଯ ରଖିଥିଲେ ! ଆସନ୍ତା ରବିବାର ତା: ୨୮,03 ଦିନ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଅପରାହ୍ନ ୪ ରେ ଭଗବାନ ସାହୁ ଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ ଅନୁଷ୍ଠିତ ହେବ ! ଏଥିରେ ମୁଖ୍ୟ ଅତିଥି ଭାବେ ସଂବାଦ ର ସଂପାଦକ ସୌମ୍ଯରଂଜନ ପଟ୍ଟନାୟକ, ସମ୍ମାନିତ ଅତିଥି ପଦ୍ମଶ୍ରୀ ହଳଧର ନାଗ ଯୋଗଦେବାର କାର୍ଯ୍ୟକ୍ରମ ରହିଛି