-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||     

HOME   ଜିଲ୍ଲା

ଟିଟିଲାଗଡ଼ : ଏଚଆଇଭି/ଏଡସ୍ ଆକ୍ରାନ୍ତଙ୍କ ଔଷଧ ଅଭାବରୁ ଅକାଳ ମୃତ୍ୟୁ, କାଗଜ କଲମରେ ସୀମିତ ଯୋଜନା

26-Mar-2021



ଟିଟିଲାଗଡ଼ (ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଝରିଆଲ ଗ୍ରାମର କାମଦେବ ମାଝୀ,(ଛଦ୍ମନାମ) ନାମକ ଜଣେ ୩୫ ବର୍ଷୀୟ ବିବାହିତ ଯୁବକଙ୍କ ଏଆରଟି ଔଷଧ ଅଭାବରୁ ଏଡସ୍ ରୋଗରେ ଶୋଚନୀୟ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଗତ ୨୦୧୯  ମସିହାରେ ସେ ସିନ୍ଧେକେଲା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ସ୍ଥିତ   ଆଇ. ସି. ଟି. ସି  କେନ୍ଦ୍ର ରେ ନିଜର ଏଚଆଇଭି/ଏଡସ୍ ପରୀକ୍ଷଣ କରିଥିଲେ । ଏପରି କି ମୃତ ଶ୍ରୀ ମାଝୀ ଓ ତାଙ୍କ ଗର୍ଭବତୀ ସ୍ତ୍ରୀ କୁ ମଧ୍ୟ ପରୀକ୍ଷା କରାଯାଇଥିଲା ଓ ଉଭୟ ଏଡସ୍ ଭୂତାଣୁ ରେ ସଂକ୍ରମିତ ରହିଥିବା ଜଣାଯାଇଥିଲା । ଏ ନେଇ ଏଆରଟି ଔଷଧ ଖାଇବା ପାଇଁ ସେମାନଙ୍କୁ କେହି କିଛି ସହଯୋଗ କରି ନ ଥିବା ଓ ଟିଆଇ ପ୍ରକଳ୍ପର କର୍ମକର୍ତ୍ତାଙ୍କୁ ଗତ ଦୁଇ ମାସ ତଳେ ଟିଟିଲାଗଡ ସବ୍ ଡିଭିଜନ କାର୍ଯ୍ୟାଳୟକୁ ଆସି ସୁଦ୍ଧା କିଛି ସହାୟତା ଯୋଗାଇ ଦିଆଯିବା ବଦଳରେ ହଇରାଣ କରାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ।  ସେହିପରି ଆଶା ଉକ୍ତ ଦିତୀୟ ସନ୍ତାନ ପ୍ରସବ ବେଳେ ଏଚ, ଆଇ, ବି/ଏଡ୍ସ ସଂକ୍ରମିତ କି ନାହିଁ ତାହା ମଧ୍ୟ ପରୀକ୍ଷା ନ କରି ସନ୍ତାନ ଜନ୍ମ ପ୍ରସବ କରାଯାଇଥିବା ଜଣାପଡିଛି । ଉକ୍ତ ସମୟରେ ସେ ଗର୍ଭବତୀ ଥିବା ସତ୍ୱେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରି ଥିଲା । ମୃତ ଗତ ୨୦୨୦ ମସିହା ମାର୍ଚ୍ଚ ମାସରେ ସେ ଆଉ ଏକ କନ୍ୟା ସନ୍ତାନ ଜନ୍ମ କରିଥିବା ବେଳେ ଉକ୍ତ ସନ୍ତାନ ର ପରୀକ୍ଷା କରାଯାଇ ନାହିଁ । ଏଡ୍ସ ରେ ଆକ୍ରାନ୍ତ ହୋଇ ସେ ବିଶାଖାପାଟଣା ତଥା ଆୟୁର୍ବେଦ ଔଷଧ ବ୍ୟବହାର କରୁଥିବା ବେଳେ ଏ ଆର ଟି ଔଷଧ ବ୍ୟବହାର ସେ କିମ୍ବା ତାଙ୍କ ସ୍ତ୍ରୀ ଓ ସନ୍ତାନ ବର୍ତ୍ତମାନ ସୁଦ୍ଧା କରୁନାହାନ୍ତି  ସିନ୍ଧେକେଲା,ଖୋଲାନ,ପରାସରା,ମୁରିବାହାଲ, ମାଲେସିରା ତଥା ଟିଟିଲାଗଡ଼ ସହରାଞ୍ଚଳରେ ଅନେକ ସଂଖ୍ୟାରେ ଏଡସ୍ ଆକ୍ରାନ୍ତ ଚିହ୍ନଟ ହୋଇ ଥିବା ସତ୍ତ୍ୱେ  ଏଆରଟି ଔଷଧ ଜିଲ୍ଲା ସରକାରୀ ଟି. ଆଇ ପ୍ରକଳ୍ପ ଜରୀଆରେ ପ୍ରଦାନ କରା ନ ଯିବା ଯୋଗୁଁ ଏପରି ଆକ୍ରାନ୍ତଙ୍କ ମୃତ୍ୟୁ କ୍ରମାଗତ ଭାବେ ଘଟି ଚାଲିଛି । ସେହିପରି ଟିଟିଲାଗଡ ରେଳଜଙ୍କସନ ଭାରତର ପ୍ରମୁଖ ରେଳ ଜଙ୍କସନ ହୋଇଥିବା ଯୋଗୁଁ ଏହି ଭୁତାଣୁ ସଂକ୍ରମଣ ରେ ରେଡ଼ ଯୋନ ପାଲଟିଥିଲା । ଅନେକ ସଂଖ୍ୟାରେ ଏଚ ଆଇ ଭି ଆକ୍ରାନ୍ତ ପ୍ରସୂତି ସମୟରେ ଦିତୀୟ ସନ୍ତାନ ଜନ୍ମ ପୂର୍ବରୁ ଆକ୍ରାନ୍ତ ଅଛନ୍ତି କି ନାହିଁ ପରୀକ୍ଷା ଫଳ ନ ଦେଖି ପ୍ରସବ କରାଯାଉଛି । ଯାହାକି ବିପଦସଂକୁଳ ଅଟେ ,ସେହିପରି ଏହି ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ହୋଇ ଥିବା ସତ୍ତ୍ୱେ ଏଠି ଏଚ ଆଇ ଭି/ ଏଡ୍ସ ପରୀକ୍ଷଣ ପାଈଁ ଥିବା ଆଇ ସି ଟି ସି କେନ୍ଦ୍ର ବନ୍ଦ ରହିଥିବା ଯୋଗୁଁ ସାଧାରଣ ପରୀକ୍ଷାରୁ ବଞ୍ଚିତ ହୋଇ ରହୁଛନ୍ତି ।

ତୁରନ୍ତ ଏହି କେନ୍ଦ୍ର ଖୋଲିବା ନେଇ ତଥା ଏ ଆର ଟି ଔଷଧରୁ ବଞ୍ଚିତ ଆକ୍ରାନ୍ତଙ୍କୁ କିପରି ଔଷଧ ଯୋଗାଇଦିଆଯିବ ସେ ବ୍ୟବସ୍ଥା କରିବା ନିମନ୍ତେ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026

You Might Also Like