-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
16-Oct-2020
ବଲାଙ୍ଗିର,୧୬ା୧୦ା୨୦୨୦: ବଲାଙ୍ଗିର ଜିଲ୍ଲାରେ ଆଜି ୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ସହରରୁ ୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି..
(୧)..ବଲାଙ୍ଗିର ସହରର ୱାର୍ଡ ନଂ.୨ରୁ-୨, ୫ରୁ-୧, ୯ରୁ-୧, ୧୫ରୁ-୨, ୧୮ରୁ-୨ ଓ ୨୦ରୁ-୧
(୨)..ଆଗଲପୁର ବ୍ଲକ୍ ଭରସୁଜା ଗ୍ରା.ପ.ରୁ-୨ ଜଣ
(୩)..ବଲାଙ୍ଗିର ବ୍ଲକ୍ ଚୁଡ଼ାପାଲି ଗ୍ରା.ପ.ରୁ-୧ ଓ ସଦେଇପାଲି ଗ୍ରା.ପ.ରୁ-୩ ଜଣ
(୪)..ବଙ୍ଗୋମୁଣ୍ଡା ବ୍ଲକ୍ ସିନ୍ଧେକେଲା ଗ୍ରା.ପ.ରୁ-୧, ବଙ୍ଗୋମୁଣ୍ଡା ଗ୍ରା.ପ.ରୁ-୧ ଓ କୁଣ୍ଡାବୁଟୁଲା ଗ୍ରା.ପ.ରୁ-୧
(୫)..ବେଲପଡ଼ା ବ୍ଲକ୍ ନୁନହାଡ଼ ଗ୍ରା.ପ.ରୁ-୨ ଓ ଗମ୍ଭାରୀ ଗ୍ରା.ପ.ରୁ-୨ ଜଣ
(୬)..ଦେଓଗାଁ ବ୍ଲକ୍ ସିକୁଆଁ ଗ୍ରା.ପ.ରୁ-୧ ଓ ଦେଓଗାଁ ଗ୍ରା.ପ.ରୁ-୧
(୭)..ଗୁଡ଼ଭେଲା ବ୍ଲକ୍ ଗୁଡ଼ଭେଲା ଗ୍ରା.ପ.ରୁ-୧ ଓ ରୁଷୁଡ଼ା ଗ୍ରା.ପ.ରୁ-୧
(୮)..ତୁଷୁରା ଏନ୍ଏସି ୱାର୍ଡ ନଂ.୪ରୁ-୧
(୯)..କଣ୍ଟାବାଂଜି ଏନ୍ଏସି ୱାର୍ଡ ନଂ.୭ରୁ-୧, ୨ରୁ-୧, ୩ରୁ-୨, ୧୪ରୁ-୧ ଓ ୯ରୁ-୧
(୧୦)..ଖପ୍ରାଖୋଲ ବ୍ଲକ୍ ତେଲେନପାଲି ଗ୍ରା.ପ.ରୁ-୧, ଲୁହାସିଂହା ଗ୍ରା.ପ.ରୁ-୧ ଓ ଲାଠୋର ଗ୍ରା.ପ.ରୁ-୧
(୧୧)..ଲୋଇସିଂହା ବ୍ଲକ୍ ବାଜିଂପାଲି ଗ୍ରା.ପ.ରୁ-୧ ଓ ଲୋଇସିଂହା ଗ୍ରା.ପ.ରୁ-୧
(୧୨)..ମୁରିବାହାଲ ବ୍ଲକ୍ ଡଙ୍ଗରପଡ଼ା ଗ୍ରା.ପ.ରୁ-୧ ଓ ମୁରିବାହାଲ ଗ୍ରା.ପ.ରୁ-୨
(୧୩)..ପାଟଣାଗଡ଼ ବ୍ଲକ୍ ଲରମ୍ଭା ଗ୍ରା.ପ.ରୁ-୧, ବରପଦର ଗ୍ରା.ପ.ରୁ-୨, ବଥର୍ଲା ଗ୍ରା.ପ.ରୁ-୧, ଉଲ୍ବା ଗ୍ରା.ପ.ରୁ-୧, ପଣ୍ଡାମୁଣ୍ଡା ଗ୍ରା.ପ.ରୁ-୧ ଓ ଭଇଁସା ଗ୍ରା.ପ.ରୁ-୧
(୧୪)..ପାଟଣାଗଡ଼ ଏନ୍ଏସି ୱାର୍ଡ ନଂ.୩ରୁ-୧, ୭ରୁ-୩, ୧୦ରୁ-୧, ୧୨ରୁ-୨
(୧୫)..ପୁଇଁନ୍ତଲା ବ୍ଲକ୍ ବିଲେଇସର୍ଡା ଗ୍ରା.ପ.ରୁ-୧ ଓ ଅଙ୍କରିଆପଦର ଗ୍ରା.ପ.ରୁ-୧
(୧୬)..ସଇଁନ୍ତଲା ବ୍ଲକ୍ ଗଣ୍ଡପତ୍ରାପାଲି ଗ୍ରା.ପ.ରୁ-୫, ସଇଁନ୍ତଲା ଗ୍ରା.ପ.ରୁ-୧, ଧରବଗଡ଼ ଗ୍ରା.ପ.ରୁ-୧ ଓ ବୁଢ଼ାବାହାଲ ଗ୍ରା.ପ.ରୁ-୧
(୧୭)..ଟିଟିଲାଗଡ଼ ବ୍ଲକ୍ ତେନ୍ତୁଳିଖୁଣ୍ଟି ଗ୍ରା.ପ.ରୁ-୧, ସିହିନି ଗ୍ରା.ପ.ରୁ-୧, ମନିଗାଁ ଗ୍ରା.ପ.ରୁ-୨ ଓ ବାନ୍ଧୁପଲା ଗ୍ରା.ପ.ରୁ-୧
(୧୮)..ଟିଟିଲାଗଡ଼ ପୌରାଂଚଳ ୱାର୍ଡ ନଂ.୮ରୁ-୩, ୯ରୁ-୧, ୧୧ରୁ-୧, ୧୨ରୁ-୨ ଓ ୧୪ରୁ-୧
(୧୯)..ତୁରେକେଲା ବ୍ଲକ୍ ଚାଉଲଶୁଖା ଗ୍ରା.ପ.ରୁ-୧
ଆଜି ପର୍ଯ୍ୟନ୍ତ ଜିଲାରେ ୫୭୧୬ ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୯୦୦ ଜଣ ସୁସ୍ଥ ହୋଇଛନ୍ତି । ୭୯୦ ଜଣ ଏକ୍ଟିଭ୍ ଅଛନ୍ତି ।