-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
13-Mar-2021
କୋରାପୁଟ(ପ୍ରେରଣା ଖବର) : କୋରାପୁଟ ନନ୍ଦପୁର କମାରଗୁଡ଼ା ଛକରେ ଦୁର୍ଘଟଣା । ଭାରସାମ୍ୟ ହରାଇ ନାଳକୁ ଖସି ପଡ଼ିଲା କାର । ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଗୁରୁତର ଗୋଟିଏ ପରିବାରର ।
କମାରଗୁଡା ନିକଟରେ କାରଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ନନ୍ଦପୁର ପୋଲିସ ପହଂଚି ଗୁରୁତରଙ୍କୁ ମେଡ଼ିକାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଚଳାଇଛି ।