-+91-9937148622 |

prerana_bgr@rediffmail.com |

  Wednesday 10th June 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬, ଘରେ ଘରେ ପହଞ୍ଚୁଛନ୍ତି ବି. ଏଲ. ଓ    (09-Jun-2026)       ||      ବରଗଡ଼ ରେ ଅଭାବନୀୟ ଘଟଣା ଚିକିତ୍ସା ଅବହେଳାରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ♦️ ବରଗଡ଼ ପୁରୋହିତ ହସ୍ପିଟାଲ ସାମନାରେ ଶବ ରଖି ରାସ୍ତାରୋକ    (09-Jun-2026)       ||      *ଶିକ୍ଷା ସମ୍ମାନରେ ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ସିଦ୍ଧାର୍ଥ ମହାବିଦ୍ୟାଳୟର ଛାତ୍ର ସତ୍ୟନାରାୟଣ ଭୁଏ*   (09-Jun-2026)       ||      OPSC ପରୀକ୍ଷାରେ କପି ଅଭିଯୋଗର ଖୋଳତାଡ଼   (09-Jun-2026)       ||      ବିଜେଡି ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ   (09-Jun-2026)       ||      ଜାତୀୟରାଜପଥ-୨୬ରେ ଟ୍ରକଚାପାରେ ମାଆଝିଅ ମୃତ,ସହରରେ ଶୋକରଛାୟା   (09-Jun-2026)       ||      ଆଲୁମିନିୟମ ତାର ଚୋରୀ ଅଭିଯୋଗରେ ୬ ଜଣ ଗିରଫ ପରେ କୋର୍ଟ ଚାଲାଣ   (09-Jun-2026)       ||      *ପ୍ରତି ଗାଁ ପ୍ରତି ଘର କୁ ଯୋଗ ର ବାର୍ତା ପହଞ୍ଚାଇବା କୁ ପରାମର୍ଶ କଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ*- *ରଘୁନାଥ ଜଗଦଲା*-   (09-Jun-2026)       ||      ଓଜେଇଇ-୨୦୨୬ ପରୀକ୍ଷାରେ ଯୁବୋଦୟ କଲେଜର ଅଭୂତପୂର୍ବ ସଫଳତା   (09-Jun-2026)       ||      ଯୁବ ସମାବେଶ ନେଇ ଆମପାଣି ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରସ୍ତୁତି ବୈଠକ   (09-Jun-2026)       ||      ଭେଡେନ ବ୍ଲକ ବରିଷ୍ଠ ନାଗରିକ ପୁନର୍ଗଠନ   (09-Jun-2026)       ||      ଟ୍ରକ ଚକା ତଳେ ଜୀବନ ଗଲା ♦️ସ୍କୁଟି ରେ ଯାଉଥିବା ମା ଝିଅ ଟ୍ରକ ଚକା ତଳେ ଚାପି ହୋଇ ମୃତ, ଘଟଣାସ୍ଥଳ ରେ ଶୋକାକୁଳ ପରିବେଶ    (09-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା - ବରଗଡ଼ ଏସ.ପିଙ୍କ ଅଧ୍ୟକ୍ଷତା ରେ ବୈଠକ ।   (09-Jun-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୨୭ଟି ଦରଖାସ୍ତ ଗ୍ରହଣ   (09-Jun-2026)       ||      ସ୍ୱର୍ଗତ ଅବନୀ ମୋହନ ଥିଲେ ତ୍ୟାଗ ଓ ଆଦର୍ଶର ପ୍ରତୀକ♦️ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଅବନୀମୋହନ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିଙ୍କ ମତ    (09-Jun-2026)       ||      ଏସ ଆଇ ଏଚ ଏମ୍ ରେ ନାମ ଲେଖାଇଲେ ୩ ଜଣ ଛାତ୍ରଛାତ୍ରୀ।   (08-Jun-2026)       ||      ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ପଠାଇଲେ ରେଡକ୍ରସ ସ୍ବେଛାସେବୀ ସତ୍ୟନାରାୟଣ    (08-Jun-2026)       ||      ବଡ଼ଚଣା ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (08-Jun-2026)       ||      ବାଲିଗୁଡା ଆଇ ଟି ଡି ଏ  ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ  ପୁଳାପୁଳା ସମ୍ପତ୍ତି ଠାବ କଲା ଭିଜିଲାନ୍ସ   (08-Jun-2026)       ||      ଲୁହୁରେନ ପାଲି ଗାଁ ର ଲୋକଙ୍କ ସମସ୍ୟା ଶୁଣିଲେ ନରସିଂହ    (08-Jun-2026)       ||     

HOME   ଶି‍କ୍ଷା ଓ ନିଯୁକ୍ତି

ବିକାଶ ନର୍ସିଂ କଲେଜ ର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ “ଅଭ୍ୟୂଦୟ” ଶୀର୍ଷକ ଇଣ୍ଡକ୍ସନ୍ ଏଣ୍ଡ୍ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ

10-Mar-2021



ବରଗଡ଼: ବିକାଶ ଶିକ୍ଷାସମୂହ ରେ ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ ପ୍ରଥମ କରି ଆରମ୍ଭ ହୋଇଥିବା ବିକାଶ ନର୍ସିଂ କଲେଜ ର ବି.ଏସ୍‌ସି. (ନର୍ସିଂ) ଏବଂ ଏ.ଏନ୍‌.ଏମ୍‌. ପାଠ୍ୟକ୍ରମ ଛାତ୍ରଛାତ୍ରୀ ଙ୍କ ପାଇଁ ୯ମାର୍ଚ୍ଚ ରୁ ୧୩ ମାର୍ଚ୍ଚ ପର୍ଯ୍ୟନ୍ତ ୫ ଦିନିଆ ଇଣ୍ଡକ୍ସନ୍ ଏଣ୍ଡ୍ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ “ଅଭ୍ୟୂଦୟ” ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିକାଶ ଗ୍ରୁପ୍ ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଜି.ଭାସ୍କର ରାଓ, ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀ ଡି.ନାଗେଶ୍ୱର ରାଓ ପ୍ରମୁଖ ଯୋଗଦାନ କରି ସମାଜରେ ନର୍ସିଂ ଶିକ୍ଷା ଓ ସେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହିତ ଚଳିତ କୋଭିଡ୍ ମହାମାରୀରେ ନର୍ସ୍ ମାନଙ୍କ ସେବା କୁ ଭୂୟସୀ ପ୍ରଶଂସା କରିଥିଲେ । ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା ବିକାଶ ଅନୁଷ୍ଠାନର ଏହି ପାଠ୍ୟକ୍ରମକୁ ଆଗାମୀ ଦିନରେ ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ବରଦାନ ହେବ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିକାଶ ନର୍ସିଂ କଲେଜ ବରଗଡ଼ ଓ ଭବାନୀପାଟଣା ଶାଖାର ଉପାଧ୍ୟକ୍ଷା ମାନଙ୍କ ସମେତ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ୍ ର ନର୍ସିଂ ବିଭାଗୀୟ ମୁଖ୍ୟମାନେ ତଥା ବିକାଶ ଗ୍ରୁପ୍‌, ବରଗଡ଼ର ସମସ୍ତ ଶାଖାର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଏଡ୍‌ମିନିଷ୍ଟ୍ରେଟର୍ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ର ସମସ୍ତ ଦିନ ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ଙ୍କ ପାଇଁ ବୃତିଗତ ଅଧିବେଶନ ହେବା ସହ ଦ୍ୱିତୀୟ ପର୍ଯ୍ୟାୟରେ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ୍ ର ବିଭିନ୍ନ ବିଭାଗ ର ପରିଦର୍ଶନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬, ଘରେ ଘରେ ପହଞ୍ଚୁଛନ୍ତି ବି. ଏଲ. ଓ   09-Jun-2026
  ରାଜ୍ୟ  
ବରଗଡ଼ ରେ ଅଭାବନୀୟ ଘଟଣା ଚିକିତ୍ସା ଅବହେଳାରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ♦️ ବରଗଡ଼ ପୁରୋହିତ ହସ୍ପିଟାଲ ସାମନାରେ ଶବ ରଖି ରାସ୍ତାରୋକ   09-Jun-2026
  ଜିଲ୍ଲା  
*ଶିକ୍ଷା ସମ୍ମାନରେ ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ସିଦ୍ଧାର୍ଥ ମହାବିଦ୍ୟାଳୟର ଛାତ୍ର ସତ୍ୟନାରାୟଣ ଭୁଏ*   09-Jun-2026
  ଜିଲ୍ଲା  
OPSC ପରୀକ୍ଷାରେ କପି ଅଭିଯୋଗର ଖୋଳତାଡ଼   09-Jun-2026
  ଜିଲ୍ଲା  
ବିଜେଡି ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ   09-Jun-2026
  ଜିଲ୍ଲା  
ଜାତୀୟରାଜପଥ-୨୬ରେ ଟ୍ରକଚାପାରେ ମାଆଝିଅ ମୃତ,ସହରରେ ଶୋକରଛାୟା   09-Jun-2026
  ଜିଲ୍ଲା  
ଆଲୁମିନିୟମ ତାର ଚୋରୀ ଅଭିଯୋଗରେ ୬ ଜଣ ଗିରଫ ପରେ କୋର୍ଟ ଚାଲାଣ   09-Jun-2026
  ଜିଲ୍ଲା  
*ପ୍ରତି ଗାଁ ପ୍ରତି ଘର କୁ ଯୋଗ ର ବାର୍ତା ପହଞ୍ଚାଇବା କୁ ପରାମର୍ଶ କଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ*- *ରଘୁନାଥ ଜଗଦଲା*-   09-Jun-2026
  ଜିଲ୍ଲା  
ଓଜେଇଇ-୨୦୨୬ ପରୀକ୍ଷାରେ ଯୁବୋଦୟ କଲେଜର ଅଭୂତପୂର୍ବ ସଫଳତା   09-Jun-2026
  ଜିଲ୍ଲା  
ଯୁବ ସମାବେଶ ନେଇ ଆମପାଣି ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରସ୍ତୁତି ବୈଠକ   09-Jun-2026
  ଜିଲ୍ଲା  
ଭେଡେନ ବ୍ଲକ ବରିଷ୍ଠ ନାଗରିକ ପୁନର୍ଗଠନ   09-Jun-2026
  ଜିଲ୍ଲା  
ଟ୍ରକ ଚକା ତଳେ ଜୀବନ ଗଲା ♦️ସ୍କୁଟି ରେ ଯାଉଥିବା ମା ଝିଅ ଟ୍ରକ ଚକା ତଳେ ଚାପି ହୋଇ ମୃତ, ଘଟଣାସ୍ଥଳ ରେ ଶୋକାକୁଳ ପରିବେଶ   09-Jun-2026

You Might Also Like

           
  ଶି‍କ୍ଷା ଓ ନିଯୁକ୍ତି  

୯୩% ମାର୍କ ରଖ୍ ସଫଳତା ପାଇଲେ ସନ୍ଦୀପ

           
  ଶି‍କ୍ଷା ଓ ନିଯୁକ୍ତି  

ଆଜିଠାରୁ ହେବ ସକାଳୁଆ ସ୍କୁଲ