-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
06-Mar-2021
ପାଟଣାଗଡ଼ (ଗୋରେଖନାଥ ବରିହା): ଲରମ୍ଭା ଥାନା ଚଙ୍ଗରିଆ ଗ୍ରାମ ର ସବ୍ୟସାଚୀ ବାଗ( ୫୪ ) ବିବାହ ଘର ପାଟଣାଗଡ଼ ଥାନା ବଲିଆଭଟା ଗ୍ରାମ କୁ ଯାଉଥିବା ବେଳେ ଆଜି ସନ୍ଧ୍ୟା ୪ ଟା ରେ ବଲିଆଭଟା ସ୍ଥିତ ବ୍ରିଜ ପାଖରେ ବାଇକ୍ ଭାରସାମ୍ୟ ହରାଇ ବାଇକ୍ ରୁ ଛିଟିକି ପଡ଼ିଯାଇଥିଲେ । ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଆହତ ଅବସ୍ଥାରେ ଉଦ୍ଧାର କରି ପାଟଣାଗଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡିଛି । ତାଙ୍କର ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ମୂଖ୍ୟ ଡାକ୍ତର ଖାନାକୁ ପଠାଇ ଦିଆଯାଇଥିବା ଜଣାପଡିଛି