-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
15-Oct-2020
ଗଞ୍ଜାମ ଗଜପତି ସୀମାନ୍ତ ଉଷ୍ଣପ୍ରସାବଣ ତପ୍ତପାଣି ନିକଟ ପାଳୁଖୋଳା ୟୁ ସ୍ପଟ ଟର୍ନ ରୁ ତଳକୁ ଖସିଲା ବସ ।ଭୁବନେଶ୍ୱର ହାଇଟେକ କଲେଜ ର ବୋଲି ବୋଲି ସୂଚନା ।ଗଜପତି ଜିଲ୍ଲା ଚାନ୍ଦିପୁଟ ରୁ 60 ଜଣ ଛାତ୍ରଛାତ୍ରୀ ଙ୍କୁ ନେଇ ଭୁବନେଶ୍ୱର ଯାଉଥିଲା ବସ ।ଘଟଣା ସ୍ଥଳରେ ପାଟପୁର ପୋଲିସ , ଆମ୍ବୁଲାନ୍ସ , ଏବଂ ଅଗ୍ନିଶମ ବିଭାଗ ପହଂଚିବା ପାଇଁ ଚେଷ୍ଟା ଜାରି ।ଅନୁମାନିକ20 ଜଣ ଛାତ୍ରଛାତ୍ରୀ ଆହତ ।ଗୁରୁତର ଏବଂ ଗାଡି ଡ୍ରାଇଭର ହେଲ୍ପର ସଂଖ୍ୟା ରାତି ରେ ଜଣା ପଡୁନାହିଁ।ଦୁର୍ଘଟଣା ର କାରଣ ଅଶ୍ୱଷ୍ଟ ।