-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
05-Mar-2021
ବଲାଙ୍ଗିର(ସନ୍ତୋଷ କୁମାର ଠାକୁର) : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର । ବଲାଙ୍ଗିର ଟାଉନ୍ ଥାନା ଗେଟ୍ ସରୋବର ପଡାରୁ ମିଳିଛି ସନ୍ଦେହଜନକ ମୃତଦେହ । ହତ୍ୟା ପରେ ମୃତ ଶରୀରର ବେଡ ସିଟ୍ ଗୋଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ଅନୁମାନ । ମୃତକଙ୍କ ପରିଚୟ ମିଳିନଥିବା ବେଳେ ସେ ପଶ୍ଚିମବଙ୍ଗରୁ ଆସି ରାଜମିସ୍ତ୍ରୀ ଭାବରେ କାମ କରୁଥିଲେ ।
ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ସହ ରହୁଥିବା ୫ରୁ ୬ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।