-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
02-Mar-2021
ବ୍ରହ୍ମପୁର,(କୁମୁଦ ଚନ୍ଦ୍ର ବେହେରା): କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଯନ୍ତ୍ରୀ ନାଗେଶ୍ୱର ସେନାପତିଙ୍କ ବାସଭବନ ସମେତ ୬ ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ
ନାବେଶ୍ୱର ଗଜପତି ଜିଲ୍ଲା ରାୟଗଡା ବ୍ଳକ୍ ରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କର ପାରଳାଖେମୁଣ୍ଡି ଜଗନ୍ନାଥ ବିହାର, କାଶୀନଗର ଅନ୍ତର୍ଗତ ମିନିଗାଆଁ ଠାରେ ଥିବା ଇଟା ୟୁନିଟ୍, ବ୍ରହ୍ମପୁରର ସଂପର୍କୀୟ ରାମଚନ୍ଦ୍ର ପାତ୍ରଙ୍କ ଘର, ଶେରଗଚ ବ୍ଳକ୍ ଅନ୍ତର୍ଗତ କୁଲାଗଡ, ରାୟଗଡ ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ ସମେତ ଏକକାଳୀନ ୬ ଟି ସ୍ଥାନରେ ଚଢଉ ଚାଲିଥିବା ସୂଚନା ମିଳିଛି ।