-+91-9937148622 |

prerana_bgr@rediffmail.com |

  Friday 9th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   (09-Oct-2026)       ||      *ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ    (08-Oct-2026)       ||      ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   (08-Oct-2026)       ||      ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   (08-Oct-2026)       ||      ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   (08-Oct-2026)       ||      ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   (08-Oct-2026)       ||      ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Oct-2026)       ||      ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   (08-Oct-2026)       ||      ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   (08-Oct-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ    (08-Oct-2026)       ||      ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ    (08-Oct-2026)       ||      ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   (08-Oct-2026)       ||      କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   (08-Oct-2026)       ||      ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ    (08-Oct-2026)       ||      ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   (08-Oct-2026)       ||     

HOME   ଜିଲ୍ଲା

ଓ୍ୱାର୍ଡର ଓ୍ୱାର୍ଡର ମାର୍‌ପିଟ୍‌ ଘଟଣା : ଜଣେ ଓ୍ୱାର୍ଡର ନିଲମ୍ବିତ

01-Mar-2021



ସମ୍ବଲପୁର(ପ୍ରେରଣା ଖବର) : ଶନିବାର ପ୍ରାୟ ୬ଟା ୩୦ ସମୟରେ ସମ୍ବଲପୁର ମଣ୍ଡଳ କାରାଗାରରେ ଓ୍ୱାର୍ଡର ଓ୍ୱାର୍ଡର ମଧ୍ୟରେ ମୁକାବିଲା ଘଟଣାରେ ଜଣେ ଓ୍ୱାର୍ଡରଙ୍କୁ ଧନୁପାଲି ପୁଲିସ ଶନିବାର ଅଟକ ରଖିଥିଲା। ଏହି ଘଟଣା ଏବେ ନୂଆ ମୋଡ଼ ନେଇଛି। ରବିବାର ଅଭିଯୁକ୍ତ ଅଶୋକ ଥାଟିକୁ ଧନୁପାଲି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପଟେ ଅଶୋକକୁ ଚାକିରିରୁ ନିଲମ୍ବନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଶନିବାର ପ୍ରାୟ ୬ଟା ୩୦ ସମୟରେ ଅଶୋକ ଥାଟି ନାମକ ଓ୍ୱାର୍ଡର ଡ୍ୟୁଟି ରେଜିଷ୍ଟର ଦେଖିବି ବୋଲି ବାହାନା କରି ଗେଟ୍‌ ପାଖକୁ ଆସିଥିଲେ। ଆଉ ପାଟିତୁଣ୍ଡ କରିଥିଲେ। ଏହାପରେ ହଠାତ୍‌ ଅଶୋକ ଜେଲର୍‌ ଅଫିସ୍‌କୁ ଧସେଇ ପଶିବାକୁ ଚେଷ୍ଟା କରିଥିଲା। ତେବେ ଗେଟ୍‌ ପାଖରେ ଥିବା ଓ୍ୱାର୍ଡର ଓ ଗେଟ୍‌ ମଦର ତାଙ୍କୁ ବାଧା ଦେଇଥିଲେ ଏବଂ କାହିଁକି ଏଭଳି ହେଉଛ ବୋଲି ବୁଝାଇଥିଲେ। କିନ୍ତୁ ସେ ସେମାନଙ୍କୁ ଧକ୍କା ଦେଇ ଜେଲର୍‌ଙ୍କ କାର୍ଯ୍ୟାଳୟ ଆଡ଼କୁ ପ୍ରବେଶ କରିବାକୁ ମାଡ଼ି ଆସିଥିଲା। ସେଠାରେ ଡ୍ୟୁଟି କରୁଥିବା ଦୁଇ ଓ୍ୱାର୍ଡର ପ୍ରକାଶ ଚନ୍ଦ୍ର ନାୟକ ଓ ସୁଦିପ୍ତ ସାହୁ ଏବଂ ଆସିଷ୍ଟାଣ୍ଟ ଜେଲର୍‌ ପ୍ରଫୁଲ୍ଲ କୁମାର ଜେନା ତାଙ୍କୁ ବାଧା ଦେଇଥିଲେ। ଏହାପରେ ସେ ଜେଲର୍‌ଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରୁ ମାରି ଦେବି ବୋଲି ଧମକ ଦେଇଥିଲା। ତାଙ୍କୁ ଅଟକାଇ ଥିବା ଓ୍ୱାର୍ଡରଙ୍କୁ ମାରିବାକୁ ଉଦ୍ୟମ କରୁଥିବା ସମୟରେ ଜେଲର୍‌ ଅଶୋକକୁ ବିରୋଧ କରିବାରୁ ଅଶୋକ ତାଙ୍କୁ ମାରିବାକୁ ଉଦ୍ୟମ କରିଥିଲା। ସେଠାରେ ଥିବା ଓ୍ୱାର୍ଡର ଓ ଅନ୍ୟ ଅଧିକାରୀମାନେ ତାକୁ ସେଠାରୁ ବାହାରକୁ ନେଇଯାଇଥିଲେ।ବାହାରକୁ ନେବା ସମୟରେ କାହିଁକି ଏଭଲି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛ ବୋଲି କହିବାରୁ ଆସିଷ୍ଟାଣ୍ଟ ଜେଲର୍‌ ପ୍ରଫୁଲ୍ଲ କୁମାର ଜେନାଙ୍କୁ ଅଶୋକ ଆକ୍ରମଣ କରି ତାଙ୍କ ମୁହଁ ଫଟାଇ ଦେଇଥିଲା। ତାଙ୍କୁ ଡାକ୍ତରଖାନା ପଠାଯିବା ପରେ ଜେଲ୍‌ର ଅଧୀକ୍ଷକ ଧନୁପାଲି ଥାନାରେ ଅଶୋକ ବିରୋଧରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅଶୋକକୁ ରାତିରେ ଅଟକ ରଖିଥିଲା। ରବିବାର ତାକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ତେବେ ଅଶୋକ ଗତ ୮ ବର୍ଷ ଭିତରେ ଏଭଳି ବିଶୃଙ୍ଖଳା କେବେ କରି ନଥିବା ଜେଲର୍‌ କହିଥିବା ସମୟରେ ଅଶୋକ ମଦ ପିଇ ଏଭଳି କାଣ୍ଡ ଘଟାଇଥିବା ଚର୍ଚ୍ଚା ହେଉଛି। ତେବେ ଏହି ଘଟଣାରେ ଜେଲ୍‌ ୱାର୍ଡର ଅଶୋକକୁ ଜେଲ୍‌ ଅଧୀକ୍ଷକ ନିଲମ୍ବନ କରାଯାଇଥିବା ଜଣା ପଡ଼ିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   09-Oct-2026
  ଜିଲ୍ଲା  
*ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ   08-Oct-2026
  ଜିଲ୍ଲା  
ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   08-Oct-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   08-Oct-2026
  ଜିଲ୍ଲା  
ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   08-Oct-2026
  ଜିଲ୍ଲା  
ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   08-Oct-2026
  ଜିଲ୍ଲା  
ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   08-Oct-2026

You Might Also Like