-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
28-Feb-2021
ସମ୍ବଲପୁର(ପ୍ରେରଣା ଖବର): ସମ୍ବଲପୁର ସର୍କଲ ଜେଲ୍ରେ ୨ ସହକର୍ମୀଙ୍କୁ ଜଣେ ଓ୍ୱାର୍ଡର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗତକାଲି ବଚସା ପରେ ନିଶାସକ୍ତ ଅବସ୍ଥାରେ ଓ୍ୱାର୍ଡର ୨ ସହକର୍ମୀଙ୍କୁ ବାଡ଼େଇ ଥିବା ଅଭିଯୋଗ ହୋଇଛି।
ଧନୁପାଲି ଥାନାରେ ଜେଲ୍ କର୍ତ୍ତୃପକ୍ଷଙ୍କ ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି। ଅଭିଯୋଗ ପରେ ସମ୍ପୃକ୍ତ ଜେଲ୍ ଓ୍ୱାର୍ଡର ଅଶୋକ ଥାଟିଙ୍କୁ ପୋଲିସ୍ ଅଟକ ରଖିଛି।