-+91-9937148622 |

prerana_bgr@rediffmail.com |

  Thursday 6th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||      ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (05-Aug-2026)       ||      ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି    (05-Aug-2026)       ||      ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   (05-Aug-2026)       ||      ବରଗଡ଼ରେ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ   (05-Aug-2026)       ||      *ସୋନପୁର ଡାକ୍ତରଖାନାରେ ଚିକିତ୍ସା ଅବହେଳା ରୁ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ ଘଟଣା*- *ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧ ରେ ଏସପି ଓ ସିଡିଏମଓ ଙ୍କୁ ଭେଟିଲେ ସାମ୍ବାଦିକ*- .   (05-Aug-2026)       ||      ସ୍ୱାଧୀନତା ଦିବସ-୨୦୨୬ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   (05-Aug-2026)       ||      ଓଡିଶା ଭରସା ଲେପ୍ରା ପ୍ରୋଜେକ୍ଟ ତରଫରୁ ପୋଷଣ ଖାଦ୍ୟ ବଣ୍ଟନ   (05-Aug-2026)       ||      ବିନିକା ବ୍ଲକ ଓ ନଗର କଂଗ୍ରେସର ସାଙ୍ଗଠନିକ ବୈଠକ   (05-Aug-2026)       ||      ମୁଦିପଡ଼ାରେ ପ୍ରଶାସନର ମିଳିତ ଉଚ୍ଛେଦ ଓ ସଫେଇ ଅଭିଯାନ: ଡ୍ରେନ୍‌ରୁ ଜବରଦଖଲ ହଟିବା ସହ ଜଳନିଷ୍କାସନ ବ୍ୟବସ୍ଥା ସୁଦୃଢ଼   (05-Aug-2026)       ||      ଓଏସଆରଟିସି (OSRTC) ସମ୍ବଲପୁର ଡିଭିଜନ ପକ୍ଷରୁ ସମ୍ବଲପୁର-ବିଶାଖାପାଟଣା ମଧ୍ୟରେ ନୂତନ ସିଧାସଳଖ ବସ୍ ସେବା ଆରମ୍ଭ   (05-Aug-2026)       ||      * *ଜିଲ୍ଲା ସ୍ତରୀୟ ଆଣ୍ଟି ଡେଙ୍ଗୁ ମାସ ଓ ଭେକ୍ଟର ବାହିତ ରୋଗ ଟାସ୍କ ଫୋର୍ସ ଉପରେ ସମୀକ୍ଷା ବୈଠକ*- -   (05-Aug-2026)       ||      *ବିଶ୍ବ ଯେତେବେଳେ ବି ଦିଗହରା ହୋଇଛି ବ୍ରାହ୍ମଣ ସମାଜ ର ହିଁ ମାର୍ଗଦର୍ଶନ ଲୋଡିଛି*- *ବକ୍ତା*-   (05-Aug-2026)       ||      ଲାଞ୍ଚ ଗ୍ରହଣ ଅଭିଯୋଗରେ ବରିଷ୍ଠ ରାଜସ୍ୱ ସହାୟକ ନିଲମ୍ବିତ   (05-Aug-2026)       ||      ସେବା,ସହଯୋଗ ଓ ମାନବିକତାର ବାର୍ତ୍ତା ନେଇ ଆରମ୍ଭ ହେଲା ଜୁନିଅର ରେଡ଼କ୍ରସ ତାଲିମ ଶିବିର"   (04-Aug-2026)       ||      କୁଷ୍ଠ ରୋଗ ଚି଼ହ୍ନଟି କରଣ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ   (04-Aug-2026)       ||      *ସୋନପୁର ଠାରେ ହାପ୍ ଡେଲି ଷ୍ଟୋର ର ଶୁଭ ଉଦ୍ଘାଟନ*-   (04-Aug-2026)       ||     

HOME   ରାଜ୍ୟ

ମନ୍ତ୍ରୀଙ୍କ ସରକରୀ ପୋଷ୍ଟରରେ ସ୍ଵାମୀଙ୍କ ଫାଟୋ

14-Oct-2020



ନବୀନ ପଟ୍ଟନାୟକଙ୍କ ପଂଚମ ପାଳିର ସରକାରରେ କ୍ୟାବିନେଟ୍ ପାହ୍ୟାରେ ସାମିଲ ହୋଇଥିବା ଏକମାତ୍ର ମହିଳା ମନ୍ତ୍ରୀ ଟୁକୁନି ସାହୁ ୨୦୧୯ ମେ’ ୨୯ତାରିଖରେ ଈଶ୍ୱରଙ୍କୁ ସାକ୍ଷୀ ରଖି ନେଇଥିବା ଶପଥକୁ ବୋଧହୁଏ ଭୁଲିଯାଇଛନ୍ତି। ଯେଉଁଥିପାଇଁ ସରକାରୀ ପୋଷ୍ଟରରେ ନିଜର ଦିବଂଗତ ସ୍ୱାମୀଙ୍କ ଫଟୋଚିତ୍ରକୁ ସାମିଲ କରିବାକୁ ପଛାଇ ନାହାନ୍ତି। ଆଉ ମନ୍ତ୍ରୀଙ୍କ ଏହି ପୋଷ୍ଟରକୁ ବିଜେଡି ମହିଳା ୱିଙ୍ଗ୍ ମଧ୍ୟ ଶେୟାର କରି ସେହି ତ୍ରୁଟି ଉପରେ ପରଦା ଘୋଡ଼ାଇ ଦେଇଥିବା ଜଣାପଡ଼ିଛି!!ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ, ସାର୍ବଜନୀନ ଜୀବନରେ ଜଣେ କ୍ୟାବିନେଟ ମନ୍ତ୍ରୀ ସରକାରୀ ଲୋଗୋ ସହ ନିଜ ସ୍ୱାମୀଙ୍କ ଫଟୋଚିତ୍ରକୁ ସାମିଲ କରିବା ଉଚିତ୍ ନୁହେଁ। ମନ୍ତ୍ରୀ ଶ୍ରୀମତୀ ସାହୁ ଯଦି ଦଳୀୟ ଲୋଗୋ ରଖି ନିଜ ସ୍ୱାମୀଙ୍କ ଫଟୋଚିତ୍ର ସମ୍ବଳିତ ପୋଷ୍ଠରକୁ ପୋଷ୍ଟ କରିଥାନ୍ତେ ହୁଏତ ତାହା ଶୋଭନୀୟ ହୋଇଥାନ୍ତା। ଓଡ଼ିଶା ରାଜ୍ୟର ମନ୍ତ୍ରୀ ଭାବେ ନିଜର କର୍ତ୍ତବ୍ୟକୁ ଶ୍ରଦ୍ଧା ଓ ଶୁଦ୍ଧ ଅନ୍ତଃକରଣରେ ନିର୍ବାହ କରିବେ ଏବଂ ବିନା ଭୟ ବା ପକ୍ଷପାତରେ,ଅନୁରାଗ ବା ଦ୍ୱେଷରେ ସବୁପ୍ରକାରର ଲୋକଙ୍କ ପ୍ରତି ସମ୍ବିଧାନ ଓ ବିଧି ଅନୁସାରେ ନ୍ୟାୟ କରିବେ ବୋଲି ଶପଥ ପାଠ କରିଥିବା ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ଏସବୁକୁ ପାଳନ କରିବା ମଧ୍ୟ ତାଙ୍କର ନୈତିକ କର୍ତ୍ତବ୍ୟ ବୋଲି ଚର୍ଚ୍ଚା ହେଉଛି! ମନ୍ତ୍ରୀଙ୍କ ଏହି ପୋଷ୍ଠରକୁ ବିଜେଡି ମହିଳା ୱିଙ୍ଗ ମଧ୍ୟ ନିଜସ୍ୱ ପେଜରେ ଶେୟାର କରିବାକୁ ପଛାଇ ନାହିଁ। ବିଜେଡିର ନିଜସ୍ୱ ଆଇଟି ୱିଙ୍ଗ ଥିବାବେଳେ ସରକାରୀ ଓ ବେସରକାରୀ ଲୋଗୋ କେଉଁଠି କେମିତି ଉପଯୋଗ ହୁଏ ତାହା ଯାଂଚ କରାଯାଇପାରନ୍ତା ବୋଲି ମତ ସାଧାରଣରେ ପ୍ରକାଶ ପାଇଛି। ତେବେ ପ୍ରଶ୍ନ ଉଠୁଛି, ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ଓ ସରକାରୀ ଲୋଗୋ ଥାଇ ମନ୍ତ୍ରୀ ଶ୍ରୀମତୀ ସାହୁ ତାଙ୍କ ଦିବଂଗତ ସ୍ୱାମୀଙ୍କ ଫଟୋଚିତ୍ରକୁ ଏହି ପୋଷ୍ଟରରେ ରଖିଲେ କାହିଁକି। ରାଜ୍ୟ ପ୍ରତି ଦିବଂଗତ ଶ୍ରୀ ସାହୁଙ୍କ ଅବଦାନ କ’ଣ ରହିଛି। ଯେଉଁଥିପାଇଁ ତାଙ୍କୁ ସରକାରୀ ପୋଷ୍ଠରରେ ସାମିଲ କରିବାକୁ ବି ଶ୍ରୀମତୀ ସାହୁ ପଛାଇ ନାହାନ୍ତି!! ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ, ସାର୍ବଜନୀନ ଜୀବନରେ ଜଣେ କ୍ୟାବିନେଟ ମନ୍ତ୍ରୀ ସରକାରୀ ଲୋଗୋ ସହ ନିଜ ସ୍ୱାମୀଙ୍କ ଫଟୋଚିତ୍ରକୁ ସାମିଲ କରିବା ଉଚିତ୍ ନୁହେଁ। ମନ୍ତ୍ରୀ ଶ୍ରୀମତୀ ସାହୁ ଯଦି ଦଳୀୟ ଲୋଗୋ ରଖି ନିଜ ସ୍ୱାମୀଙ୍କ ଫଟୋଚିତ୍ର ସମ୍ବଳିତ ପୋଷ୍ଠରକୁ ପୋଷ୍ଟ କରିଥାନ୍ତେ ହୁଏତ ତାହା ଶୋଭନୀୟ ହୋଇଥାନ୍ତା। ଓଡ଼ିଶା ରାଜ୍ୟର ମନ୍ତ୍ରୀ ଭାବେ ନିଜର କର୍ତ୍ତବ୍ୟକୁ ଶ୍ରଦ୍ଧା ଓ ଶୁଦ୍ଧ ଅନ୍ତଃକରଣରେ ନିର୍ବାହ କରିବେ ଏବଂ ବିନା ଭୟ ବା ପକ୍ଷପାତରେ,ଅନୁରାଗ ବା ଦ୍ୱେଷରେ ସବୁପ୍ରକାରର ଲୋକଙ୍କ ପ୍ରତି ସମ୍ବିଧାନ ଓ ବିଧି ଅନୁସାରେ ନ୍ୟାୟ କରିବେ ବୋଲି ଶପଥ ପାଠ କରିଥିବା ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ଏସବୁକୁ ପାଳନ କରିବା ମଧ୍ୟ ତାଙ୍କର ନୈତିକ କର୍ତ୍ତବ୍ୟ ବୋଲି ଚର୍ଚ୍ଚା ହେଉଛି !!


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   06-Aug-2026
ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   05-Aug-2026
  ଜିଲ୍ଲା  
ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା   05-Aug-2026
  ଜିଲ୍ଲା  
ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର   05-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    05-Aug-2026
  ଜିଲ୍ଲା  
ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି   05-Aug-2026
  ଜିଲ୍ଲା  
ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   05-Aug-2026
  ଜିଲ୍ଲା  
ବରଗଡ଼ରେ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ   05-Aug-2026
  ଜିଲ୍ଲା  
*ସୋନପୁର ଡାକ୍ତରଖାନାରେ ଚିକିତ୍ସା ଅବହେଳା ରୁ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ ଘଟଣା*- *ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧ ରେ ଏସପି ଓ ସିଡିଏମଓ ଙ୍କୁ ଭେଟିଲେ ସାମ୍ବାଦିକ*- .   05-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ-୨୦୨୬ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   05-Aug-2026
  ଜିଲ୍ଲା  
ଓଡିଶା ଭରସା ଲେପ୍ରା ପ୍ରୋଜେକ୍ଟ ତରଫରୁ ପୋଷଣ ଖାଦ୍ୟ ବଣ୍ଟନ   05-Aug-2026
  ଜିଲ୍ଲା  
ବିନିକା ବ୍ଲକ ଓ ନଗର କଂଗ୍ରେସର ସାଙ୍ଗଠନିକ ବୈଠକ   05-Aug-2026

You Might Also Like