-+91-9937148622 |

prerana_bgr@rediffmail.com |

  Thursday 6th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||      ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (05-Aug-2026)       ||      ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି    (05-Aug-2026)       ||      ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   (05-Aug-2026)       ||      ବରଗଡ଼ରେ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ   (05-Aug-2026)       ||      *ସୋନପୁର ଡାକ୍ତରଖାନାରେ ଚିକିତ୍ସା ଅବହେଳା ରୁ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ ଘଟଣା*- *ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧ ରେ ଏସପି ଓ ସିଡିଏମଓ ଙ୍କୁ ଭେଟିଲେ ସାମ୍ବାଦିକ*- .   (05-Aug-2026)       ||      ସ୍ୱାଧୀନତା ଦିବସ-୨୦୨୬ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   (05-Aug-2026)       ||      ଓଡିଶା ଭରସା ଲେପ୍ରା ପ୍ରୋଜେକ୍ଟ ତରଫରୁ ପୋଷଣ ଖାଦ୍ୟ ବଣ୍ଟନ   (05-Aug-2026)       ||      ବିନିକା ବ୍ଲକ ଓ ନଗର କଂଗ୍ରେସର ସାଙ୍ଗଠନିକ ବୈଠକ   (05-Aug-2026)       ||      ମୁଦିପଡ଼ାରେ ପ୍ରଶାସନର ମିଳିତ ଉଚ୍ଛେଦ ଓ ସଫେଇ ଅଭିଯାନ: ଡ୍ରେନ୍‌ରୁ ଜବରଦଖଲ ହଟିବା ସହ ଜଳନିଷ୍କାସନ ବ୍ୟବସ୍ଥା ସୁଦୃଢ଼   (05-Aug-2026)       ||      ଓଏସଆରଟିସି (OSRTC) ସମ୍ବଲପୁର ଡିଭିଜନ ପକ୍ଷରୁ ସମ୍ବଲପୁର-ବିଶାଖାପାଟଣା ମଧ୍ୟରେ ନୂତନ ସିଧାସଳଖ ବସ୍ ସେବା ଆରମ୍ଭ   (05-Aug-2026)       ||      * *ଜିଲ୍ଲା ସ୍ତରୀୟ ଆଣ୍ଟି ଡେଙ୍ଗୁ ମାସ ଓ ଭେକ୍ଟର ବାହିତ ରୋଗ ଟାସ୍କ ଫୋର୍ସ ଉପରେ ସମୀକ୍ଷା ବୈଠକ*- -   (05-Aug-2026)       ||      *ବିଶ୍ବ ଯେତେବେଳେ ବି ଦିଗହରା ହୋଇଛି ବ୍ରାହ୍ମଣ ସମାଜ ର ହିଁ ମାର୍ଗଦର୍ଶନ ଲୋଡିଛି*- *ବକ୍ତା*-   (05-Aug-2026)       ||      ଲାଞ୍ଚ ଗ୍ରହଣ ଅଭିଯୋଗରେ ବରିଷ୍ଠ ରାଜସ୍ୱ ସହାୟକ ନିଲମ୍ବିତ   (05-Aug-2026)       ||      ସେବା,ସହଯୋଗ ଓ ମାନବିକତାର ବାର୍ତ୍ତା ନେଇ ଆରମ୍ଭ ହେଲା ଜୁନିଅର ରେଡ଼କ୍ରସ ତାଲିମ ଶିବିର"   (04-Aug-2026)       ||      କୁଷ୍ଠ ରୋଗ ଚି଼ହ୍ନଟି କରଣ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ   (04-Aug-2026)       ||     

HOME   ଜିଲ୍ଲା

ପ୍ରସ୍ଫୁଟିତ ହେବା ପାଇଁ ପ୍ରୋତ୍ସାହନ ଅପେକ୍ଷା ରେ ଉଦୟମାନ ଯୁବ ଗାୟକ

13-Oct-2020



 

 

କୋକସରା
ତା -୧୩/୧୦/୨୦୨୦/
କଳାହାଣ୍ଡି ହେଉଛି କଲା ର ଗନ୍ତାଘର କଳାକାର ପାଇଁ କଳାହାଣ୍ଡି ଆଜି ଗର୍ବିତ ତେବେ ଏବେ ମଧ୍ୟ ଜିଲ୍ଲା ର କୋଣ ଅନୁକୋଣରେ ଅନେକ ପ୍ରତିଭା ସୁଯୋଗ ଅପେକ୍ଷା ରେ ରହିଛନ୍ତି ନିଜ ପାଖରେ ଥିବା କଲା କୁ ବିକଶିତ କରିବା ପାଇଁ ଏକ ଏମିତି ହାତ ଖୋଜୁଛନ୍ତି ଯିଏ ତାଙ୍କୁ ତାଙ୍କ ଲକ୍ଷ୍ୟ ପଥରେ ପହଞ୍ଚାଇ ପାରିବ ଏମିତି ଏକ ଯୁବ ଓ ଉଦୟମାନ ପ୍ରତିଭା ହେଉଛନ୍ତି କୋକସରା ବ୍ଲକ ଗହନାମୁଣ୍ଡା ର ସ୍ବର୍ଗତ ଗୋପାଳ ଚନ୍ଦ୍ର ନାଗ ଙ୍କ ୧୭ ବର୍ଷ ର ପୁଅ ବୁବୁ ନାଗ ବୟସ ଅତି କମ ହେଲେ ବି କଣ୍ଠ ରେ ଭରି ରହିଛି ସଙ୍ଗୀତ ର ମୂର୍ଚ୍ଛନା !ଭଜନ ହେଉ କି ସମ୍ବଲପୁରୀ କିମ୍ବା କ୍ଲାସିକ ,ଓଲିଉଡ ବଲିଉଡ଼ ସଙ୍ଗୀତ ସବୁ ଗୀତ ରେ ରହିଛି ତାଙ୍କ ପାରିଦର୍ଶିତା ଛୋଟ ବେଳୁ ଅଭାବୀ ପରିବାର ରେ ବଢିଥିବା ଏହି କଳାକାର ଙ୍କ ପରିବାର କହିଲେ ତାଙ୍କ ବିଧବା ମା ସହ ବଡ ଭାଇ ଓ ଦୁଇ ଭଉଣୀ ଙ୍କ ସହ ରହୁଛନ୍ତି ବାପା ଆଜିକୁ ୩ ମାସ ହେବ ଅକାଳ ବିୟୋଗ ପରେ ୪ ଭାଇ ଭଉଣି ବେସାହାରା ହୋଇ ପଡିଛନ୍ତି ବୁବୁ ଗାଁ ପାଖ ମୂଷାପାଲି ହାଇସ୍କୁଲରେ ମାଟ୍ରିକ ପରେ ଭୁବନେଶ୍ୱର ବେଦାନ୍ତ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ମେକାନିକାଲ ରେ ଡିପ୍ଲୋମା କରିବା ପରେ ବି ଟେକ କରିବା ପାଇଁ ମନରେ ଇଚ୍ଛା ଥିଲେ ମଧ୍ୟ ଅଭାବୀ ପରିବାର ଆଗରେ ଆଗକୁ ପଢିବା ପାଇଁ ସମ୍ବଳ ନାହିଁ !ଏଣୁ ନିଜ ପରିବାର ଓ ଆଗକୁ ପଢିବା ପାଇଁ କିଛି ଛାତ୍ର ଛାତ୍ରୀ ଙ୍କୁ ଘରେ ଟ୍ୟୁସନ କରୁଛନ୍ତି ସମୟ ପାଇଲେ ଗୀତ ପାଇଁ ସମୟ ଦିଅନ୍ତି ତାଙ୍କ କେହି ଗୁରୁ ନାହାଁନ୍ତି ସୋସିଆଲ ମିଡ଼ିଆ ରେ ଦେଖି ସେ ନିଜେ ନିଜେ ସଙ୍ଗୀତ ଶିଖିଥିବା ବେଳେ ତାଙ୍କ ଗୀତ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ଓଡ଼ିଶାର ପ୍ରଖ୍ୟାତ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର ଙ୍କୁ ନିଜ ରୋଲ ମଡେଲ ଭାବେ ନେଇଥିବା ବେଳେ   ଯଦି ଆଗକୁ ସୁଯୋଗ ମିଳିଲେ ସେ ଜଣେ ଭଲ ଗାୟକ ହେବାକୁ ଲକ୍ଷ୍ୟ ରହିବା ସହ ନିଜ ଅଞ୍ଚଳ ସହ ଓଡିଶା ର ନାଁ ରଖିବେ ବୋଲି ଆଶା ବାନ୍ଧିଛନ୍ତି ତେବେ ତାଙ୍କ ଏହି ସ୍ୱପ୍ନ କୁ ପୁରଣ କରିବା ପାଇଁ ପ୍ରୋତ୍ସାହନ ଓ ସୁଯୋଗ ର ଅପେକ୍ଷା ରେ ରହିଛନ୍ତି, ଏଣୁ ଜିଲ୍ଲା ସଂସ୍କୃତି ବିଭାଗ କିମ୍ବା କୌଣସି ସଙ୍ଗୀତଜ୍ଞ ତାଙ୍କ ପ୍ରତିଭା କୁ ପ୍ରସ୍ଫୁଟିତ କରିବା ପାଇଁ ଗହଣନାମୁଣ୍ଡା ଗ୍ରାମବାସୀ ଙ୍କ ସମେତ ବୁବୁ ଙ୍କ ସାଙ୍ଗସାଥି ଓ ପରିବାର ନିବେଦନ କରିଛନ୍ତି
କଳାହାଣ୍ଡି ଜିଲ୍ଲା ରୁ ତ୍ରିନାଥ ବେଶ୍ରା ଙ୍କ ରିପୋ୍ଟ


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ   06-Aug-2026
  ଜିଲ୍ଲା  
ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   06-Aug-2026
ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   05-Aug-2026
  ଜିଲ୍ଲା  
ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା   05-Aug-2026
  ଜିଲ୍ଲା  
ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର   05-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    05-Aug-2026
  ଜିଲ୍ଲା  
ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି   05-Aug-2026
  ଜିଲ୍ଲା  
ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   05-Aug-2026
  ଜିଲ୍ଲା  
ବରଗଡ଼ରେ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ   05-Aug-2026
  ଜିଲ୍ଲା  
*ସୋନପୁର ଡାକ୍ତରଖାନାରେ ଚିକିତ୍ସା ଅବହେଳା ରୁ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ ଘଟଣା*- *ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧ ରେ ଏସପି ଓ ସିଡିଏମଓ ଙ୍କୁ ଭେଟିଲେ ସାମ୍ବାଦିକ*- .   05-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ-୨୦୨୬ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   05-Aug-2026
  ଜିଲ୍ଲା  
ଓଡିଶା ଭରସା ଲେପ୍ରା ପ୍ରୋଜେକ୍ଟ ତରଫରୁ ପୋଷଣ ଖାଦ୍ୟ ବଣ୍ଟନ   05-Aug-2026

You Might Also Like