-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
13-Oct-2020
ବଲାଙ୍ଗିର : (ସନ୍ତୋଷ କୁମାର ଠାକୁର ) ଜାତୀୟ ପୋଷ୍ଟାଲ ସପ୍ତାହ ଅବସର ର ପଞ୍ଚମ ଦିନ ରେ ଫିଲେଟେଲି ଡେ ବା ଡାକଟିକଟ ସଂଗ୍ରହ ଦିବସ ପାଳନ କରାଯାଇଛି। ବଲାଙ୍ଗୀର ସାଖା ପକ୍ଷରୁ ୪ ଜଣ ଡାକଟିକଟ ସଂଗ୍ରାହକ ଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଜାତୀୟ ପୋଷ୍ଟାଲ ସପ୍ତାହ ପ୍ରତ୍ଯେକ ବର୍ଷ ଅକ୍ଟୋବର ୯ରୁ ୧୫ ପର୍ଯ୍ୟନ୍ତ ଚାଲିଥାଏ। ଏହି ଉତ୍ସବରେ ପୋଷ୍ଟାଲ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।