-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||     

HOME   ଜିଲ୍ଲା

ଜୟପୁର ଏୟାରଷ୍ଟ୍ରିପ୍ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ରାଜ୍ୟ ବାଣିଜ୍ୟ ଓ ପରିବହନ ସଚିବ

13-Feb-2021



ଜୟପୁର(ପ୍ରେରଣା ଖବର): ଜୟପୁର ଏୟାରଷ୍ଟ୍ରିପ୍ ‘ଉଡାନ’ ଯୋଜନାର ‘୨ ସି’ରେ ଚାଲିଥିବା ଉନ୍ନୟନ ଓ ସଂପ୍ରସାରଣ କାର୍ଯ୍ୟଧାରା ତଦାରଖ କରିଛନ୍ତି ରାଜ୍ୟ ରାଜ୍ୟ ବାଣିଜ୍ୟ ପରିବହନ ସଚିବ ମଧୁସୂଦନ ପାଢ଼ୀ। ଆଜି ଏକ ସ୍ବତନ୍ତ୍ର ବିମାନରେ ତାଙ୍କ ସହ ଗୃହ ଓ ନିର୍ମାଣ ବିଭାଗର ମୁଖ୍ୟ ସଚିବ ଇଂ. ମନୋରଂଜନ ମିଶ୍ର, ଭୁବନେଶ୍ବର ଏୟାରଫୋର୍ଟ ଏଜିଏମ୍ ସରୋଜ ସାହୁ ଆସିଥିଲେ। ଜିଲ୍ଲାପାଳ ମହମ୍ମଦ ଅବଦାଲ ଆଖତର, ଉପଜିଲ୍ଲାପାଳ ହେମକାନ୍ତ ସୟ, ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ.ଅରୁଣ କୁମାର ସାହୁ, ନିର୍ବାହୀଯନ୍ତ୍ରୀ ଇଂ.ଭାସ୍କର ଚନ୍ଦ୍ର ସାମନ୍ତରାୟ, ଏସଡିଓ ଇଂ.ବିଜୟ ବେହେରା, ଉପରକୋଲାବ ଜଳସେଚନର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ.ଅଶ୍ବିନୀ କୁମାର ମହାନ୍ତି, ନିର୍ବାହୀ ଯନ୍ତ୍ରୀ ଇଂ.ସରୋଜ କୁମାର ସାହୁ, ଜୟପୁର ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ ପ୍ରମୁଖ ଭାଗ ନେଇଥିଲେ। ଆସନ୍ତା ମାର୍ଚ୍ଚ ସୁଦ୍ଧା ୨ସି ବିମାନ ଚଳାଚଳ ପାଇଁ ଲାଇସେନସ୍ ଆବେଦନ ହେବ। ଲାଇସେନସ୍ ୨ରୁ ୩ମାସ ମଧ୍ୟରେ ମିଳିବ ବୋଲି କହିଛନ୍ତି ବାଣିଜ୍ୟ ଓପରିବହନ ସଚିବ ଶ୍ରୀ ପାଢ଼ୀ।ଲାଇସେନସ୍ ମିଳିବା ମଧ୍ୟରେ କେନ୍ଦ୍ରସରକାରଙ୍କୁ ଅବଗତ କଲେ ଉଡାନ ଯୋଜନାରେ ୧୯ ସିଟର ବିମାନ ଚଳାଚଳ ପାଇଁ ବିଜ୍ଞାପନ ଦିଆଯାଇ ବିଡିଂ ଆହ୍ବାନ କରାଯିବ। ଏହି ବର୍ଷ ଶେଷ ସୁ୍ଦ୍ଧା ଏଠାରୁ ୧୯ ସିଟ୍ ବିମାନ ଚଳାଚଳ ପାଇଁ ଲକ୍ଷ୍ୟ ରହିଛି ବୋଲି ସଚିବ ଶ୍ରୀ ପାଢ଼ୀ ଓ ଜିଲ୍ଲାପାଳ ଶ୍ରୀ ଆଖତର କହିଛନ୍ତି। ପ୍ରକାଶଯୋଗ୍ୟ, ପ୍ରଥମେ ରନୱେ ୯୧୫ ମିଟର ଲମ୍ବା ଏବଂ ୨୩ ମିଟର ଚଉଡ଼ା ପାଇଁ ଯୋଜନା ହୋଇଥିଲା। ଏହାର ନିର୍ମାଣ କାମ ସରିବାର ଅଳ୍ପ ଦିନ ପରେ ପୁଣି ରନୱେର ଲମ୍ବ ୧୨ଶହ ମିଟର ଏବଂ ଓସାର ୩୦ ମିଟର କରିବା ସହ ଭିତ୍ତିଭୁମିର ସାମାନ୍ୟ ବିକାଶ କରିବାକୁ ଯୋଜନା ହୋଇଥିଲା। ଏହି ପ୍ରସ୍ତାବକୁ ବି କେନ୍ଦ୍ରସରକାର ଅନୁମୋଦନ କରିବା ସହ ୫୫ କୋଟିରେ କରିବାକୁ ଅନୁମୋଦନ ଦେଇଥିଲେ। ଏହି କାମ ସଂପ୍ରତି ଦକ୍ଷିଣ ଦିଗର ଉନ୍ନୟନ କାମ ଆରମ୍ଭ ହୋଇଛି। ତେବେ ୧୨୦୦ମିଟର ସଂପ୍ରସାରଣରେ ଦକ୍ଷିଣ ପାର୍ଶ୍ବର ଧନପୁର ମାଇନର ସବକେନାଲ କେନାଲ ବାଧା ଦେଉଥିବା ବେ‌ଳେ ଉତ୍ତରରେ ଗାଗନପୁର ଗାଁ ବାଧା ଦେଉଛି।

ସମୀକ୍ଷା ବୈଠକରେ କେନାଲକୁ ଘୁଚାଂଗଲେ କେତେ ଖର୍ଚ୍ଚ ଆସିବ ଏବଂ ଗାଁକୁ ଉଚ୍ଛେଦ କଲେ କଣ ସମସ୍ୟା ଓ ଖର୍ଚ୍ଚ କେତେ ଆସିବ ତାହାକୁ ନେଇ ବି ଆଲୋଚନା ହୋଇଥିବା ସୂଚନା ମିଳିଛି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସଚିବଙ୍କୁ ଭେଟି ଜୟପୁର ଏୟାର‌ଷ୍ଟ୍ରିପ୍ କୁ ‘୨ ସି’ରୁ ଉଡାନ ‘୩ସି’ରେ ସାମିଲ କରାଇବାକୁ କେନ୍ଦ୍ରକୁ ପ୍ରସ୍ତାବ ‌ଦେବାକୁ ଅନୁରୋଧ କରିଥିଲେ। ୨ସିରେ କେବଳ ୧୯ସିଟ୍ ବିମାନ ହିଁ ଚଳାଚଳ କରିବ। ଏପରି ବିମାନ ଓଡିଶାରେ ନଥିବାରୁଏହା ଆଗାମୀ ଦିନରେ ଜୟପୁର ବିମାନ ବନ୍ଦର ଚାଳିପାରିବ ନାହିଁ। ୩ସି ହେଲେ ୭୫ରୁ ୮୦ ଯାତ୍ରୀଙ୍କୁ ନିଆଅଣା କରିବା ବିମାନ ଆସିପାରିବ। ଏବଂ ଏହା ଚାଲିବ, ତେଣୁ ବ୍ୟବସାୟୀକ ଓ ଲୋକଙ୍କ ଲାଭ ଦୃଷ୍ଟିକୁ ଦେଖି ୩ସି କରାଯିବାର ପ୍ରୟାସ ହେଉ ବୋଲି ବିଧାୟକ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୩ସିରେ ରନ‌ୱେ ୧୮୦୦ମିଟର ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଜରିଆରେ କେନ୍ଦ୍ର ନିକଟକୁ ପ୍ରସ୍ତାବ ଯାଇଛି ବୋଲି କହିଛନ୍ତି ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ.ସାମନ୍ତରାୟ। ସଂପ୍ରତି ବାଧା ଉପୁଜିଥିବା କେନାଲକୁ ଘୁଚାଂଯିବ ନା ଆଉ କିଛି ପଦକ୍ଷେପ ନିଆଯିବ ତାହା ରାଜ୍ୟସରକାର ନିଷ୍ପତି ନେବା ପରେ ପଦ‌େକ୍ଷେପ ନିଆଯିବ ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026

You Might Also Like