-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
12-Feb-2021
ବ୍ରହ୍ମପୁର(ପ୍ରେରଣା ଖବର) ବ୍ରହ୍ମପୁର ସରକାରୀ ଆଇଟିଆଇ ପରିଦର୍ଶନ କଲେ ବିହାରର ୧୧ ଜଣିଆ ବୈଷୟିକ ବିଶେଷଜ୍ଞ ଟିମ। ଜଣେ ଆଇଏଏସ ଅଧିକାରୀଙ୍କ ନେତୃତ୍ଵରେ ଆସିଥିବା ଏହି ଟିମରେ ରହିଛନ୍ତି ବିହାର ଲେବର କମିନସର, ବିହାର ସ୍କିଲ ଡେବଲପେମେଂଟ ନିର୍ଦ୍ଦେଶକ, ଦଶଟି ଆଇଟିଆଇ କଲେଜ ଅଧ୍ୟକ୍ଷ ଏବଂ ଓଡ଼ିଶା ସ୍କିଲ ଡେବଲପେମେଂଟ ଅଫିସର।ସରକାରୀ କଲେଜର ସମସ୍ତ ପ୍ରୋଜେକ୍ଟ, କଲେଜ ଭିତ୍ତି ଭୂମି ବୁଲି ଦେଖିବା ସହ ବ୍ରହ୍ମପୁର ଆଇଟିଆଇ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ। ନିଜ ରାଜ୍ୟରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ଏଠିକାର କୌଶଳ ପ୍ରୟୋଗ କରିବା ଲକ୍ଷ୍ୟ ରଖିଥିବା କହିଛନ୍ତି ବିଶେଷଜ୍ଞ ଟିମ ସଦସ୍ୟ।