-+91-9937148622 |
prerana_bgr@rediffmail.com |
Friday 11th September 2026 |
R.N.I. Regd No. ODIODI/2010/46693
Breaking News
27-Jul-2026
ବଲାଙ୍ଗିର ଯୁଧିଷ୍ଟିର ମହାବିଦ୍ୟାଳୟ ପରିଦର୍ଶନରେ ମଧୁସୁଦନ ଲ’ ବିଶ୍ୱବିଦ୍ୟାଳୟର କୂଳପତି ଡ. ଶିବରାମ ତ୍ରିପାଠୀ ଏବଂ ପରୀକ୍ଷା ନିରିକ୍ଷକ ଧିରେନ୍ଦ୍ର ନାଏକ ଆସି ଛାତ୍ର ଛାତ୍ରୀଙ୍କ ସହ ଲାଇବ୍ରେରୀ ହଲ୍ ରେ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତତ୍ ସଙ୍ଗେ ସଙ୍ଗେ ବିଦ୍ୟାଳୟର ଅନେକ ବିଷୟ ଉପରେ ଆଲୋଚନା କରି ଫେରିଯାଇଛନ୍ତି । ଏହି ସମୟରେ ପ୍ରିନ୍ସପାଲ ସଂଜିବ କୁମାର ପଧାନ ଏବଂ ଅଧ୍ୟାପକ ସାର୍ଥକ ରଥ, ନିଳିମା ମିଶ୍ର, ଶୁଶିଲ କୁମାର ଦିପ, ଆଲିସା ପରବିନ୍, କୃଷ୍ଣଚନ୍ଦ୍ର ପଟେଲ, କୁଶଲ ପଟେଲ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀ ଜୟକୃଷ୍ଣ ମିଶ୍ର, ଆଶିଷ ପାଣ୍ଡେ, ସୌରୀ କୁମାର ସାହୁ, ସୁଦାମ ପଣ୍ଡା, ବିଶ୍ୱଜିତ ପୁରୋହିତ, ସୁନାଲି ପଟେଲ, ଅଙ୍କିତ ନାଏକ, ଜଶସ୍ୱୀ ସାହୁ, ଆକାଶ ଦର୍ଜୀ, ମିହିର ପଟ୍ଟନାୟକ, ରୋହନ ମହାନ୍ତି, ପ୍ରତ୍ୟୁଷ କୁମାର କର, ଉମେଶ କୁମାର ଭାଟି, ପ୍ରୀତମ ପରିଜା, ସଂଗ୍ରାମ କେଶରୀ ପଟ୍ଟନାୟକ ପ୍ରମୁଖ କୁଳପତିଙ୍କୁ ସ୍ୱାଗତ ଜଣାଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।