-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
10-Feb-2021
ବୁର୍ଲା-(ପ୍ରେରଣା ଖବର) :ଏମସିଏଲ ର ବିରୁଦ୍ଧରେ ତାତିଳେ ଗ୍ରାମବାସୀ। ଏମସିଏଲ ବଳପୂର୍ବକ କିର୍ବା ଗ୍ରାମର ମୁଖ୍ୟ ରାସ୍ତା ଅବରୋଧ କରିବା ସହିତ ଗ୍ରାମ ମୁଣ୍ଡରେ କୁଢ଼କୁଢ଼ ଆବର୍ଜନା ପକାଇବାକୁ ବିରୋଧ କରି ଗ୍ରାମବାସୀଙ୍କ ଏମସିଏଲ ଫାଟକ ସମ୍ମୁଖରେ ଧାରଣା ପ୍ରଦର୍ଶନ। ଉତ୍ତେଜନା। ବ୍ୟାପକ ପୋଲିସ ମୁତୟନ।