-+91-9937148622 |

prerana_bgr@rediffmail.com |

  Thursday 14th May 2026 |

| | | |

R.N.I. Regd No. ODIODI/2010/46693

Breaking News

ସି.ବି.ଏସ୍‌.ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀଙ୍କ ସଫଳତା ୯୬.୮୦ ପ୍ରତିଶତ ସହ ବିଜ୍ଞାନରେ ପ୍ରତୀକ ଷଡ଼ଙ୍ଗୀ ଏବଂ ୯୬. ୪୦ ପ୍ରତିଶତ ସହ ଆଞ୍ଜେଲିନା ଭୂୟାଁ ବାଣିଜ୍ୟରେ ବିଦ୍ୟାଳୟରେ ପ୍ରଥମ     ବିଜ୍ଞାନରେ ୮୦.୪୫  ପ୍ରତିଶତ ଏବଂ ବାଣିଜ୍ୟରେ ୮୦.୬୦ ପ୍ରତିଶତ ସହ ବିଦ୍ୟାଳୟର ସାମଗ୍ରିକ ହାର ୮୦.୪୮ ପ୍ରତିଶତ ରହିଛି    (13-May-2026)       ||      ଯୁବୋଦୟର ଛାତ୍ରଛାତ୍ରୀଙ୍କ ସଫଳତା : ଜେଇଇ, ନିଟ୍ ସହିତ ସିବିଏସଇ ବୋର୍ଡରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ   (13-May-2026)       ||      ପିସି ଓ ଚୌକି ମୋହରେ ବାବୁ, ଠିକାଦାର ମହଲରେ ଅସନ୍ତୋଷ   (13-May-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ସି.ଵି.ଏସ.ଇ ଦ୍ବାଦଶ (ବିଜ୍ଞାନ)ଫଳାଫଳ  ପ୍ରକାଶିତ    (13-May-2026)       ||      ବିନିକା ପ୍ରିମୀୟର ଲିଗ,ସ୍ମାର୍ଟ୧୧କୁ ହରାଇ ତ୍ରିରଙ୍ଗାର ବିଜୟ ଧାରା ଜାରି   (13-May-2026)       ||      *ସୁବର୍ଣ୍ଣପୁର ରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚମ୍ପିୟାନ ସିପ ର ଦ୍ୱିତୀୟ ଦିବସ*   (13-May-2026)       ||      *ଘର କୁ ଘର ଗ୍ୟାସ ହୋମ ଡେଲିଭରୀ ସେବା ପ୍ରଦାନ କରିବା କୁ ଉପଭୋକ୍ତା ଙ୍କୁ ଦୃଢ ପ୍ରତିଶୁତି ଦେଲେ ଚରଣ ନାଏକ*   (13-May-2026)       ||      କଳାହାଣ୍ଡି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ନର୍ଲା ଥାନା କାର୍ଯ୍ୟକଳାପ ପାଇଁ ଏକ ନମ୍ୱର୍ ସ୍ଥାନ ଅଧିକାର କରିଥିବା ସୂଚନା !   (13-May-2026)       ||      *ଖୁଟଗୁଡା ରେ ହିନ୍ଦୁ ମହାସଂଘ ପ୍ରମୁଖ ଙ୍କୁ ଭବ୍ୟ ସ୍ଵାଗତ*   (13-May-2026)       ||      ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ପୁରୁଷ ବନ୍ଧୁଙ୍କ ସମେତ ୪ ଗିରଫ   (13-May-2026)       ||      ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଏଆଇଡିଏସ୍ଓ    (13-May-2026)       ||      ପାଳଲହଡା ଅଞ୍ଚଳରେ ଅବୈଧ ଓ ଅନଧିକୃତ ଲଘୁ ଖଣିଜ ଖନନ ଏବଂ ପରିବହନ ଉପରେ ଚଢାଉ ହାଇବା ଜବତ    (13-May-2026)       ||      ମା ଙ୍କୁ ମନେ ପକାଇଲେ ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟ ର ସଭ୍ୟସଭ୍ୟା    (13-May-2026)       ||      ସାଇଟ କଲେଜରେ ବିଶ୍ୱ ସେବିକା ଦିବସ ପାଳନ   (13-May-2026)       ||      କଟକ ସଦର ବ୍ଲକରେ ଅନ୍ତୋଦୟ ଯୋଜନାରେ ଅନିୟମିତତା    (13-May-2026)       ||      ଦୁଇ ଶିକାରୀ ଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ   (12-May-2026)       ||      *ସୁବର୍ଣ୍ଣପୁର ଠାରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଉଦ୍ଘାଟନ*   (12-May-2026)       ||      *ସାମ୍ବାଦିକ ସଙ୍ଘ ତରଫରୁ ଡାବୁଗାଁ ଥାନା ନୂତନ ଆଇ.ଆଇ.ସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା*   (12-May-2026)       ||      ସ୍ୱରାଜ ହସ୍ପିଟାଲ ଏବଂ ରିସର୍ଚ୍ଚ ଇନଷ୍ଟିଟ୍ୟୁଟରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳନ   (12-May-2026)       ||      ଶୋଭନୀୟ ଦେବ କନ୍ୟା ର ବିବାହ   (12-May-2026)       ||     

HOME   ଜିଲ୍ଲା

ବିଧବା ବୋହୂକୁ ଜାଲିଦେଲା ଶାଶୂ, ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ସସ୍ମିତା

10-Feb-2021



କେନ୍ଦୁଝର (ପ୍ରେରଣା ଖବର) :: ବିବାହ ପରେ ଝିଅ ମାଆ ବଦଳରେ ପାଇଥାଏ ଶାଶୁ । କିନ୍ତୁ ଏଠି ଶାଶୂ ସାଜିଲା ବୁଢୀ ଅସୁରୁଣୀ । ସାମାନ୍ୟ ଯୌତୁକ ଲୋଭରେ ନିଜ ବିଧବା ବୋହୂକୁ ନିଆଁ ଲଗାଇଦେଇଛି ଶାଶୂ । କେନ୍ଦୁଝର ଜିଲ୍ଲା ସଦରଥାନା କାଠାବାଉଁଶୁଳୀ ଗାଁରେ ଘଟିଛି ଘଟଣା । ଚିକିତ୍ସାଳୟ ପରିସରରେ ରହିଥିବା ସଖି ମାଧ୍ୟମରେ ଥାନାରେ ଅଭିଯୋଗ କରିଛନ୍ତି ମୃତ୍ୟୁ ସହ ସଂଗ୍ରାମ କରୁଥିବା ବୋହୂ ସସ୍ମିତା ବାରିକଙ୍କ ବାପା ଯୋଗେନ୍ଦ୍ର ମହାକୁଡ଼ । ସଦର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ୯ ବର୍ଷ ତଳେ କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବସନ୍ତପୁର ଗାଁର ଯୋଗେନ୍ଦ୍ର ମହାକୁଡଙ୍କ ଝିଅ ସସ୍ମିତା ସଦର ଥାନା କାଠବାଉଁଶୁଳୀ ଗାଁର ସୁରଥ ବାରିକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ୭ ବର୍ଷର ପୁଅ ମଧ୍ୟ ଅଛି । ବିବାହ ପରେ ପରେ ଶାଶୂ ଘର ଲୋକେ ଯୌତୁକ ପାଇଁ ସସ୍ମିତାଙ୍କ ଉପରେ ଅତ୍ୟାଚାର   କରୁଥିଲେ । ଯାହାଲାଗି ପରିବାରରେ ବିଶୃଙ୍ଖଳା ହୋଇଥିଲା । ଏପିରିକି ମାମଲାଟି ଫାଣ୍ଡିରେ ଯାଇ ପହଞ୍ଚିଥିଲା । ପରବର୍ତ୍ତୀ ସମୟରେ ଆପୋଷ ବୁଝାମଣା ମାଧ୍ୟମରେ ମାମଲାରେ ସମାଧାନ ହୋଇଥିଲା । କିନ୍ତୁ ୬ ମାସ ତଳେ ସସ୍ମିତାଙ୍କ ସ୍ୱାମୀ ସୁରଥ ଦୁର୍ଘଟଣାରେ ଆରପାରିକି ଚାଲିଗଲେ । ଏହାପରେ ସସ୍ମିତାଙ୍କ ଉପରେ ଅତ୍ୟାଚାର ବଢିଥିଲା । ତାଙ୍କୁ ମାର୍‌ପିଟ୍‌ ସହ ଗାଳିଗୁଲଜ କରୁଥିଲେ ।

ତେବେ ଗତ ୫ ତାରିଖ ସକାଳେ ଚୂଲି ପାଖରେ ବସି ପିଠା କରୁଥିବା ସମୟରେ ସସ୍ମିତାର ଶାଶୂ ସାଇବାଣୀ ବାରିକ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ସସ୍ମିତା ଜୀବନ ବିକଳରେ ରକ୍ଷା କର କହି ଘର ଭିତରୁ ବାହାରକୁ ଦୌଡିଥିଲେ । ତାଙ୍କ ଉପରେ ପରିବାର ଲୋକେ ପାଣି ଢାଳି ନିଆଁ ଲିଭାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।  ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା ।

ସେଠାରେ ସସ୍ମିତା ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । କିନ୍ତୁ ବାପାଙ୍କ ନିକଟରେ ଘଟଣା ସମ୍ପର୍କରେ କହିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସଖି କେନ୍ଦ୍ରକୁ ଆସି ଝିଅ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି ଯୋଗେନ୍ଦ୍ର । ସ୍ୱାମୀଙ୍କୁ ହରାଇ ୭ ବର୍ଷର ପୁଅ ସହିତ ଦୁଃଖେ କଷ୍ଟେ ଦିନ କାଟୁଥିବା ସସ୍ମିତା ଏଭଳି ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଥିବାବେଳେ ବାପଘର ଲୋକେ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି ।


News Comment




Photo in News

Advertisment
Lastest News
  ଶି‍କ୍ଷା ଓ ନିଯୁକ୍ତି  
ସି.ବି.ଏସ୍‌.ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀଙ୍କ ସଫଳତା ୯୬.୮୦ ପ୍ରତିଶତ ସହ ବିଜ୍ଞାନରେ ପ୍ରତୀକ ଷଡ଼ଙ୍ଗୀ ଏବଂ ୯୬. ୪୦ ପ୍ରତିଶତ ସହ ଆଞ୍ଜେଲିନା ଭୂୟାଁ ବାଣିଜ୍ୟରେ ବିଦ୍ୟାଳୟରେ ପ୍ରଥମ     ବିଜ୍ଞାନରେ ୮୦.୪୫  ପ୍ରତିଶତ ଏବଂ ବାଣିଜ୍ୟରେ ୮୦.୬୦ ପ୍ରତିଶତ ସହ ବିଦ୍ୟାଳୟର ସାମଗ୍ରିକ ହାର ୮୦.୪୮ ପ୍ରତିଶତ ରହିଛି   13-May-2026
  ରାଜ୍ୟ  
ଯୁବୋଦୟର ଛାତ୍ରଛାତ୍ରୀଙ୍କ ସଫଳତା : ଜେଇଇ, ନିଟ୍ ସହିତ ସିବିଏସଇ ବୋର୍ଡରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ   13-May-2026
  ଜିଲ୍ଲା  
ପିସି ଓ ଚୌକି ମୋହରେ ବାବୁ, ଠିକାଦାର ମହଲରେ ଅସନ୍ତୋଷ   13-May-2026
  ଜିଲ୍ଲା  
ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ସି.ଵି.ଏସ.ଇ ଦ୍ବାଦଶ (ବିଜ୍ଞାନ)ଫଳାଫଳ  ପ୍ରକାଶିତ    13-May-2026
  ଜିଲ୍ଲା  
ବିନିକା ପ୍ରିମୀୟର ଲିଗ,ସ୍ମାର୍ଟ୧୧କୁ ହରାଇ ତ୍ରିରଙ୍ଗାର ବିଜୟ ଧାରା ଜାରି   13-May-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚମ୍ପିୟାନ ସିପ ର ଦ୍ୱିତୀୟ ଦିବସ*   13-May-2026
  ଜିଲ୍ଲା  
*ଘର କୁ ଘର ଗ୍ୟାସ ହୋମ ଡେଲିଭରୀ ସେବା ପ୍ରଦାନ କରିବା କୁ ଉପଭୋକ୍ତା ଙ୍କୁ ଦୃଢ ପ୍ରତିଶୁତି ଦେଲେ ଚରଣ ନାଏକ*   13-May-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ନର୍ଲା ଥାନା କାର୍ଯ୍ୟକଳାପ ପାଇଁ ଏକ ନମ୍ୱର୍ ସ୍ଥାନ ଅଧିକାର କରିଥିବା ସୂଚନା !   13-May-2026
  ଜିଲ୍ଲା  
*ଖୁଟଗୁଡା ରେ ହିନ୍ଦୁ ମହାସଂଘ ପ୍ରମୁଖ ଙ୍କୁ ଭବ୍ୟ ସ୍ଵାଗତ*   13-May-2026
  ଜିଲ୍ଲା  
ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ପୁରୁଷ ବନ୍ଧୁଙ୍କ ସମେତ ୪ ଗିରଫ   13-May-2026
  ଜିଲ୍ଲା  
ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଏଆଇଡିଏସ୍ଓ   13-May-2026
  ଜିଲ୍ଲା  
ପାଳଲହଡା ଅଞ୍ଚଳରେ ଅବୈଧ ଓ ଅନଧିକୃତ ଲଘୁ ଖଣିଜ ଖନନ ଏବଂ ପରିବହନ ଉପରେ ଚଢାଉ ହାଇବା ଜବତ   13-May-2026

You Might Also Like