-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
10-Feb-2021
ନୟାଗଡ଼(ପ୍ରଦୀପ କୁମାର ପଣ୍ଡା) : ମୁନିସିପାଲିଟି ର ଆକାଉଣ୍ଟ ଅଫିସର ଅଜୟ କୁମାର ସାଥୁଆ ଲାଞ୍ଚ ନେଉଥିବା ଅଭିଯୋଗ କ୍ରମେ ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କ ଟେବୁଲ ଉପରୁ କୋଡିଏ ହଜାର ଟଙ୍କା ଜବତ ହୋଇଥିଲା | ନୟାଗଡ଼ ର ଜଣେ ଠିକାଦାର ଜଗବନ୍ଧୁ ସିଅ ଙ୍କ ଗୋଟାଏ ସତୁରୀ ହଜାର ଟଙ୍କା ର ବିଲ ପାସ କରିବାକୁ ସାତ ହଜାର ଲାଞ୍ଚ ନେଉଥିଲେ ଅଫିସର ମହୋଦୟ | ତେବେ ଅଜୟ ଙ୍କ ଟେବୁଲ ରୁ କୋଡିଏ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିବା ନେଇ ଉକ୍ତ ଘଟଣା କୁ ନେଇ ଚର୍ଚ୍ଚା ଜୋର ଧରିଛି ସାଧାରଣରେ | ତେବେ ଘଟଣାଟିର ସତ୍ୟାସତ୍ୟ କୁ ବୁଦ୍ଧିଜୀବୀ ମହଲ ରେ ସନ୍ଦେହାତ୍ମକ ଆଲୋଚନା ହେଉଛି |