-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||     

HOME   ଜିଲ୍ଲା

କଟକ ପୂର୍ତ୍ତ ବିଭାଗରେ ୨ ସହକାରୀ ନିର୍ବାହୀଯନ୍ତ୍ରୀ ୧ କନିଷ୍ଠ ଯନ୍ତ୍ରୀ ଏହି ମାସରେ ନେବେ ଅବସର

04-Jun-2026



କଟକ (ତପନ ମହାନ୍ତି)ଅଭିଯୋଗ ମୁତାବକ ନିର୍ମାଣ ବିଭାଗର କିଛି ପଦାଧିକାରୀ ପୂର୍ବ ସରକାର ସମୟରେ ସମସ୍ତ ନିୟମକୁ ଉଲ୍ଲଘନ କରି ଜନୈକ ଇଂଜିନିୟର ମାନେ ଗୋଟିଏ ଗୋଟିଏ ସ୍ଥାନରେ ଦୀର୍ଘ ବର୍ଷ ରହି ସାଙ୍ଘାତିକ ଦୁର୍ନୀତି ଚଳାଇଥିଲେ। ବର୍ତ୍ତମାନ ବିଜେପି ସରକାର ଥିବା ବେଳେ ସେହି ଭଳି ଦୁର୍ନୀତି ଆରମ୍ଭକଲେଣି ବୋଲି ଚର୍ଚ୍ଚା ଜୋରଧରିଲାଣି। ପୂର୍ତ୍ତ ବିଭାଗ ମନ୍ତ୍ରୀ ଦୁର୍ନୀତି ବିରୋଧୀ ହେଲେ କ'ଣ ହେବ ପୂର୍ତ୍ତ ବିଭାଗ ଯନ୍ତ୍ରୀମାନେ ସାଙ୍ଘାତିକ ଦୁର୍ନୀତିରେ ବୁଡି ରହିଛନ୍ତି। ପୂର୍ବ ସରକାର ସମୟରେ ଥାର୍ଡ ଫ୍ଲୋର ନା ନେଇ କଟକ ପୂର୍ବ ବିଭାଗ ଡିଭିଜନ - ୧ରେ ଅନେକ ଇଂଜିନିୟର ରହି ଲକ୍ଷାଧୂକ ଟଙ୍କା ହରିଲୁଟ କରି ଚାକିରିରୁ ଅବସର ନେଇଥିଲା ବେଳେ । ବିଶେଷ କରି ବୋଷ ଇଞ୍ଜିନିୟର ସେକ୍ସନ, ବିଡାନାସୀ ସେକ୍ସନ (୧, ଏବଂ ୨) କ୍ୟାଟେନ ମେଣ୍ଟ ସେକ୍ସନ ଉପରେ ରାଜ୍ୟ ସରକାର ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ଦୃଷ୍ଟି ପଡୁ। କେଉଁଭଳି ଭାବରେ ଦୁର୍ନୀତି ଚାଲିଛି । ତଦନ୍ତ ହେଲେ ଦାଇତ୍ବରେ ଥିବା ଏସଡ଼ିଓ କନିଷ୍ଠ ଯନ୍ତ୍ରୀ ବନ୍ଧାହେବ ବୋଲି ଚର୍ଚ୍ଚା ହେବାରେ ଲାଗିଛି । ଅଭିଯୋଗ କାରି କୁହନ୍ତି । ସେହିପରି କଟକ ପୂର୍ତ୍ତ ବିଭାଗ ଡିଭିଜନ- ୨ ରେ ସାଙ୍ଘାତିକ ଦୁର୍ନୀତି ଚାଲିଛି । ବିଶେଷ କରି ନିଉ ଏଲଆଇସି କଲୋନୀ ସେକ୍ସନ, ଜଗତପୁର ସେକ୍ସନ ଉପରେ ପୂର୍ତ୍ତ ବିଭଗର ସର୍ବୋଚ୍ଚ ଯନ୍ତ୍ରୀ ଏବଂ ଭିଜିଲାନ୍ସ ବିଭାଗର କେବେ ଦୃଷ୍ଟି ପଡିବ ସାଙ୍ଘାତିକ ଦୁର୍ନୀତିକୁ ଅଫିସର କିଛି କର୍ମଚାରୀ ଅଣନିଶ୍ୱାସ ହୋଇ ପଡିଲେଣ। ବିଭିନ୍ନ ସେକ୍ସନର ଓ୍ୱାର୍କ ସରକାର ୨୦ରୁ ୨୫ ବର୍ଷ ରହି ସାଙ୍ଘାତିକ ଦୁର୍ନୀତି ଚଳାଇଛନ୍ତି । ଅର୍ଥାତ ବିଭଗିୟ ଅଧୁକାରୀ ତାଙ୍କୁ ବଦଳି ନକରିବାର କାରଣ କ’ଣ ? କେହି କେହି କୁହନ୍ତି ବିଭାଗିୟ ଅଧିକାରୀଙ୍କ ଘରେ ବୋଲହାକ କରୁଥିବାରୁ ତାଙ୍କୁ ଅନ୍ୟତ୍ର ବଦଳି କରାଯାଉନି । ଠିକାଦାରଙ୍କ ପିସି ଅର୍ଥ ତାଙ୍କ ତ ମାଧମରେ ଘରେ ପହଂଚିଯାଉଛି । ସେହିପରି ପୂର୍ତ୍ତ ବିଭାଗ । ଡିଭିଜନ - ୧ ଅଧୀନରେ ଥିବା ବୈଦ୍ୟୁତିକ କନିଷ୍ଠ ଯନ୍ତ୍ରୀ ବର୍ଷେ ହେଲାଣିକଟକ (ତପନ ମହାନ୍ତି)ଅଭିଯୋଗ ମୁତାବକ ନିର୍ମାଣ ବିଭାଗର କିଛି ପଦାଧିକାରୀ ପୂର୍ବ ସରକାର ସମୟରେ ସମସ୍ତ ନିୟମକୁ ଉଲ୍ଲଘନ କରି ଜନୈକ ଇଂଜିନିୟର ମାନେ ଗୋଟିଏ ଗୋଟିଏ ସ୍ଥାନରେ ଦୀର୍ଘ ବର୍ଷ ରହି ସାଙ୍ଘାତିକ ଦୁର୍ନୀତି ଚଳାଇଥିଲେ। ବର୍ତ୍ତମାନ ବିଜେପି ସରକାର ଥିବା ବେଳେ ସେହି ଭଳି ଦୁର୍ନୀତି ଚଲାଇଛନ୍ତି ବୋଲ ଅଭିଯୋଗ ହେଉଛି। ପୂର୍ତ୍ତ ବିଭାଗ ମନ୍ତ୍ରୀ ଦୁର୍ନୀତି ବିରୋଧୀ ହେଲେ କ'ଣ ହେବ ପୂର୍ତ୍ତ ବିଭାଗ ଯନ୍ତ୍ରୀମାନେ ସାଙ୍ଘାତିକ ଦୁର୍ନୀତିରେ ବୁଡି ରହିଛନ୍ତି। ପୂର୍ବ ସରକାର ସମୟରେ ଥାର୍ଡ ଫ୍ଲୋର ନା ନେଇ କଟକ ପୂର୍ତ୍ତ ବିଭାଗ ଡିଭିଜନ - ୧ ରେ ଅନେକ ଇଂଜିନିୟର ରହି ଲକ୍ଷାଧୂକ ଟଙ୍କା ହରିଲୁଟ କରି ଚାକିରିରୁ ଅବସର ନେଇଥିଲା ବେଳେ । ବିଶେଷ କରି ବୋଷ ଇଞ୍ଜିନିୟର ସେକ୍ସନ, ବିଡାନାସୀ ସେକ୍ସନ (୧, ଏବଂ ୨) କ୍ୟାଟେନ ମେଣ୍ଟ ସେକ୍ସନ ଉପରେ ରାଜ୍ୟ ସରକାର ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ଦୃଷ୍ଟି ପଡୁ। କେଉଁଭଳି ଭାବରେ ଦୁର୍ନୀତି ଚାଲିଛି । ତଦନ୍ତ ହେଲେ ଦାଇତ୍ବରେ ଥିବା ଏସଡ଼ିଓ କନିଷ୍ଠ ଯନ୍ତ୍ରୀ ବନ୍ଧାହେବେ ଅଭିଯୋଗ ହେଉଛି। ଅଭିଯୋଗ କାରି କୁହନ୍ତି । ସେହିପରି କଟକ ପୂର୍ତ୍ତ ବିଭାଗ ଡିଭିଜନ- ୨ ରେ  ଦୁଇ ଇଂଜିନିୟର ନାକ ବୁଡ଼ା ଦୁର୍ନୀତି ଚଳାଇଛନ୍ତି । ବିଶେଷ କରି ନିଉ ଏଲଆଇସି କଲୋନୀ ସେକ୍ସନ, ଜଗତପୁର ସେକ୍ସନ ଉପରେ ପୂର୍ତ୍ତ ବିଭଗର ସର୍ବୋଚ୍ଚ ଯନ୍ତ୍ରୀ ଏବଂ ଭିଜିଲାନ୍ସ ବିଭାଗର କେବେ ଦୃଷ୍ଟି ପଡିବ। ସାଙ୍ଘାତିକ ଦୁର୍ନୀତିକୁ ଅଫିସିର କିଛି କର୍ମଚାରୀ ଅଣନିଶ୍ୱାସ ହୋଇ ପଡିଲେଣ। ବିଭିନ୍ନ ସେକ୍ସନର ଓ୍ୱାର୍କ ସରକାର ୨୦ରୁ ୨୫ ବର୍ଷ ରହି ସାଙ୍ଘାତିକ ଦୁର୍ନୀତି ଚଳାଇଛନ୍ତି । ଅର୍ଥାତ ବିଭାଗିୟ ଅଧିକାରୀ  ତାଙ୍କୁ ବଦଳି ନକରିବାର କାରଣ କ’ଣ ? କେହି କେହି କୁହନ୍ତି ୱାର୍କ ସରକାର ଅଫିସରେ କମ୍ ସମୟଦେଇ  ବାକିସମୟ ବିଭାଗିୟ ଅଧିକାରୀଙ୍କ ଘରେ ବୋଲହାକ କରୁଥିବାରୁ ତାଙ୍କୁ ଅନ୍ୟତ୍ର ବଦଳି କରାଯାଉନି । ଠିକାଦାରଙ୍କ ପିସି ଅର୍ଥ ତାଙ୍କ  ମାଧମରେ ଘରେ ପହଂଚିଯାଉଛି । ସେହିପରି ପୂର୍ତ୍ତ ବିଭାଗ  ଡିଭିଜନ - ୧ ଅଧୀନରେ ଥିବା ବୈଦ୍ୟୁତିକ କନିଷ୍ଠ ଯନ୍ତ୍ରୀ ବର୍ଷେ ହେଲାଣି ବଦଳି ହୋଇଥିଲେ ହେଁ ସିଟ୍ ଛାଡିବାକୁ ନାରାଜ ପୂର୍ତ୍ତ ବିଭାଗ ମନ୍ତ୍ରୀ ଦୁର୍ନୀତି ଗ୍ରସ୍ତ ଇଂଜିନିୟରଙ୍କୁ ବଦଳି କରିବା ପୂର୍ବରୁ ସେମାନଙ୍କର ଅଧୀନରେ କେଉଁଠି କାମ ହୋଇଛି ନା ଫଲସ ବିଲ୍ ହୋଇଛି ତଦନ୍ତ ସହ ଆୟବ୍ୟୟ ସମ୍ପତିକିକୁ ତଦନ୍ତ ପାଇଁ ଦାବି ହେଉଛି।   କଟକ ବୁଦ୍ଧିଜୀବୀ କୁହନ୍ତି । ଯେଉଁ ଇଂଜିନିୟର ମାନେ ଦୁର୍ନୀତିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରି କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ବିଜେପି ସରକାର ଲୋକ ପ୍ରିୟତା ବଢିବ ବୋଲି ବୁଦ୍ଧିଜୀବୀ କୁହନ୍ତି । ବଦଳି ହୋଇଥିଲେ ହେଁ ସିଟ୍ ଛାଡିବାକୁ ନାରାଜ ପୂର୍ତ୍ତ ବିଭାଗ ମନ୍ତ୍ରୀ ଦୁର୍ନୀତି ଗ୍ରସ୍ତ ଇଂଜିନିୟରଙ୍କୁ ବଦଳି କରିବା ପୂର୍ବରୁ ସେମାନଙ୍କର ଅଧୀନରେ କେଉଁଠି କାମ ହୋଇଛି ନା ଫଲସ ବିଲ୍ ହୋଇଛି ତଦନ୍ତ ସହ ଆୟବ୍ୟୟ ସମ୍ପତିକିକୁ ତଦନ୍ତ ପାଇଁ ଦାବି ହେଉଛି।   କଟକ ବୁଦ୍ଧିଜୀବୀ କୁ ହନ୍ତି । ଯେଉଁ ଇଂଜିନିୟର ମାନେ ଦୁର୍ନୀତିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରି କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ବିଜେପି ସରକାର ଲୋକ ପ୍ରିୟତା ବଢିବ ବୋଲି ବୁଦ୍ଧିଜୀବୀ କୁହନ୍ତି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026

You Might Also Like