-+91-9937148622 |

prerana_bgr@rediffmail.com |

  Thursday 25th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତ ମାତା ସେବାନ୍ୟାସ ତରଫରୁ ୧୦୮ ଫୁଟ ଉଚ୍ଚ ଭଗୱା ଧ୍ବଜ ଏବଂ ଭାରତ ମାତା ମନ୍ଦିର ନିର୍ମାଣ ର ଭୂମି ପୂଜନ ପାଇଁ ଦେବ ନିମନ୍ତ୍ରଣ   (25-Jun-2026)       ||      ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟଶଙ୍କର: ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଥିଲେ   (25-Jun-2026)       ||      ୩୨୯ କଇଁଛ ଜବତ,୩ ଅଭିଯୁକ୍ତ ଗିରଫ    (25-Jun-2026)       ||      ଫଟାବାହାଲ ସ୍କୁଲ ପଡାରେ ବିଜୁଳି ସମସ୍ୟା♦️ ନରସିଂହଙ୍କୁ ବାଟ ଓଗାଳି ଅଭିଯୋଗ କଲେ ମହିଳା ଗୋଷ୍ଠୀ   (25-Jun-2026)       ||      ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ଦ୍ଵାରା ବିଭିନ୍ନ ସଂସ୍ଥା ଉପରେ ଚଢାଉ,୧୫ ଜଣ କିଶୋର ଓ ଜଣେ ଶିଶୁ ଶ୍ରମିକ ଉଦ୍ଧାର    (25-Jun-2026)       ||      ସୁଜନପୁର ରେ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ   (25-Jun-2026)       ||      ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦଯାପିତ   (25-Jun-2026)       ||      କଣ୍ଟାବାଞ୍ଜିରେ ବିଜେଡି ର ପ୍ରଶିକ୍ଷଣ ଶିବିର    (25-Jun-2026)       ||      ରତାଖଣ୍ଡି ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ    (25-Jun-2026)       ||      ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   (24-Jun-2026)       ||      ଝାରମୁଣ୍ଡା ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (24-Jun-2026)       ||      ରକ୍ତଦାତା ଦିବସ -୨୦୨୬ ରେ ସମ୍ମାନିତ ହେଲେ ରେଡ଼କ୍ରସ ସ୍ବେଛାସେବୀ - ସତ୍ୟନାରାୟଣ    (24-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ସରଗାଡ଼ ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ    (24-Jun-2026)       ||      ପାଟଣାଗଡ଼ରେ ଓ ୟୁ ଜେ ର କାର୍ଯ୍ୟକାରିଣୀ ବୈଠକ   (24-Jun-2026)       ||      ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା ୪ଗିରଫ,ଏବେ ବି ଫେରାର ଅଛନ୍ତି ୩ରୁ ୪ଦୁର୍ବୁତ୍ତ(ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସୂଚନା   (24-Jun-2026)       ||      ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା   (24-Jun-2026)       ||      ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା   (24-Jun-2026)       ||      ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ   (24-Jun-2026)       ||      ବରପାଲିରେ ଜଗଦମ୍ବା ସରସ୍ୱତୀ ମମାଙ୍କ ଶ୍ରୁତି ଦିବସ ଓ ଆନ୍ତର୍ଜାତୀୟ ମାଦକଦ୍ରବ୍ୟ ବିରୋଧୀ ଦିବସ ପାଳିତ   (24-Jun-2026)       ||      ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   (24-Jun-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ୍ ପରିସରରେ ଓଏସ୍‌ଆର୍‌ଟିସିର ଷ୍ଟଲ ନିର୍ମାଣ, ହେଣ୍ଡ ଓଭର ହେବା ପୂର୍ବରୁ ଦୋକାନଗୃହ କାନ୍ଥରେ ଫାଟ, ମାରବଲ ପ୍ଲେଟ ଉଠିଗଲାଣି

08-Feb-2021



ବଲାଙ୍ଗୀର,(ପ୍ରେରଣା ଖବର)- ଗତ କିଛି ଦିନ ତଳେ ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ୍ ଠାରେ ଥିବା ପୁରୁଣା ଦୋକାନ ଗୃହ ଗୁଡିକ ଭଙ୍ଗା ଯାଇ ନୂତନ ଷ୍ଟଲ ନିର୍ମାଣ ହୋଇଥିଲା । ଏବେ ଷ୍ଟଲ ନିର୍ମାଣ ହୋଇ ଫେବୃୟାରୀ ୧ ତାରିଖରୁ ସଂପୃକ୍ତ ଦୋକାନୀ ମାନଙ୍କୁ ହେଣ୍ଡଓଭର କରି ଦିଆଯାଇ ସାରିଛି । କରୋନା ମହାମାରୀ ଯୋଗୁଁ ଦୀର୍ଘ ମାସ ଧରି ସରକାରୀ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଏବେ କିଛି ଟା ସ୍ୱାଭାବିକ ପରିସ୍ଥିତିକୁ ଆସିଛି । ତଥାପବି ଏଠାରେ ରହିଥିବା ଦୋକାନ ଗୁଡିକରେ ବିକ୍ରିବଟା ପୁରାପୁରି ମାନ୍ଦା ଅବସ୍ଥାରେ ରହିଛି । କରୋନା କବଳରୁ ଜିଲ୍ଲା ମୁକୁଳିବବାକୁ ଯାଉଥିବା ବେଳେ ଓଡିଶା ଷ୍ଟେଟ୍ ରୋଡ ଆଣ୍ଡ ଟ୍ରାନ୍ସପୋର୍ଟ କୋରପୋରେସନର ମାଲିକାନାରେ ଥିବା ଏହି ଷ୍ଟଲ ଗୁଡିକ ପାଇଁ ଟେଣ୍ଡର କରାଗଲା ପରେ ଯେଉଁମାନେ ସିକ୍ୟୁରିଟି ଡିପୋଜିଟ କଲେ ସେମାନଙ୍କ ସହ ଏଗ୍ରିମେଣ୍ଟ କରାଯାଇ ଷ୍ଟଲ ହେଣ୍ଡଓଭର କରାଗଳା । ତେବେସବୁଠାରୁ ଦୁଃଖର ବିଷୟ,
  ଓଏସ୍‌ଆର୍‌ଟିସି ନିର୍ମାଣ କରିଥିବା ଏହି ଷ୍ଟଲ ଗୁଡିକ ହେଣ୍ଡଓ ଭର ହେବା ପୁର୍ବରୁ ଷ୍ଟଲର କାନ୍ଥ ଗୁଡିକରେ ଫାଟ ଦେଖାଯାଇଛି । ପ୍ରତ୍ୟେକ ଷ୍ଟଲର ବିଭିନ୍ନ ସ୍ଥାନରେ ଏପରି ଫାଟ ରହିଥିବା ସଂପୃକ୍ତ ଦୋକାନୀ ମାନେ ଅଭିଯୋଗ କରିଛନ୍ତି । ଏପରିକି ତଳେ ଲାଗିଥିବା ମାର୍ବଲ ପ୍ଲେଟ ଗୁଡିକ ମଧ୍ୟ ଅନେକ ସ୍ଥାନରେ ଭାଙ୍ଗିଯାଇଥିବା ଦେଖିୁବାକୁ ମିଳିଛି । ଅତି ନିମ୍ନମାନର କାମ ଓ ସିମେଣ୍ଟବାଲିର ଅନୁପାତ ଠିକା ହୋଇନଥିବା ତଥା ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାରଙ୍କ ଅବହେଳା ଯୋଗୁଁ ଷ୍ଟଲ ଗଡିକର ଏପରି ଦୁରାବସ୍ଥା ହୋଇଛି ବୋଲି ଦୋକାନୀ ମାନେ ଅଭିଯୋଗ କରିଛନ୍ତି । ଏପରିକି ଅତି ହାଲୁକା ଲୁହାରେ ତିଆରି ସଟର୍ ସବୁ ଫିଟିଙ୍ଗ୍ ହୋଇଥିବା ଯୋଗୁଁ ଏହା ବ୍ୟବହାର ଉପଯୋଗୀ ହୋଇ ନାହିଁଁ ।

ନିର୍ମାଣ ହୋଇ ସାରିଥିବା ଏହି ଷ୍ଟଲ ଗୁଡିକୁ ଦେଖିଲେ ଏହାର ସ୍ଥାୟୀତ୍ୱ ପ୍ରତି  ସ୍ୱତଃ ପ୍ରଶ୍ନବାଚୀ ସୃଷ୍ଟି ହୁଏ । ଗୋଟିଏ ପଟେ ଓଏସ୍‌ଆର୍‌ଟିସି କର୍ତ୍ତୃପକ୍ଷ ଷ୍ଟଲ ବାବଦକୁ ମାସିକ ଭଡା ମାର୍କେଟ ରେଟ୍ ରୁ ଢ଼େର  ଅଧିକ ଟଙ୍କା  ଧାର୍ଯ୍ୟ କରିଥିବା ବେଳେ ଦୋକାନ ଗୃହ ଗୁିକର ଅବସ୍ଥା ନୂଅଁ ରୁ ଏପରି ଭଙ୍ଗାଦଦରା ହେବା ସମସ୍ତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଏ ସଂପର୍କରେ ଆମେ ଓଏସ୍‌ଆର୍‌ଟିସିର ଜନୈକ କର୍ମଚାରୀଙ୍କୁ ଏପରି ନିମ୍ନମାନର କାମ ସଂପର୍କରେ ପଚାରିବାରୁ ସେ ଏହି ଫାଟ କେବଳ ଉପରେ ହୋଇଛି ଏହାଦ୍ୱାର ଷ୍ଟଲର କିଛି ହେବ ନାହିଁ ବୋଲି ହାଲୁକା ଭାବରେ କହିଦେଇଥିଲେ । ତେବେ ସେ ଯାହା ହେଉ ଷ୍ଟଲ ନିର୍ମାଣରେ ଓଏସ୍‌ଆର୍‌ଟିସିର ଏପରି  ମନୋମୁଖୀ କାରବାରକୁ ସାଧାରଣରେ ନିନ୍ଦା କରାଯାଇଛି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତ ମାତା ସେବାନ୍ୟାସ ତରଫରୁ ୧୦୮ ଫୁଟ ଉଚ୍ଚ ଭଗୱା ଧ୍ବଜ ଏବଂ ଭାରତ ମାତା ମନ୍ଦିର ନିର୍ମାଣ ର ଭୂମି ପୂଜନ ପାଇଁ ଦେବ ନିମନ୍ତ୍ରଣ   25-Jun-2026
  ରାଜ୍ୟ  
ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟଶଙ୍କର: ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଥିଲେ   25-Jun-2026
  ଜିଲ୍ଲା  
୩୨୯ କଇଁଛ ଜବତ,୩ ଅଭିଯୁକ୍ତ ଗିରଫ   25-Jun-2026
  ଜିଲ୍ଲା  
ଫଟାବାହାଲ ସ୍କୁଲ ପଡାରେ ବିଜୁଳି ସମସ୍ୟା♦️ ନରସିଂହଙ୍କୁ ବାଟ ଓଗାଳି ଅଭିଯୋଗ କଲେ ମହିଳା ଗୋଷ୍ଠୀ   25-Jun-2026
  ଜିଲ୍ଲା  
ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ଦ୍ଵାରା ବିଭିନ୍ନ ସଂସ୍ଥା ଉପରେ ଚଢାଉ,୧୫ ଜଣ କିଶୋର ଓ ଜଣେ ଶିଶୁ ଶ୍ରମିକ ଉଦ୍ଧାର   25-Jun-2026
  ଜିଲ୍ଲା  
ସୁଜନପୁର ରେ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ   25-Jun-2026
  ରାଜ୍ୟ  
ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦଯାପିତ   25-Jun-2026
  ଜିଲ୍ଲା  
କଣ୍ଟାବାଞ୍ଜିରେ ବିଜେଡି ର ପ୍ରଶିକ୍ଷଣ ଶିବିର   25-Jun-2026
  ଜିଲ୍ଲା  
ରତାଖଣ୍ଡି ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   24-Jun-2026
  ଜିଲ୍ଲା  
ଝାରମୁଣ୍ଡା ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   24-Jun-2026
  ଜିଲ୍ଲା  
ରକ୍ତଦାତା ଦିବସ -୨୦୨୬ ରେ ସମ୍ମାନିତ ହେଲେ ରେଡ଼କ୍ରସ ସ୍ବେଛାସେବୀ - ସତ୍ୟନାରାୟଣ   24-Jun-2026

You Might Also Like