-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||     

HOME   ଜିଲ୍ଲା

ଫଟାବାହାଲ ସ୍କୁଲ ପଡାରେ ବିଜୁଳି ସମସ୍ୟା♦️ ନରସିଂହଙ୍କୁ ବାଟ ଓଗାଳି ଅଭିଯୋଗ କଲେ ମହିଳା ଗୋଷ୍ଠୀ

25-Jun-2026



ବଲାଙ୍ଗିର(ପ୍ରେରଣା ଖବର)- ବିଜୁଳି ସୁବିଧା ପାଇବା ଲୋକଙ୍କ ମୌଳିକ ଅଧିକାର କିନ୍ତୁ ବର୍ତ୍ତମାନ ଦେଖା ଦେଉଛି ସହର ହେଉ କି ଗାଁ ହେଉ କୌଣସି ବି ଜାଗାରେ ବିନା ସମସ୍ୟାରେ ବିଜୁଳି ଯୋଗାଣ ହୋଇପାରୁନାହିଁ । ଲୋଇସିଂହା ବ୍ଲକ ଅନ୍ତର୍ଗତ କୁସମେଲ ପଂଚାୟତର ଫଟାବାହାଲ ଗାଁ ର ସ୍କୁଲ ପଡା ବାସିନ୍ଦାମାନେ ବିଜୁଳି ସମସ୍ୟା ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଫଟାବାହାଲ ସ୍କୁଲ ପଡା ଯାହାକି ମୁଖ୍ୟ ରାସ୍ତାରୁ ୧୦୦ ରୁ ୨୦୦ ମିଟର ଭିତରେ ଅବସ୍ଥିତ ସେହି ପଡାରେ ବିଜୁଳି ଅଛି କିନ୍ତୁ ବିଜୁଳି ତାର କଂକ୍ରିଟ ପୋଲ ଦେଇ ସଂଯୋଗ ହୋଇ ନ ଥିବାରୁ ଟିକିଏ ପବନ ହେଲେ କି ବର୍ଷା ହେଲେ ବିଜୁଳି ସରବରାହ ବନ୍ଦ ହୋଇଯାଉଛି । ଗତ କଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ସେହି ରାସ୍ତା ଦେଇ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଯାଉଥିବା ବେଳେ ସ୍କୁଲ ପଡାର ମହିଳାମାନେ ଯୋଜନାବଦ୍ଧ ଭାବେ ନରସିଂହ ମିଶ୍ରଙ୍କ ଗାଡିକୁ ଓଟକାଇଥିଲେ । ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସେମାନେ ଭୋଗୁଥିବା ବିଜୁଳି ସମସ୍ୟା ଉପରେ ଅଭିଯୋଗ କରିବା । ମହିଳାମାନେ କହିଥିଲେ ଯେ ବିଜୁଳି ତାର ସିମେଣ୍ଟ ପୋଲରେ ଯାଇ ନ ଥିବାରୁ ସେମାନେ ବାଧ୍ୟ ହୋଇ ବାଉଁଶ ସାହାଯ୍ୟରେ ରାସ୍ତା ପାର କରି ନିଜ ନିଜ ଘରକୁ ସେହି ବାଉଁଶ ଦେଇ ବିଜୁଳି ନେଇଛନ୍ତି । ଟିକିଏ ବର୍ଷା କି ପବନ ହେଲେ କିମ୍ବା କୌଣସି ଗାଡି ମଟର ରାସ୍ତାରେ ଗଲେ ସେହି ତାର ରେ ବାଜି ବିଦ୍ୟୁତ ତାର ଛିଣ୍ଡି ଯାଉଛି । ବିଭାଗକୁ ଯେତେ ଅଭିଯୋଗ କଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନଥିବାରୁ ଦିନ ଦିନ ଧରି ସେହି ଅଂଚଳରେ ବିଜୁଳି ରହୁନାହିଁ । ଫଳରେ ଲୋକେ ଘୋର ଦୁର୍ଦ୍ଦିନରେ କଳାତିପାତ କରୁଛନ୍ତି ବୋଲି ମହିଳାମାନେ ଶ୍ରୀ ମିଶ୍ରଙ୍କୁ ଅଭିଯୋଗ କରିଥିଲେ । ଏହାକୁ ନେଇ ତୁରନ୍ତ ଶ୍ରୀ ମିଶ୍ର ବିଜୁଳି

ସମସ୍ୟାର ଶିଘ୍ର ହେବ ସମାଧାନ - ନରସିଂହ

ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏବଂ ନିର୍ବାହୀଯନ୍ତ୍ରୀଙ୍କ ସହ ସମସ୍ୟା ବାବଦରେ ଆଲୋଚନା କରିଥିଲେ । ଯେହେତୁ ବିଜୁଳି ସମସ୍ୟାରେ ଥିବା ସ୍କୁଲ ପଡାରେ ଅନେକ ଅନେକ ପରିବାର ଗରିବ ସୀମାରେଖା ତଳେ ଅଛନ୍ତି ଏବଂ ଅନେକ ପରିବାର ବିଭିନ୍ନ ସରକାରୀ ଯୋଜନାର ଲାଭାର୍ଥି ଅଛନ୍ତି ତେଣୁ ଯେତେ ଶିଘ୍ର ହେବ ସେହି ଜାଗାକୁ ସିମେଣ୍ଟ ପୋଲ ମାଧ୍ୟମରେ ବିଜୁଳି ପ୍ରଦାନ କରାଯାଉ ବୋଲି ଶ୍ରୀ ମିଶ୍ର ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ଉଭୟ ଯନ୍ତ୍ରୀ ଯେତେ ଶିଘ୍ର ହେବ ବାଉଁଶ ବଦଳାଇ ସେ ଜାଗାରେ ସିମେଣ୍ଟ ପୋଲ ମାଧ୍ୟମରେ ବିନା ଦେୟରେ ବିଜୁଳି ତାର ବିଝାଯାଇ ବିଜୁଳି ପ୍ରଦାନ କରାଯାଉ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ । ଏହି ଆଲୋଚନା ବେଳେ ଫଟାବାହାଲ ଗାଁ ର ରିତା ବିଶ୍ୱାଲ, ମମତା ବିଶ୍ୱାଲ, ସନାତନ ବିଶ୍ୱାଲ, ସୁରଭି ବିଶ୍ୱାଲ, କୌଶଲ୍ୟା ବିଶ୍ୱାଲ, ରଏବାରି ବିଶ୍ୱାଲ, ସୁର ବେହେରା, ପ୍ରମିଳା ବଢେଇ, ଯଦୁମଣି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   15-Aug-2026
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   15-Aug-2026

You Might Also Like