-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-May-2026
*
ସମ୍ବଲପୁର .(ସଂଜୀବ ପାଣିଗ୍ରାହୀ )ସମ୍ବଲପୁର ଜିଲ୍ଲା ବିଜେପି କୁ ଆହୁରି ମଜଭୁତ ଓ ସକ୍ରିୟ କରିବା ପାଇଁ ନିୟମିତ ଭାବେ ସଂଗଠନ ବିସ୍ତାର କାର୍ଯ୍ୟ ଚାଲୁଛି । ଏହି ମର୍ମ ରେ ବିଜେପି ଜିଲ୍ଲା ସଭାପତି ରାମ ଚନ୍ଦ୍ର ମେହେର ଙ୍କ ଅନୁମୋଦନ କ୍ରମେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ହରବ୍ରତ ସେନାପତି ଆଜି ତାଙ୍କର ଟିମ ଘୋଷଣା କରିଛନ୍ତି ।
ବିଜେପି ରାଜ୍ୟ ପ୍ରବକ୍ତା ତଥା କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ଜରିଆରେ ଦିଆ ଯାଇଥିବା ପ୍ରେସ ବିଜ୍ଞପ୍ତି ରେ ମୋର୍ଚ୍ଚା ର ସମସ୍ତ ଜିଲ୍ଲା ପଦାଧିକାରୀ ଙ୍କ ନାମ ଘୋଷଣା କରାଯାଇଛି ।
ତାଲିକା ଅନୁସାରେ ବିଜେପି ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ର ଉପସଭାପତି ଭାବେ ଦୁଷ୍ମନ୍ତ ବେହେରା, କୁମରେଶ ଦାସଭୟା, ଅଶୋକ ରୋହୀଦାସ, ପ୍ରକାଶ ମୁଖୀ, ସୁବର୍ଣ୍ଣ କହଁର ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଅଜୁ ତାଣ୍ଡିଆ, ରଶ୍ମି କୁସୁମ ଙ୍କୁ ସାଧାରଣ ସମ୍ପାଦକ, ଅରବିନ୍ଦ ବିଭାର, ଚକ୍ରଧର ସେଠି, ସମାରୁ ବୁଡା, ଅଞ୍ଜୁ ଭଞ୍ଜ, ଭୀମସେନ ସୋହେଲା ଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ତ୍ରାହିକର ଡୁଙ୍ଗରି ଙ୍କୁ କୋଷାଧ୍ୟକ୍ଷ ଭାବେ, ଦଶରଥ ବନଛୋର ଙ୍କୁ ଗଣମାଧ୍ୟମ ସଂଯୋଜକ, ରାଜେଶ ନନ୍ଦ ଙ୍କୁ ସହ-ସଂଯୋଜକ, କିଶୋର ସୁନା ଙ୍କୁ ସାମାଜିକ ଗଣମାଧ୍ୟମ ସଂଯୋଜକ, ସୁରେନ୍ଦ୍ରୀ ସିଂ ଙ୍କୁ ସହ-ସଂଯୋଜକ, ଶିବ ନାରାୟଣ ସୁନା ଙ୍କୁ କାର୍ଯ୍ୟାଳୟ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପଦାଧିକାରୀ ଙ୍କ ନାମ ଘୋଷଣା*
ସମ୍ବଲପୁର :(ସଂଜୀବ ପାଣିଗ୍ରାହୀ )- ସମ୍ବଲପୁର ଜିଲ୍ଲା ବିଜେପି କୁ ଆହୁରି ମଜଭୁତ ଓ ସକ୍ରିୟ କରିବା ପାଇଁ ନିୟମିତ ଭାବେ ସଂଗଠନ ବିସ୍ତାର କାର୍ଯ୍ୟ ଚାଲୁଛି । ଏହି ମର୍ମ ରେ ବିଜେପି ଜିଲ୍ଲା ସଭାପତି ରାମ ଚନ୍ଦ୍ର ମେହେର ଙ୍କ ଅନୁମୋଦନ କ୍ରମେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ହରବ୍ରତ ସେନାପତି ଆଜି ତାଙ୍କର ଟିମ ଘୋଷଣା କରିଛନ୍ତି ।
ବିଜେପି ରାଜ୍ୟ ପ୍ରବକ୍ତା ତଥା କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ଜରିଆରେ ଦିଆ ଯାଇଥିବା ପ୍ରେସ ବିଜ୍ଞପ୍ତି ରେ ମୋର୍ଚ୍ଚା ର ସମସ୍ତ ଜିଲ୍ଲା ପଦାଧିକାରୀ ଙ୍କ ନାମ ଘୋଷଣା କରାଯାଇଛି ।
ତାଲିକା ଅନୁସାରେ ବିଜେପି ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ର ଉପସଭାପତି ଭାବେ ଦୁଷ୍ମନ୍ତ ବେହେରା, କୁମରେଶ ଦାସଭୟା, ଅଶୋକ ରୋହୀଦାସ, ପ୍ରକାଶ ମୁଖୀ, ସୁବର୍ଣ୍ଣ କହଁର ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଅଜୁ ତାଣ୍ଡିଆ, ରଶ୍ମି କୁସୁମ ଙ୍କୁ ସାଧାରଣ ସମ୍ପାଦକ, ଅରବିନ୍ଦ ବିଭାର, ଚକ୍ରଧର ସେଠି, ସମାରୁ ବୁଡା, ଅଞ୍ଜୁ ଭଞ୍ଜ, ଭୀମସେନ ସୋହେଲା ଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ତ୍ରାହିକର ଡୁଙ୍ଗରି ଙ୍କୁ କୋଷାଧ୍ୟକ୍ଷ ଭାବେ, ଦଶରଥ ବନଛୋର ଙ୍କୁ ଗଣମାଧ୍ୟମ ସଂଯୋଜକ, ରାଜେଶ ନନ୍ଦ ଙ୍କୁ ସହ-ସଂଯୋଜକ, କିଶୋର ସୁନା ଙ୍କୁ ସାମାଜିକ ଗଣମାଧ୍ୟମ ସଂଯୋଜକ, ସୁରେନ୍ଦ୍ରୀ ସିଂ ଙ୍କୁ ସହ-ସଂଯୋଜକ, ଶିବ ନାରାୟଣ ସୁନା ଙ୍କୁ କାର୍ଯ୍ୟାଳୟ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।