-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
20-May-2026
ବରପାଲି - (ସୁଦାମ ଦୀପ ) ବୁଧବାର ଦିନ ପୂର୍ବାହ୍ନ ୧୧ଟା ସମୟରେ ବରଗଡ ଜିଲା ଅତାବିରା ସରସ୍ବତୀ କଲ୍ୟାଣ ମଣ୍ଡପରେ ମହିଳାକଂ ୩୩% ସରଖିଣ ଦେବାରେ ବିଫଳ ନାରୀ ନିର୍ଯ୍ୟାତନାକୁ ନିୟନ୍ତଣ କରିବାରେ ଅସମର୍ଥ ବିଜେପି ସରକାର ବିରୋଧରେ ପ୍ରତିବାଦ ଜଣାଇ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ବିଜେଡିର ପୂର୍ବତନ ବିଧାୟିକା ସେହ୍ନାଗିଂନୀ ଛୁରିଆ,ରିତା ସାହୁ,ପଦ୍ମପୁର ବିଧାୟକ ବର୍ଷା ସିଂ ବରିହା,ଗୌରହରି ମିଶ୍ର,ମାମିନୀ ଭୋଇ,ଶୁଶାନ୍ତ ମିଶ୍ରକଂ ସହ ବରିଷ୍ଠ ବିଜେଡି ନେତା ଯୋଗଦେଇଥିଲେ | ବାବା ମଠରୁ ଏକ ପଦଯାତ୍ରା ବାହାରି ସରସ୍ବତୀ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଯାଇଥିଲା |